Browsing Category

ରାଜ୍ୟ

ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ମିତ୍ର ପଞ୍ଚାୟତ ଗଠନ ଉପରେ ଗୁରୁତ୍ୱ : ଜିଲ୍ଲାପାଳ

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଫୁଲ ଝାଡୁ ସଂଗ୍ରହ ଓ ପ୍ରକ୍ରିୟା କରଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ମୁନିସିଂ ଗ୍ରାମ ପଞ୍ଚାୟତ ଠାରେ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଫୁଲ ଝାଡୁ ଚାଷ ଓ ପ୍ରକ୍ରିୟା କରଣ ତାଲିମ ଶିବିରକୁ ନାବାର୍ଡର ଡି.ଡି.ଏମ୍‌ ପ୍ରତୀକ ପଣ୍ଡା ଜିଲ୍ଲାସ୍ତରୀୟ ତାଲିମଦାତା ନରେଶ ନାଥ ମହାପାତ୍ର,
Read More...

ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ କର୍ମଶାଳା

ଫୁଲବାଣୀ: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ନିଉଷ୍ଟେସନ ଇଣ୍ଟେରନେସନାଲ ତଥା ବିଶ୍ୱ ନେଟୱର୍କ ଓଡ଼ିଶାର ମିଳିତ ସହାୟତାରେ କନ୍ଧମାଳ ସ୍ଥିତ ଜିଲ୍ଲା ପରିଷଦ ଭବନ ଠାରେ ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଜିଲ୍ଲାର ମୁଖ୍ୟ
Read More...

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କଲୋନୀବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି ବଦଳିଲା

ନବରଙ୍ଗପୁର:ନବରଙ୍ଗପୁର ସହରର ଷୋହଳ ନମ୍ବର ୱାର୍ଡରେ ଗାନ୍ଧୀନଗର ଛକଠାରୁ ଇନ୍ଦିରା କଲୋନୀ ଦେଇ ଇଛବତୀଗୁଡା ଯିବା ରାସ୍ତା ଉପରେ ପ୍ରାୟ ଦୁଇ ବର୍ଷ ହେଲା ନର୍ଦ୍ଦମା ପାଣି ରାସ୍ତା ଉପରେ ବୋହି ଚାଲିଥିଲା । ଏହାରି ପ୍ରତିବାଦରେ ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ମାନେ ଚଳିତ ପୌର ନିର୍ବାଚନରେ ଭୋଟ
Read More...

ସରିଲା ପ୍ରଚାର, ବିଧାୟକଙ୍କ ଦେଖାନାହିଁ

ଅନୁଗୋଳ : ଆଠମଲ୍ଲିକ ଏନଏସି ନିର୍ବାଚନ ପ୍ରଚାର ଆଜି ଶେଷ ହୋଇସାରିଛି । ଏନଏସି ଅଧ୍ୟକ୍ଷ ଆସନ ପାଇଁ ବିଜେପି ପକ୍ଷରୁ ଯୋଗମାୟା ପ୍ରିୟଦର୍ଶନୀ ମହାପାତ୍ର,ବିଜେଡି ପକ୍ଷରୁ ଅଶା କୁମାରୀ ସାହୁ,କଂଗ୍ରେସ ପକ୍ଷରୁ ରଞ୍ଜିତା ସିଂ, ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ନଗରପାଳ ନିହାର ହୋତା ଓ ଅନ୍ୟ
Read More...

୨୨ ଚୋରା ବୋଲେରୋ ଉଦ୍ଧାର, ୧୨ ଗିରଫ

ବଲାଙ୍ଗୀର :ଆନ୍ତଃରାଜ୍ୟ ବୋଲେରୋ ଚୋର ରାକେଟକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ । ବିଭିନ୍ନ ସ୍ଥାନରୁ ୨୨ଟି ବୋଲେରୋ ଉଦ୍ଧାର କରାଯାଇଛି । ଯାର ବଜାର ମୂଲ୍ୟ ପ୍ରାୟ ୨କୋଟି ହେବ । ଗ୍ୟାଙ୍ଗର ୧୨ଜଣଙ୍କୁ ପୋଲିସ ଧରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ
Read More...

ଚଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ୱର : ଗିରଫ ହେଲେ ଚଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି । ତାଙ୍କୁ ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ଦେବା ମାମଲାରେ ପୋଲିସ୍‌ ଗିରଫ କରିଛି । ପ୍ରଶାନ୍ତଙ୍କୁ ଏବେ ଭୁବନେଶ୍ୱର କୋର୍ଟରେ ହାଜର କରିବ ପୋଲିସ୍‌ । ତେବେ
Read More...

କମିରା ସ୍କୁଲରେ ବିଶ୍ୱ ଜଳ ଦିବସ ପାଳିତ

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତର ରାମପୁରଠାରେ ଏଲ ଏଣ୍ଡ ଟି ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । ଆଜି ଏହି କମ୍ପାନୀ ପକ୍ଷରୁ ବୌଦ୍ଧ ବ୍ଳକ ମୁଣ୍ଡାପଡ଼ା ପଂଚାୟତର କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି ।
Read More...

ପୌର ନିର୍ବାଚନ: ପ୍ରଚାରର ଅନ୍ତିମ ଦିନରେ ବିଜେପିର ବାଇକ ଶୋଭାଯାତ୍ରା

ବୌଦ୍ଧ,୨୨/୩:- ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନରେ ବିଜେପି ତରଫରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାର୍ଥୀ ଯୁଗଳ କିଶୋର ସାମଲଙ୍କ ପାଇଁ ରାଜ୍ୟ ବିଜେପି ସାଧାରଣ ସଂପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର
Read More...

ଓଲଟିଲା ଯାତ୍ରୀବାହୀ ବସ୍‌

ଢେଙ୍କାନାଳ : ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ରାସ୍ତା କଡ଼କୁ ଓଲଟିଲା ସମଲେଇ ବସ୍‌ । ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ଘଟିଛି ଏହି ଦୁର୍ଘଟଣା ।ଖବର ଅନୁଯାୟୀ,  ସମଲେଇ
Read More...