Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଛାମୁଣ୍ଡିଆ ଓ ଗଣିଆ ସରପଞ୍ଚଙ୍କ ପ୍ରଚେଷ୍ଟାରେ ମାଗଣା ଚକ୍ଷୁ ଶିବିର
ଗଣିଆ: ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରଚେଷ୍ଟାରେ ପଞ୍ଚାୟତ କାର୍ଯ୍ୟାଳୟଠାରେ ମାଗଣା ମୋତିଆବିନ୍ଦୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ସ୍ଥିତ ଲାଏନ୍ସ ଭୂମିକା ଚକ୍ଷୁ ଚିକିତ୍ସାଲୟର ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର!-->…
Read More...
Read More...
ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି : ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ), ରାଜ ସୀତାପୁର, ଗୋସାଣି ବ୍ଲକ ଠାରେ ଏଥିର ମୁଖ୍ୟ ଅନାଦି ପାଣିଗ୍ରାହୀ ଓ ମହନ୍ତ ରମାନନ୍ଦ ଦାସ ଜୀଙ୍କ ଅନୁମତି କ୍ରମେ ବିଶ୍ୱର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ବାଳ ମୁକୁନ୍ଦ କେନ୍ଦ୍ର!-->…
Read More...
Read More...
ସୁବର୍ଣ୍ଣପୁର ଠାରେ ପଏଁରୀ ତିହାର ଉଦଯାପିତ
ସୁବର୍ଣ୍ଣପୁର: ନୃତ୍ୟ ଓ ସଂଗୀତର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପଏଁରୀ ତିହାର ଆଜି ସ୍ଥାନୀୟ ଭୀମ ଭୋଇ କଳା ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ପଏଁରୀ ଓ ସଂସ୍କୃତି ବିଭାଗ ଭାରତ ସରକାର, ସଂଗୀତ ଏକାଡେମୀ ନୂଆଦିଲ୍ଲୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ!-->…
Read More...
Read More...
ଢେଙ୍କାନାଳରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଂଗ, ଦାରୁ ବୃକ୍ଷ ସଂଗ୍ରହକୁ ନେଇ ଥାନାରେ ଏତଲା
ପୁରୀ : ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳ ଠାରେ ନୂତନ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ । ତେବେ ଏହା ପୂର୍ବରୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦାରୁ ଚିହ୍ନଟ କରାଯାଇ ପାରମ୍ପରିକ ପଦ୍ଧତି ତଥା ବନଯାଗ ଯାତ୍ରା ଯଜ୍ଞ କରାଯିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି!-->…
Read More...
Read More...
ରାତିରେ ଥାନାରେ ଅଟକ ଘଟଣା ନେଇ ଯୁବତୀଙ୍କ ଆତ୍ମହତ୍ୟା
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନାରେ ଗତ ଗୁରୁବାର ରାତିରେ ୨ ଯୁବତୀଙ୍କୁ ଥାନାରେ ଅଟକ ଘଟଣାରେ ଲୋକ ଲଜ୍ୟା ସହି ନ ପାରି ଜଣେ ଯୁବତୀ କୀଟନାଶକ ପିଇ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯୁବତୀ ଜଣକ ହେଲେ ଟେମରା ପଞ୍ଚାୟତ ବେଲପୁଟି ଗ୍ରାମର ନବୀନା ପୂଜାରୀ(୨୨) ।!-->…
Read More...
Read More...
ପୋଲାମରେ ବିଶ୍ୱ ଶାନ୍ତି ଅଲେଖ ବ୍ରହ୍ମଯଜ୍ଞ ଉଦଯାପିତ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମ ଗ୍ରାମର ଗୁହିରାଟିକିରା ଠାରେ ଶନିବାରରୁ ଆରମ୍ଭ ହୋଇଥିବା ବିଶ୍ୱ ଶାନ୍ତି ମହିମା ବ୍ରହ୍ମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସାଲୁଙ୍କି ନଦୀ ଘାଟରୁ ଗଙ୍ଗାମାତାଙ୍କୁ ଆବାହନ କରି କଳସୀରେ ଜଳ ଧରି!-->…
Read More...
Read More...
ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ସ ଅଫ୍ ବଲାଙ୍ଗୀର ତରଫରୁ ପଥପ୍ରାନ୍ତ ସଭା
ବଲାଙ୍ଗୀର : କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ତରଫରୁ ୨୮ ଓ ୨୯ ତାରିଖ ୨ଦିନିଆ ଭାରତ ବନ୍ଦକୁ ସଫଳ କରିବା ପାଇଁ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ସ ଅଫ୍ ବଲାଙ୍ଗୀର ତରଫରୁ ପଥପ୍ରାନ୍ତ ସଭା କରାଯାଇଛି । କାହିଁକି କେଉଁ ପରିସ୍ଥିତିରେ ଦେଶବ୍ୟାପି ଭାରତ ବନ୍ଦ୍ ଡାକରା!-->…
Read More...
Read More...
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୁରୀ ଭ୍ରମଣ
ପୁରୀ: ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପୁରୀ ଭ୍ରମଣ କରିଛନ୍ତି । ସେମାନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଏକ ମାସ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି । ସେମାନେ ପ୍ରଥମେ କୋଣାର୍କ, ରାମଚଣ୍ଡି ବୁଲି ଦେଖିସାରିବା ପରେ!-->…
Read More...
Read More...
ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ସଦର ଥାନା ଅନ୍ତର୍ଗତ ଗୁମାଗଡ ଠାରେ ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସୂଚନାନୁସାରେ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଶନି ମନ୍ଦିର ନିକଟରେ କାର ଦୁର୍ଘଟଣାରେ ଗୋଟିଏ!-->…
Read More...
Read More...
ଘୁ. ଉଦୟଗିରି ପୌର ନିର୍ବାଚନରେ ୮ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ଯାକେଶ କୁମାର୍ ପ୍ରଧାନ ବିଜୟୀ
ଘୁ.ଉଦୟଗିରି : ଘୁ. ଉଦୟଗିରି ପୌର ନିର୍ବାଚନ ଶେଷ ହୋଇଛି । ଫଳାଫଳ ଘୋଷଣା ପରେ ସ୍ଥାନୀୟ ସହରର ୮ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଭାବରେ କଂଗ୍ରେସ ପକ୍ଷରୁ ପ୍ରତିନ୍ଦ୍ୱନ୍ଦି କରିଥିବା ଯାକେଶ କୁମାର୍ ପ୍ରଧାନ ୨୦୫ ଟି ଭୋଟ ପାଇ ବିଜୟୀ ହୋଇଥିଲେ । ନିକଟତମ ବିଜେଡି ପ୍ରତିନ୍ଦ୍ୱନ୍ଦୀ!-->…
Read More...
Read More...