Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଟଣାଗଡ଼, ଖପ୍ରାଖୋଲ,ବେଳପଡା ବ୍ଳକରେ ବିଜେଡି ସମର୍ଥିତ ଉପାଧ୍ୟକ୍ଷ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ
ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପାଟଣାଗଡ଼, ଖପ୍ରାଖୋଲ, ବେଳପଡା ଆଦି ତିନି ବ୍ଳକର ବ୍ଲକ ଉପାଧ୍ୟକ୍ଷ ନିର୍ବାଚିତ ହୋଇଯାଇଛି । ପାଟଣାଗଡ଼ ବ୍ଲକର ବିଜେଡି ସମର୍ଥିତ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ ନିର୍ଦ୍ଦ୍ୱନ୍ଦରେ ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି ପାଟଣାଗଡ଼ ବିଧାୟକ ସରୋଜ!-->…
Read More...
Read More...
ଜ୍ୱାଇଁର ଛୁରାମାଡରେ ଶାଶୁ ମୃତ, ଜ୍ୱାଇଁର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ
ପୁରୀ : ଶାଶୁକୁ ଛୁରି ମାରି ହତ୍ୟାକଲା ଜ୍ୱାଇଁ । ଜ୍ୱାଇଁ ଶକ୍ତିଧର ଦାଶ ପାରିବାରିକ କନ୍ଦଳ ଯୋଗୁଁ ଆଜି ତାଙ୍କ ଶାଶୁଙ୍କ ପେଟରେ ଛୁରି ପୁରାଇ ଦେଇଥିଲେ । ଫଳରେ ଶାଶୁ ତିଳୋତମା କରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତିଳୋତମାଙ୍କୁ ତୁରନ୍ତ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା!-->…
Read More...
Read More...
ବିଜାଖୋଲ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବନାଞ୍ଚଳ ନାରାୟଣପୁର ଫରେଷ୍ଟ୍ ବିଟ ଅନ୍ତର୍ଗତ ବିଜାଖୋଲ ଜଙ୍ଗଲରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ୪ ବର୍ଷର ଏହି ପୁରୁଷ ହାତୀ ଶାବକଟି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ଖବରପାଇ ଆଜି ବନ ବିଭାଗର!-->…
Read More...
Read More...
ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥ କାଠ
ପୁରୀ: ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି । ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫ ଖଣ୍ଡ ସହ ୨୦ ଫୁଟ ଲମ୍ବର ଅସନ ଓ ଧଉରା ୧୩ ଖଣ୍ଡ କାଠ ଆସି ପହଞ୍ଚିଛି । ତେବେ ରଥ ନିର୍ମାଣ ପାଇଁ!-->…
Read More...
Read More...
୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ
ଭୁବନେଶ୍ୱର : ଆସନ୍ତା ୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ । ଛୋଟ ପିଲାମାନେ ଏଣିକି ଅଙ୍ଗନବାଡ଼ି ଯାଇ ପାଠ ପଢ଼ିପାରିବେ । ଏସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପୂର୍ବରୁ ସମସ୍ତ ଅଙ୍ଗନବାଡ଼ି କର୍ମୀ କୋଭିଡ଼ ଟିକାନେବା!-->…
Read More...
Read More...
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ : ଆଜି ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ "ବନକଲାଗି' ବା "ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ଏନେଇ ଦ୍ୱିପ୍ରହର ଧୂପ ଅର୍ଥାତ ଅପରାହ୍ନ ୪:୩୦ଟା ଠାରୁ ରାତି ୮ଟା ୩୦ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ!-->…
Read More...
Read More...
ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷା ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ
ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ୍ ସଭାଗୃହରେ ଦିବା ୧ ଘଟିକା ସମୟେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉପାଧ୍ୟକ୍ଷ ପଦବୀ ପାଇଁ ମଧ୍ୟଖଣ୍ଡ ସମିତି ସଭ୍ୟା ଅନୁପମା ବେହେରା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉକେହି ନାମାଙ୍କନ କରିନଥିବାରୁ ଅନୁପମା ବେହେରା ଦଶପଲ୍ଲା ବ୍ଲକ୍!-->…
Read More...
Read More...
ପୁଣି ପାଦେ ଆଗେଇଲା,ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ
ଦଶପଲ୍ଲା : ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ଏବଂ ଖୋର୍ଦ୍ଧା ରୋଡ୍ ବାଇପାସ୍ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ କାର୍ଯ୍ୟକ୍ଷମ ପୂର୍ବରୁ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ନିରୀକ୍ଷଣ କରାଯିବ ।!-->…
Read More...
Read More...
ବୌଦ୍ଧ ବ୍ଲକରେ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ
ଜହ୍ନାପଙ୍କ :ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଭଗବତୀ ସ୍ୱୟଂ ସହାୟକ ଦଳ, ତେଲିବନ୍ଧର ମିଳିତ ଆୟୋଜନରେ ବୌଦ୍ଧ ବ୍ଲକର ଆଠ ଗୋଟି ଗ୍ରାମରେ ରବି ଋତୁ ପାଇଁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ରାଜ୍ୟ ଯୋଜନା ଅଧୀନରେ!-->…
Read More...
Read More...
ଫୁଲବାଣୀ କୋର୍ଟ ପରିସରରେ ଓକିଲ ସଂଘର ଇ-ଲାଇବ୍ରେରୀ ଉଦଘାଟିତ
ଫୁଲବାଣୀ : ଓଡ଼ିଶାର ୩୦ ଟି ଜିଲ୍ଲାରେ ଇ-ଲାଇବ୍ରେରୀ ଉଦଘାଟିତ ହୋଇଯାଇଛି । ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁ୍ଆଲ)!-->…
Read More...
Read More...