Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘୁ. ଉଦୟଗିରି ପୌର ନିର୍ବାଚନରେ ୮ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ଯାକେଶ କୁମାର୍ ପ୍ରଧାନ ବିଜୟୀ
ଘୁ.ଉଦୟଗିରି : ଘୁ. ଉଦୟଗିରି ପୌର ନିର୍ବାଚନ ଶେଷ ହୋଇଛି । ଫଳାଫଳ ଘୋଷଣା ପରେ ସ୍ଥାନୀୟ ସହରର ୮ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଭାବରେ କଂଗ୍ରେସ ପକ୍ଷରୁ ପ୍ରତିନ୍ଦ୍ୱନ୍ଦି କରିଥିବା ଯାକେଶ କୁମାର୍ ପ୍ରଧାନ ୨୦୫ ଟି ଭୋଟ ପାଇ ବିଜୟୀ ହୋଇଥିଲେ । ନିକଟତମ ବିଜେଡି ପ୍ରତିନ୍ଦ୍ୱନ୍ଦୀ!-->…
Read More...
Read More...
ଜୁରିଆଠାରେ ଡ୍ରାଇଭର ସଂଘ ଗଠନ
ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜୁରିଆ ଠାରେ ଡ୍ରାଇଭରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମହନ ଭୁଏ ସଭାପତିତ୍ୱ କରିଥିଲେ । ବୈଠକରେ ଏକ ଡ୍ରାଇଭର ସଂଘ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଉକ୍ତ ପ୍ରସ୍ତାବକୁ!-->…
Read More...
Read More...
ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟଦିବସ ପାଳିତ
ସୁବର୍ଣ୍ଣପୁର: ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ବିଶ୍ୱ ନାଟ୍ୟଦିବସ ପାଳନ ହୋଇଯାଇଛି । ନିର୍ଦ୍ଦେଶକ ମନୋଜ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ମାନସ ସ୍ୱାଇଁ ହତ୍ୟା ମାମଲା: ଦୟାଲ ବୃଦ୍ଧାଶ୍ରମ ସିଲ୍
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ସିଲ୍ କରିଛି। ଅଢେଇ ଘଣ୍ଟା ଧରି ତନାଘନା କରିବା ପରେ ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ଦୟାଲ ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ!-->…
Read More...
Read More...
ବିଜେଡି ପାଳିଲା ବିଜୟ ଉତ୍ସବ
ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ଓ ଆଶୀର୍ବାଦ କ୍ରମେ ଆଜି କାଶିନଗର ବ୍ଲକ ପରିସରରେ କାଶିନଗର ବ୍ଲକ ଓ କାଶିନଗର ଏନଏସିର ସମସ୍ତ ନବ ନିର୍ବାଚିତ ପ୍ରତିନିଧି ଯଥା ସରପଞ୍ଚ ,ସମିତି, ଜିଲ୍ଲାପରିଷଦ,ଏନଏସି ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଅଧ୍ୟକ୍ଷ,!-->…
Read More...
Read More...
ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରାଲୋକ
ବରଗଡ: ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରାଲୋକ ହୋଇଛି । ସେ ୧୯୫୮ମସିହା ଅକ୍ଟୋବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା । ୧୯୯୫ରେ କଂଗ୍ରେସ ସରକାରରେ ସେ ମନ୍ତୀ ଥିଲେ । ଗତଥର ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ୧୯୯୦ ରେ!-->…
Read More...
Read More...
ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡିର ବାଜିମାତ, ପୌର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳା ସେଠୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡି ଅକ୍ତିଆର କରିଛି । ପାରଳା ପୌର ପରିଷଦ ବିଜେଡି ପାର୍ଥିନୀ ନିର୍ମଳା ସେଠୀ ତେର ହଜାର ତିନି ଶହ ଅଶୀ ଭୋଟ ପାଇ ନିକଟ ବିଜେପି ପାର୍ଥିନୀ ଏମ୍ ରାଜେଶ୍ୱରୀଙ୍କୁ ୬ ହଜାର ଭୋଟରେ ପରାଜୟ କରିଛନ୍ତି । ବିଜେପି!-->…
Read More...
Read More...
ବିବାହ ପାଇଁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲାପାଳ
ପୁରୀ : କୁଷ୍ଠ ଆକ୍ରାନ୍ତ ଦୁଇ ପରିବାରର ଝିଅ ମାନଙ୍କ ବିବାହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପୁରୀସ୍ଥିତ ଜୀବରାମଜୀ ପଲ୍ଲୀ ଲେପର୍ସି କଲୋନୀର ଶ୍ୟାମ ସୁନ୍ଦର ଭୂୟାଁ ଏବଂ ସନାତନ ପରିଡାଙ୍କୁ!-->…
Read More...
Read More...
ଗଜପତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ କୁନ୍ତଳା ମଲ୍ଲିକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସକାଶେ ମୋହନା ନିର୍ବାଚନ ମଣ୍ଡଳୀ ଅଡବା ଜୋନ୍ ଆଠର କୁନ୍ତଳା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଉ କୌଣସି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା!-->…
Read More...
Read More...
ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ କେ.ତେଜେଶ୍ୱର ରାଓ
ପାରଳାଖେମୁଣ୍ଡି : କେ. ସିତାପୁର ଗ୍ରାମ ପଞ୍ଚାୟତ ରେ କେ.ତେଜେଶ୍ୱର ରାଓ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ଫେବୃଆରୀ ୨୨ ତାରିଖ ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନରେ ଯୋଗ ଦେଇଥିବା କେ.ତେଜେଶ୍ୱର ରାଓ ବିପୁଳ ସଂଖ୍ୟାରେ ବିଜୟ ଲାଭ!-->…
Read More...
Read More...