Browsing Category

ରାଜ୍ୟ

ବିବାହ ପାଇଁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲାପାଳ

ପୁରୀ : କୁଷ୍ଠ ଆକ୍ରାନ୍ତ ଦୁଇ ପରିବାରର ଝିଅ ମାନଙ୍କ ବିବାହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପୁରୀସ୍ଥିତ ଜୀବରାମଜୀ ପଲ୍ଲୀ ଲେପର୍ସି କଲୋନୀର ଶ୍ୟାମ ସୁନ୍ଦର ଭୂୟାଁ ଏବଂ ସନାତନ ପରିଡାଙ୍କୁ
Read More...

ଗଜପତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ କୁନ୍ତଳା ମଲ୍ଲିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସକାଶେ ମୋହନା ନିର୍ବାଚନ ମଣ୍ଡଳୀ ଅଡବା ଜୋନ୍‌ ଆଠର କୁନ୍ତଳା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଉ କୌଣସି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା
Read More...

ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ କେ.ତେଜେଶ୍ୱର ରାଓ

ପାରଳାଖେମୁଣ୍ଡି : କେ. ସିତାପୁର ଗ୍ରାମ ପଞ୍ଚାୟତ ରେ କେ.ତେଜେଶ୍ୱର ରାଓ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ଫେବୃଆରୀ ୨୨ ତାରିଖ ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନରେ ଯୋଗ ଦେଇଥିବା କେ.ତେଜେଶ୍ୱର ରାଓ ବିପୁଳ ସଂଖ୍ୟାରେ ବିଜୟ ଲାଭ
Read More...

ଅରୁଣାଚଳ ପ୍ରଦେଶ ପ୍ରଶାସନ ଗଜପତିର ତିନି ଅନାଥ ଶିଶୁଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କଲା

ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶ ପ୍ରଶାସନ ଗଜପତିର ତିନି ଅନାଥ ଶିଶୁଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିବା ଜଣାପଡିଛି । ପ୍ରକାଶ ଥାଉ କି ଗଜପତି ଜିଲ୍ଲାର ଏକ ଦମ୍ପତିି ଅରୁଣାଚଳ ପ୍ରଦେଶରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କ ସହ ତାଙ୍କର ତିନୋଟି ଝିଅ ମଧ୍ୟ
Read More...

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

ପାଟଣା:   କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗମ୍ଭାରୀଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।ମୃତ ବାଇକ ଆରୋହୀ  ହେଲେ ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଅନ୍ତର୍ଗତ ତଣ୍ଡ ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ
Read More...

ଛୁରାମାଡରେ ଯୁବକ ମୃତ

ଚମ୍ପୁଆ : ଦିନକୁ ଦିନ ହଜିଯାଉଛି ମାନବିକତା । ସାମାନ୍ୟ ରାଗର ବଶବର୍ତ୍ତୀ ମଣିଷ ନିମିଷକ ମଧ୍ୟରେ ଘଟାଉଛି ଅଭାବନୀୟ କାଣ୍ଡ । ଯେଉଥିପାଇଁ ତାକୁ ବହୁ ମୂଲ୍ୟ ଦେବାକୁ ପଡୁଛି ଓ ଅକାଳରେ ଚାଲିଯାଉଛି ଅମୂଲ୍ୟ ଜୀବନ । ଆଜି ଛୁରାମାଡରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ଏଭଳି ଘଟଣା
Read More...

ସୁଲୋଚନା ଦାସ ଭୁବନେଶ୍ବରର ନୂଆ ମେୟର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପାଇଁ ହୋଇଥିବା କର୍ପୋରେଟର ଓ ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ଭୁବନେଶ୍ବରବାସୀ ବିଜୟୀ କରାଇଛନ୍ତି। ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର
Read More...

ଓକିଲ ସଂଘର ନିର୍ବାଚନ: ସଭାପତି ବିଜୟ ମହାନ୍ତି, ସମ୍ପାଦକ ଦୁର୍ଗା ପଟ୍ଟନାୟକ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଦୁର୍ଗା ଶଙ୍କର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ କମଳ କୁମାର ବେହେରା,
Read More...

ସହକାରୀ କୃଷି ଅଧିକାରୀଙ୍କ ବିୟୋଗ

ସୁବର୍ଣ୍ଣପୁର,୨୬/୩- ସୋନପୁର ସହର ଗୋକର୍ଣ୍ଣେଶ୍ୱର ପଡ଼ା ନିବାସୀ ଶ୍ରୀ ତାପସ ରଞ୍ଜନ ପଣ୍ଡା ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେ କାମଳ ( ଜଣ୍ଡିସ ) ରୋଗରେ ଆକ୍ରାନ୍ତ ହୋଇ ୨୦ ଦିନତଳେ ଭୁବନେଶ୍ୱରସ୍ଥିତ ସମ ଅଲଟିମେଟ ହସ୍ପିଟାଲରେ
Read More...

୧୬ ନମ୍ବର କାଉନସିଲର ପଦରେ ଅମିତଙ୍କ ରେକର୍ଡ ବିଜୟ

ନବରଙ୍ଗପୁର,୨୬/୩- ନବରଙ୍ଗପୁର ପୌରନିର୍ବାଚନରେ ୧୬ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ଅମିତ ପ୍ରଧାନଙ୍କ ରେକର୍ଡ ବିଜୟ ହୋଇଛି । ଏହି ୧୬ ନମ୍ବର ୱାର୍ଡକୁ ସବୁବେଳେ ପୌର ପାଳିକା ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଆସୁଥିଲା । ବିଜେଡି କାଉନସିଲର ଥିଲେ ମଧ୍ୟ ଏହି ୱାର୍ଡରେ ସଡକ, ନାଳ
Read More...