Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା, ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ
ପୁରୀ : ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅନ୍ୟ ୪ ଅଭିଯୁକ୍ତକୁ ପୁରୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ୪ ଜଣ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର , ହରି ପଣ୍ଡା, ଜଗନ ଖଟେଇ । ଏହି ଅଭିଯୁକ୍ତ ମାନେ କୃଷ୍ଣଙ୍କୁ ଗୁଳି କରି ହତ୍ୟା!-->…
Read More...
Read More...
ଦୁଇ ଦିନିଆ ପରିବେଶ ସମ୍ବନ୍ଧୀୟ ଜୈବିକ କୃଷି ଉପରେ ତାଲିମ ଶିବିର
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଚଚରାଭଟ୍ଟାଠାରେ ଦୁଇଦିନିଆ ପରିବେଶ ସମ୍ବନ୍ଧିତ ଜୈବିକ କୃଷି ଉପରେ ତାଲିମ କାର୍ଯ୍ୟକ୍ରମ ଆର୍ସିଡିସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖପ୍ରାଖୋଲ ଖାଦ୍ୟ ସୁରକ୍ଷା ମହାସଂଘ ଖପ୍ରାଖୋଲ ଗ୍ରାମ ବିକାଶ କମିଟି!-->…
Read More...
Read More...
ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
ନବରଙ୍ଗପୁର : ଓଡ଼ିଶାର ୩୦ଟି ଜିଲ୍ଲା ସହ ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁୁଆଲ) ଜରିଆରେ କରିଛନ୍ତି । ଜିଲ୍ଲା କୋର୍ଟ!-->…
Read More...
Read More...
ବିଜେଡିର ବାଇକ୍ ରାଲିରେ ଯୋଗ ଦେଲେ ବିଧାୟକ
ଘୁ ଉଦୟଗିରି: ଉଦୟଗିରିର ପୌର ନିର୍ବାଚନ ନିମନ୍ତେ କେବଳ ଗୋଟିଏ ଦିନ ବାକି ଥିବା ବେଳେ ସମସ୍ତ ଦଳ ନିଜର ଶକ୍ତି ପ୍ରଚାର ମଇଦାନରେ ଦେଖାଉଛନ୍ତି । କିଏ ଘର ଘର ବୁଲି ଲୋକମାନଙ୍କୁ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ତ କିଏ ମାରାଥନ ପ୍ରଚାର କରି ଭୋଟର ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି ।!-->…
Read More...
Read More...
ସ୍ୱାମୀଙ୍କ ଦଶାହରେ ଚାଲିଗଲେ ସ୍ତ୍ରୀ
ବାସୁଦେବପୁର:ସ୍ୱାମୀଙ୍କ ଦଶାହ କ୍ରିୟା ବେଳେ ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଂଚଳରେ । ସୂଚନା ଅନୁସାରେ ଚଳିତ ପଂଚାୟତ ନିର୍ବାନରେ ସମିତି ସଭ୍ୟା ଭାବେ ହାରିଥିଲେ ସୁମତି ପରିଡା । ବିଜୟ!-->…
Read More...
Read More...
ମହାପ୍ରଭୁଙ୍କ ଦର୍ଶନ କଲେ ହାସ୍ୟ ଅଭିନେତା କପିଲ ଶର୍ମା
ପୁରୀ : ହାସ୍ୟ ଅଭିନେତା କପିଲ ଶର୍ମା ଆଜି ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ତେବେ ସେ ପ୍ରଥମ ଥର ପାଇଁ ଆସି ମହାପ୍ରଭୁଙ୍କ ଦର୍ଶନ ପାଇ ଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । କପିଲ ଶର୍ମା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଂଚିବା ପରେ ସେବାୟତମାନେ!-->…
Read More...
Read More...
କଣ୍ଟାବାଞ୍ଜି ପୌର ନିର୍ବାଚନ : ବିଜେଡିର ରୋଡ଼ ସୋ
କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୌର ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ଓ ମେମ୍ବର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ପ୍ରସାର ଚାଲିଥିବା ବେଳେ ରୋଡ଼ ସୋରେ ଗୁଣାତ୍ମକ ଜନ ସମର୍ଥନ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ଆରମ୍ଭ ହୋଇ ଇନ୍ଦିରା ଛକ, ଶାସ୍ତ୍ରୀ ଛକ ହୋଇ!-->…
Read More...
Read More...
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ଭିଜିଲାନ୍ସ ରେଡ଼ ଚାଲିଛି । ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି!-->…
Read More...
Read More...
ମାନସ ହତ୍ୟା ମାମଲା, ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ
କଟକ: ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲା ଘନେଇବାରେ ଲାଗିଛି । ଗତକାଲି ୨ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା । ଏହି ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଆବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ!-->…
Read More...
Read More...
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା
କଣ୍ଟାବାଞ୍ଜି: ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା ଏକ ନିୟମିତ ଘଟଣା । ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି!-->…
Read More...
Read More...