Browsing Category

ରାଜ୍ୟ

ବନ ବିଭାଗ କର୍ମଚାରୀ ଶିବରାମ ସାବତ ସମ୍ମାନିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବନଖଣ୍ଡ ତଥା ଦେବଗିରି ବନାଞ୍ଚଳରେ କାର୍ଯ୍ୟରତ ବନବିଭାଗ କର୍ମଚାରୀ ଶିବରାମ ସାବତଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୨ ପାଳନ ଅବସରରେ ରାଜ୍ୟସ୍ତରୀୟ ସମ୍ମାନସ୍ୱଦ ଶ୍ରୀ ସାବତଙ୍କୁ ମାନ ପତ୍ର ମେଡେଲ ୧୦ହଜାର ଟଙ୍କା
Read More...

ନିର୍ବାଚନୀ ହିଂସାରେ ବିଜେଡି ପ୍ର୍ରାର୍ଥିନୀଙ୍କ ସହ ମହିଳା ଭୋଟର ଆହତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୌର ନିର୍ବାଚନୀ ହିଂସାରେ ୱାର୍ଡ ନଂ ୧୫ ବିଜେଡି ପ୍ରାର୍ଥିନୀ ପିଙ୍କି ଖରସେଲ ସହ ଜଣେ ମହିଳା ଭୋଟର ଆହତ ହୋଇଛନ୍ତି । ସୂଚନା କ୍ରମେ କଂଗ୍ରେସ ସମର୍ଥକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଥିବାରୁ ୱାର୍ଡ ନଂ ୧୫ ବିଜେଡି ପ୍ରାର୍ଥୀନୀ ପିଙ୍କି ଖର୍ସଲକୁ ଆକ୍ରମଣ
Read More...

ସରିଲା ପୌର ନିର୍ବାଚନ; ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ, ୨୬ରେ ଫଳାଫଳ

ଦଶପଲ୍ଲା :ଶେଷ ହୋଇଛି ପୌର ନିର୍ବାଚନ । ପୌର ନିର୍ବାଚନରେ ଦଶପଲ୍ଲା ଏନଏସିର ୧୬ ୱାର୍ଡ ପାଇଁ ନିବାଚନ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ପ୍ରତ୍ୟେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ୧୬ ଟି ୱାର୍ଡ ପାଇଁ ୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା
Read More...

ପିକ ଅପ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ରାଉରକେଲା: ପାନପୋଷ ବାଇପାସ ରୋଡ କଳିଙ୍ଗ ଟ୍ରମା ସେଣ୍ଟର ନିକଟରେ ପିକ ଅଫ ଧକ୍କାରେ ଜଣେ ମୋଟର ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନାହିଁ। ଘଟଣାସ୍ଥଳରୁ ପିକ ଅପ ଛାଡ଼ି ଚାଳକ ଫେରାର ହୋଇଯାଇଛି। ରଘୁନାଥପାଲ୍ଲୀ ପୁଲିସ ମୋଟର ବାଇକ ଆରୋହୀଙ୍କ ଶବ ଜବତ କରି ରାଉରକେଲା
Read More...

ପ୍ରତିଷ୍ଠା ହେବ ଆଦର୍ଶ ବରପୁତ୍ର ଗ୍ରାମ: ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଦର୍ଶ ବରପୁତ୍ର ଗ୍ରାମ ପ୍ରତିଷ୍ଠା ହେବ । ବରପୁତ୍ର ଗ୍ରାମ ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକା ସଂକଳିତ ହୋଇଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜିଠୁ ବିଧାନସଭାର ବଜେଟ
Read More...

ଝସକେତନ ବଘାର ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ସୁବର୍ଣ୍ଣପୁର,୨୫/୩- ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ବୈଠକରେ ଉଲୁଣ୍ଡା ବ୍ଲକରୁ ନିର୍ବାଚିତ ଜିଲ୍ଲା ପରିଷଦ
Read More...

ଦରଦାମ ବୃଦ୍ଧିକୁ ନେଇ ଜନ ଆନ୍ଦୋଳନ

ସୁବର୍ଣ୍ଣପୁର,୨୫/୩ - ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ରୋକିବା ଦାବିରେ ଆଜି ସୁବର୍ଣ୍ଣପୁରଠାରେ ବସ୍ତିବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦିନକୁଦିନ ବଢିବଢି ଚାଲିଥିବା ଦରଦାମ ବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଜାଳେଣି ଗ୍ୟାସ,
Read More...

ବିଷ୍ଣୁପ୍ରିୟା ହେବେ ନୟାଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷା

ଦଶପଲ୍ଲା,୨୫/୩: - ନୟାଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ବିଜେଡି ପକ୍ଷରୁ ୭ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବେହେରାଙ୍କୁ ଚୟନ କରାଯାଇଛି । ଆଜି ବିଷ୍ଣୁପ୍ରିୟା ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ସେ
Read More...

ଭଗତ ସିଂଙ୍କ ୯୧ତମ ସହିଦ ଦିବସ ପାଳିତ

ଚଣ୍ଡିଖୋଲ : ନେହୁରୁ ଯୁବ କେନ୍ଦ୍ର ଯାଜପୁର ଦ୍ୱାରା ଆମ ସ୍ୱାଭିମାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସହିଦ ଦିବସ ପାଳିତ ହୋଇଯାଉଛି । ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । ବାବା ଭୈରବ ମହାବିଦ୍ୟାଳୟର ଅଧ୍ୟାପକ ସଲିଲ ମହାନ୍ତି ଶପଥପାଠ କରାଇଥିଲେ । ଭଗତ ସିଂଙ୍କ ଏହି ୯୧ତମ
Read More...

ଶିଶୁକନ୍ୟାର ଗଳାକାଟି ହତ୍ୟା

କୁଚିଣ୍ଡା : କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଆଠ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗାଁ ଦାଣ୍ଡରେ ଉନ୍ମୁକ୍ତ କାଣ୍ଡ କରିଛି ଦୁର୍ବୃତ୍ତ l କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି
Read More...