Browsing Category

ରାଜ୍ୟ

ରାଷ୍ଟ୍ରପତିଙ୍କ ଠାରୁ ଓଡିଶାର ୫ ଜଣ ଗ୍ରହଣ କଲେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆଜି ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ୫ ଓଡିଆ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫
Read More...

ଜେଲ୍‌ ଗଲେ ନିରଞ୍ଜନ

ଭଦ୍ରକ : ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଶେଷର ଜେଲ୍‌ ଯାଇଛନ୍ତି । ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା
Read More...

‘ଗରୁଡ଼’ ବସ୍‌ ଦୁର୍ଘଟଣାଗ୍ରସ୍ତ : ୨୦ରୁ ଅଧିକ ଯାତ୍ରୀ ଆହତ

ସମ୍ବଲପୁର: ଆଜି ଏକ ବସ ଦୁର୍ଘଟଣାରେ ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଛି । ଆଜି ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ ନାମକ ବସର ଷ୍ଟିୟରିଂ ଲକ୍‌ ହୋଇଯିବାରୁ ଏହା ଯୁଯୁମୁରା ଥାନା ଅନ୍ତର୍ଗତ ଗରଗଡ଼ବାହଲ ରେଲୱେ ଓଭର ବ୍ରିଜ ନିକଟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା
Read More...

ଏପ୍ରିଲ୍‌ରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ପିଲାମାନଙ୍କ ପାଇଁ ଖୁସି ଖବର । ଆସନ୍ତା ଏପ୍ରିଲ୍‌ ମାସରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମଡିଏମ ୟୁନିଟ୍‌ ନୋଡାଲ ଅଫିସର ଚିଠି ଲେଖିଛନ୍ତି । ସେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନଙ୍କୁ
Read More...

ରାଜ୍ୟରେ ମୁଣ୍ଡ ଫଟା ଖରା, ଜାଣନ୍ତୁ ଆଜି କେଉଁ ସହରରେ କେତେ ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ହେଲାଣି ତାତି । ମୁଣ୍ଡ ଫଟା ଖରାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହେଲାଣି । ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡା ହେଉଛି ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ଠିକ୍‌ ସେହିପରି ଟିଟଲାଗଡ,
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସ୍ମୃତି ସମ୍ମାନ

ଫୁଲବାଣୀ: କନ୍ଧମାଳର ଜଣାଶୁଣା ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ଶ୍ରୀ ଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ,ଅଗ୍ନିସ୍ପୁଲିଙ୍ଗ, ରାଉରକେଲା ଓ ପୂଜ୍ୟ ପୂଜା ପରିଷଦ, କଟକ ତରଫରୁ ସମ୍ମାନ ଜନକ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସମ୍ମାନ ପ୍ରଦାନ କରାଯାଇଛି । କର୍ମବୀର
Read More...

ପାଟଣାଗଡ଼ ପୌର ନିର୍ବାଚନ: ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ ୭ ନଂ ୱାର୍ଡ କାଉନସିଲରଙ୍କ ପାଇଁ ପ୍ରଚାର…

ପାଟଣାଗଡ଼ : ପାଟଣାଗଡ଼ ପୌର ନିର୍ବାଚନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ପାଟଣାଗଡ଼ ପୌର ନିର୍ବାଚନ ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ କାଉନସିଲରଙ୍କ ପାଇଁ ପାଟଣାଗଡ଼ ସହରର ସମସ୍ୟା ରହିଥିବା ପୋଷ୍ଟର ଲଗାଇ ଅଭିନବ ଢ଼ଙ୍ଗରେ ଆଜି ୱାର୍ଡ ନଂ ୭ ବାବାଜୀପଡ଼ା ସ୍ଥିତ
Read More...

ବିଶ୍ୱ ବନ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ସମ୍ବଳ ତାଲିମ କେନ୍ଦ୍ରଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ
Read More...

ବନୀକରଣ,ନର୍ସରୀ କୌଶଳ,ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ତାଲିମ

ନବରଙ୍ଗପୁର: ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ ସଭାଗୃହରେ ବନୀକରଣ, ନର୍ସରୀ କୌଶଳ, ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ବନାଞ୍ଚଳ୍‌ ଅଧିକାରୀ,ବନପାଳ ଓ ବନ କର୍ମଚାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବନଖଣ୍ଡ ସହକାରୀ
Read More...

ସମୁଲେଇ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମୁଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ୱାର୍କସ ବିଭାଗର
Read More...