Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଜେଟ୍ ଅଧିବେଶନ ଆରମ୍ଭ, ଗୃହରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳ ଅଭିବାଦନ ଗ୍ରହଣ ପରେ ଗୃହରେ ସଦସ୍ୟଙ୍କୁ ଅଭିଭାଷଣ ରଖୁଛନ୍ତି । ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟପାଳଙ୍କୁ ଗୃହକୁ ସ୍ୱାଗତ କରି ଆଣିବା!-->…
Read More...
Read More...
ପୌର ନିର୍ବାଚନରେ ସ୍ୱେଚ୍ଛାସେବୀଙ୍କ ସହାୟତା
ନବରଙ୍ଗପୁର:ନବରଙ୍ଗପୁର ପୌର ପାଳିକା ନିର୍ବାଚନରେ ସହାୟତା ପ୍ରଦାନ କରିବା ପାଇଁ ଆଦର୍ଶ ସ୍ନାତକ ମହା ବିଦ୍ୟାଳୟର ୨୯ଜଣ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ସହରର ବିଭିନ୍ନ ଭୋଟ୍ ଦାନ କେନ୍ଦ୍ର ରେ ଆସୁଥିବା ଭିନ୍ନକ୍ଷମ ଓ ବୃଦ୍ଧ ମତଦାତାଙ୍କୁ ନେବା ଆଣିବା ରେ ପ୍ରମୁଖ!-->…
Read More...
Read More...
ଶାନ୍ତି ଶୃଙ୍ଖଳାର ସହିତ ସରିଲା ଘୁ ଉଦୟଗିରି ପୌର ନିର୍ବାଚନ, ୬୭.୨୧ % ମତଦାନ
ଘୁ ଉଦୟଗିରି: ଘୁ ଉଦୟଗିରି ପୌର ନର୍ବାଚନ ଆଜି ଶେଷ ହୋଇଥିବା ଦେଖିବାକୁ ମିଳିଛି । ନିର୍ବାଚନୀ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ନେତୃତ୍ଵରେ ସହରର ୧୩ ଗୋଟି ବୁଥ ମଧ୍ୟରେ ଭୋଟ ହୋଇଥିବା ବେଳେ ହାତିଶାଳ ସ୍କୁଲର ୯ ନମ୍ୱର୍ ଵୁଥକୁ ପିଙ୍କ୍ ବୁଥ କରାଯାଇଥିଲା । ଏହି ବୁଥ୍ ମଧ୍ୟରେ କେବଳ!-->…
Read More...
Read More...
ରାୟଗଡ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖମେୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ଲକ କାର୍ଯ୍ୟାଳୟରେ ମହନ୍ର୍ଦ୍ରେତନୟା ଛତୁଆ ପ୍ରସୂତି କନ୍ର୍ଦ୍ରେ, ମିସନ୍ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ!-->…
Read More...
Read More...
ଶାନ୍ତିଶୃଙ୍ଖଳାରେ ସରିଲା ପୌର ନିର୍ବାଚନ, ସୁରକ୍ଷିତ ଅବସ୍ଥାରେ ପହଁଚିଲେ ପୋଲିଂ ଟିମ୍ ଓ ଇଭିଏମ୍
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶାନ୍ତିଶୃଙ୍ଖଳା ସହ ସରିଲା ମତଦାନ । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଟି ୱାର୍ଡରେ ମୋଟ ୧୪୭୦୪ ଭୋଟରଙ୍କ ପାଇଁ ୧୭ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ପ୍ରଶାସନ ପକ୍ଷରୁ ସେଥିମଧ୍ୟରୁ ୯ ନଂ ଓ ୧୦!-->…
Read More...
Read More...
ଗୋଶାଣି ବ୍ଳକ ଉପାଧ୍ୟକ୍ଷ ହେଲେ ଏସ.ଅନୁସାୟା ଦେବୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ପରିସରରେ ଥିବା କନଫେରେନ୍ସ ହଲଠାରେ ବ୍ଳକ ଉପାଧ୍ୟକ୍ଷ । ସକାଶେ ବିଜେଡି ସମର୍ଥିତ ସମିତି ସଭ୍ୟା ଏସ ଅନୁସାୟା ଦେବୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଉ କୌଣସି ସଭ୍ୟ, ସଭ୍ୟା ଉକ୍ତ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ଶେଷରେ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ଇଭିଏମ ତ୍ରୁଟି
ନବରଙ୍ଗପୁର: ନବରଙ୍ଗପୁର ନିର୍ବାଚନ ପରିଚାଳନାରେ ସାଙ୍ଘାତିକ ତ୍ରୁଟି । ଇଭିଏମ ମେସିନରେ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀନିଙ୍କ ନାମ ବଦଳରେ ରହିଲା ନବରଙ୍ଗପୁର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ । ଉମରକୋଟ ପୌର ପରିଷଦ ଆଠ ନମ୍ୱର୍ ୱାର୍ଡ଼ ଅନ୍ତର୍ଗତ ଚଉଦ ନମ୍ୱର୍ ବୁଥରୁ ଆସିଛି ଏହି!-->…
Read More...
Read More...
ଅଜଣା ପିକଅପ୍ ଧକ୍କାରେ ୨ ବାଇକ ଆରୋହୀ ମୃତ
ପାଟଣାଗଡ଼ : ପାଟଣାଗଡ଼ ଥାନା କଣ୍ଟାବାଞ୍ଜି ରାସ୍ତାର ସାଲେପାଲି ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତି ମାନେ ହେଲେ ଖଡ଼ିଆଳ ଗାଁର ରୁବି ଭୋଇ ଏବଂ ସିନାପାଲି!-->…
Read More...
Read More...
ରାଜ୍ୟରେ ବଢିବନି ବିଦ୍ୟୁତ ଦର
ଭୁବନେଶ୍ୱର: ବିଦ୍ୟତ୍ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ OERC ସଚିବଙ୍କ ପ୍ରେସ୍ମିଟ୍ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ୍ ଦର । ଡିଜିଟାଲ୍ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ଡିଜିଟାଲ୍ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି!-->…
Read More...
Read More...
ବୌଦ୍ଧ ଏନଏସିରେ ଅପରାହ୍ନ ୪ଟା ସୁଦ୍ଧା ୬୦.୮୮ ପ୍ରତିଶତ ମତଦାନ
ବୌଦ୍ଧ ୨୪/୦୩ : ବୌଦ୍ଧ ଏନଏସି ନିର୍ବାଚନ ପାଇଁ ୧୭ ଗୋଟି ୱାର୍ଡରେ ହୋଇଥିବା ୨୭ ଗୋଟି ମତଦାନ କେନ୍ଦ୍ରରେ ମତଦାନ ଜାରି ରହିଛି । ଅପରାହ୍ନ ୪ଟା ସୁଦ୍ଧା ବୌଦ୍ଧ ଏନଏସି ରେ ମୋଟ୍ ୬୦.୮୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୪ଟା ସୁଦ୍ଧା ୯୪୬୪ ଜଣ ଭୋଟ୍!-->…
Read More...
Read More...