Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମିତି ସଭ୍ୟଙ୍କ ଶଶୁରଙ୍କୁ ହତ୍ୟା
ସୋରୋ : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ବଡଜୟପୁରେ ରାଜନୈତିକ ହିଂସା । ଭୋଟ ନଦେବାରୁ ସମିତି ସଭ୍ୟଙ୍କ ଶଶୁରଙ୍କୁ ଦୋକାନରୁ ଘୋଷାଡି ହତ୍ୟା । ପଞ୍ଚାୟତ ସମିତି ସଭ୍ୟ ପାର୍ବତୀ ସେଠିଙ୍କ ଶ୍ୱଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ଅଧକ୍ଷ ଭୋଟ ନଦେବାରୁ କିଛି ଗୁଣ୍ଡା ଗତକାଲି ଉପେନ୍ଦ୍ରଙ୍କୁ!-->…
Read More...
Read More...
ଧଣ୍ଡାମୁଣ୍ଡା ଫଗୁଣ ପୂର୍ଣ୍ଣିମା ମେଳାରେ କ୍ଷୁଦ୍ର ଖାଦ୍ୟ ଶସ୍ୟ ପର୍ବ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ଠାରେ ହେଉଥିବା ଫଗୁଣ ପୂର୍ଣ୍ଣିମା ମେଳାଠାରେ ମିଲେଟ ଫୁଡ଼ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ଓଡିଶା ମିଲେଟ ମିଶନ, ବଲାଙ୍ଗୀର ଆତ୍ମା, ଏନ୍.ସି.ଡ଼ି.ଏସ, ଏବଂ ୱାସନ, ୱାଇସିଡ଼ିଏ ମିଳିତ ସହଯୋଗରେ ମିଲେଟ ଫୁଟ ଫେଷ୍ଟିଭାଲ!-->…
Read More...
Read More...
ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ ସର୍ବଦଳୀୟ ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟବେକ୍ଷକ ଓ ରାଜନୈତିକ ଦଳର ବ୍ୟକ୍ତିମାନଙ୍କୁ ନେଇ ନିର୍ବାଚନ ଆଦର୍ଶ ଆଚରଣ ବିଧି ଏବଂ ଖର୍ଚ୍ଚ ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...
ମାଆ ହତ୍ୟାକାରୀ ପୁଅକୁ ଗିରଫ କଲା ପୁଲିସ
ପୁରୀ : ପୁରୀ ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣା ରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପେଣ୍ଠକଟା ମେରାଇନ ପୋଲିସ ।ଅଭିଯୁକ୍ତ ଜଣକ ୩୪ ବର୍ଷୀୟ ବିଷ୍ଣୁ ପ୍ରସାଦ ଦୀକ୍ଷିତ । ସାନ ଭାଇ ସୁବ୍ରତ ର ଏତାଲା ଆଧାରରେ ପେଣ୍ଠକଟା ମେରାଇନ ପୋଲିସ କେସ ନମ୍ବର୍ ୨୮ତାରିଖ ୧୬.୩.୨୨ ରେ ମାମଲା!-->…
Read More...
Read More...
ପୌର ନିର୍ବାଚନ ପରିଚାଳନା ପାଇଁ ତାଲିମ ନେଲେ ୧୨୦ ଜଣ ଅଧିକାରୀ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି, ବିନିକା ଏନଏସି ଓ ତରଭା ଏନ୍ଏସି ରେ ନିର୍ବାଚନ ପରିଚାଳନା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୪ରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ୩ ଗୋଟି ପୌରାଞ୍ଚଳର ସମୁଦାୟ ୩୯ଟି ୱାର୍ଡର ୪୮ଟି ଭୋଟ ଗ୍ରହଣ!-->…
Read More...
Read More...
ପ୍ରକାଶ ପାଇଲା ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର କାର୍ଯ୍ୟସୂଚୀ
ଦଶପଲ୍ଲା : ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ୨୦୨୨ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଶ୍ରୀଶ୍ରୀରଘୁନାଥ ଜୀଉ ଲଙ୍କାପୋଡି ଯାତ୍ରା କମିଟି ତରଫରୁ ଆୟୋଜିତ ଉତ୍ସବର ଆଦ୍ୟପର୍ବ ୧୦ ଏପ୍ରିଲରେ ଶ୍ରୀରାମଜନ୍ମ , ୧୧ରେ ଜାଗରକ୍ଷା, ଧନୁଭଗ୍ନ, ବିବାହ ଓ ପର୍ଶୁରାମ ଭେଟ, ୧୨ରେ ଗଣ୍ଡାବଧ, ୧୩ରେ!-->…
Read More...
Read More...
କଂଗ୍ରେସର ଆରମ୍ଭ ହେଲା ଯୋରଦାର ପ୍ରଚାର
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ପୌର ନିର୍ବାଚନ ପାଖେଇ ଯେତିକି ଆସୁଛି ପ୍ରତିଦ୍ୱନ୍ଦୀ ମାନଙ୍କ ମନରେ ଉତ୍କଣ୍ଠା ସେତିକି ବଢି ଚାଲିଛି ।ଚଳିତ ପୌର ନିର୍ବାଚନରେ କଂଗ୍ରେସ ସହ ବିଜେଡିର କଡା ଟକ୍କର ହେବାର ସମ୍ଭାବନା ଦେଖାଯାଉଛି । ବିଶେଷ କରି ଚେୟାରମ୍ୟାନ ପାର୍ଥୀ ପାଇଁ କଂଗ୍ରେସ ପକ୍ଷରୁ ସବିତା!-->…
Read More...
Read More...
ପ୍ରଚାର ସାଙ୍ଗକୁ ବିଜେଡ଼ିର ମିଶ୍ରଣ ପର୍ବ
ବାଲିଗୁଡ଼ା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ଜମିବାରେ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ମାରାଥନ୍ ପ୍ରଚାର ହୋଇଛି । ଦଳୀୟ!-->…
Read More...
Read More...
୧୨ ରୁ ୧୪ ବର୍ଷ ବୟସ୍କଙ୍କ ପାଇଁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ
ବୌଦ୍ଧ, ୧୬/୩- ଜାତୀୟ ଟିକାକରଣ ଦିବସ ଅବସରରେ ଆଜିଠାରୁ ବୌଦ୍ଧ ଜିଲ୍ଲାରେ ୧୨ ରୁ ୧୪ ବର୍ଷର କିଶୋର କିଶୋରୀ ମାନଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଯାଇଛି । ଏଥିପାଇଁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୪୦୦୦ ଡୋଜ୍ କୋର୍ବେଭ୍ୟାକ୍ସ୍ ଟିକା ଆସିଅଛି । ସ୍ଥାନୀୟ!-->…
Read More...
Read More...
ଏସକେସିଜି ଅଟୋ କଲେଜର ରାଜନୈତିକ ବିଜ୍ଞାନ ବିଭାଗର ସେମିନାର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଏସକେସିଜି ରାଜନୈତିକ ବିଜ୍ଞାନ ବିଭାଗର ସେମିନାର ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା!-->…
Read More...
Read More...