Browsing Category

ରାଜ୍ୟ

୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟିକାକରଣ ଅଭିଯାନ ଶୁଭାରମ୍ଭ

ପୁରୀ: ଜିଲ୍ଲାରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬୧ ହଜାର ୫୫୬ଜଣ ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଆସନ୍ତା ଏକ
Read More...

ଇନଟାକ୍‌ ସୋନପୁରର ନୂତନ ଆବାହକ ଓ ସହ ଆବାହକ ମନୋନୀତ

ସୁବର୍ଣ୍ଣପୁର : ଐତିହ୍ୟର ସୁରକ୍ଷା ପାଇଁ ଜାତୀୟସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍‌ ବା ଇନଟାକର ସୋନପୁର ଚେପ୍ଟର ପାଇଁ ସୁନାମଧନ୍ୟ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆବାହକ ଭାବେ ମନୋନୀତ ହୋଇଛନ୍ତି । ଜଣେ
Read More...

ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବନମାଳୀ ନାଏକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ବନମାଳୀ ନାଏକ କାର୍ଯ୍ୟଲୟରେ ଯୋଗ ଦେବାସହ ସୁଚାରୁ ରୂପେ ସରପଞ୍ଚ ଦାୟିତ୍ୱ ପାଞ୍ଚ ବର୍ଷ ପାଇଁ ତୁଲାଇବାକୁ ଶପଥ ଗ୍ରହଣ ନେଇଛନ୍ତି । ଧୂମା ଭଟା ପଞ୍ଚାୟତ ସରପଞ୍ଚ ଭାବେ
Read More...

କମିରାରେ ଆଇନ ସଚେତନତା ଶିବିର

ଜହ୍ନାପଙ୍କ: ସମାଜରେ ଏସସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀ ତଥା ଲୋକମାନେ ଆଇନ ବାବଦରେ ଜାଣି ନ ଥିବାରୁ ଉଚିତ ନ୍ୟାୟ ପାଇ ପାରୁ ନାହାଁନ୍ତି ।ସେମାନେ କିପରି ଆଇନ ସମ୍ପର୍କରେ ସଚେତନ ହେବେ ସେ ନେଇ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ବୌଦ୍ଧ ବ୍ଳକ ମୁଣ୍ଡାପଡ଼ା ପଂଚାୟତର କମିରା ଉଚ୍ଚ
Read More...

ମୋ ସ୍କୁଲ ଅଭିଯାନର ସାଧାରଣ ବୈଠକ

ଜହ୍ନାପଙ୍କ,୧୬/୩:ବୌଦ୍ଧ ବ୍ଳକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଆଲୁମିନି କମିଟିର ଏକ ସାଧାରଣ ବୈଠକ ପୁରାତନ ଛାତ୍ର ବିସିକେଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହକାରୀ ଶିକ୍ଷକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଦେଇଥିଲେ ।
Read More...

ବେଆଇନ ଗୋ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ, ୪ ଅଟକ

ପାଟଣାଗଡ଼: ବେଆଇନ ଗୋ-ଚାଲାଣ ରୋକିବାକୁ କଡାକଡି ଭାବେ ପଦକ୍ଷେପ କାରବାର ଦିନକୁ ଦିନ ବୃଦ୍ଧି ପାଉଛି । କୌଣସି ପରିପ୍ରେକ୍ଷୀରେ ଏପରି ବେଆଇନ କାରବାରକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି କାରବାରରେ ଯେଉଁମାନେ ବିଲିପ୍ତ ଥାଆନ୍ତୁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିୟମ
Read More...

ଏପ୍ରିଲ ୪ ରୁ ସକାଳୁଆ କୋର୍ଟ

କଟକ: ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ହେବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ କାର୍ଯ୍ୟ ବେଳେ ଅଧ ଘଣ୍ଟାଏ ଅର୍ଥାତ ଦିନ ୧୦ଟାରୁ ୧୦ଟା ୩୦
Read More...

ଗଛରେ ପିଟିହେଲା ସରକାରୀ ବସ୍‌, ହେଲ୍‌ପର ମୃତ

କୋରାପୁଟ: ବ୍ରେକ୍‌ଫେଲ୍‌ ହୋଇ ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ସରକାରୀ ବସ୍‌। ଦୁର୍ଘଟଣାରେ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ବସ୍‌ଟି ଦାମନଯୋଡ଼ିରୁ
Read More...

୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗତକାଲି ସନ୍ଧ୍ୟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା
Read More...

ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ନବରଙ୍ଗପୁର: ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର ଓ ଓରମାସ ଡେପୁଟି ସିଇଓ ଏ. ଉମା ମହେଶ୍ୱର୍‌ ରାଓ ନବରଙ୍ଗପୁର ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ । ପୁର୍ବତନ ଛାତ୍ରୀ ମାନଙ୍କ ବିଭିନ୍ନ କର୍ମ ସଂସ୍ଥାନ ମାନଙ୍କରେ ନିଯୁକ୍ତି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ
Read More...