Browsing Category

ରାଜ୍ୟ

ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି, ଏହି ସମୟରେ ବନ୍ଦ ରହିବ ବସ ଚଳାଚଳ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟରେ ଦିନ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ସମସ୍ତ  ବସ ଚଳାଚଳ ବନ୍ଦ ରହିବ । ବସରେ ଅଧିକ ଯାତ୍ରୀ ନେବା ଉପରେ ଲାଗିଲା କଟକଣା । ବସଷ୍ଟାଣ୍ଡ ବସ ଷ୍ଟପେଜରେ ପାନୀୟ ଜଳ ବ୍ୟବସ୍ଥା
Read More...

ଏପ୍ରିଲ ୧୩ରୁ ନବମ ସମ୍ମେଟିଭ-୨ ପରୀକ୍ଷା

କଟକ: ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ-୨ ପରୀକ୍ଷା । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ଏପ୍ରିଲ ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ତେବେ ଖରାକୁ ଦୃଷ୍ଟିରେ ରଖି
Read More...

କାନ୍ଥ ଭୁଶୁଡି ଜଣେ ମୃତ, ୨ ଆହତ

ଢେଙ୍କାନାଳ : ଘର ମରାମତି ବେଳେ ଅଘଟଣ । ଶ୍ରମିକ ମାନେ କାମ କରୁଥିବା ବେଳେ ଭୁଶୁଡି ପଡିଛି କାନ୍ଥ । ଫଳରେ କାନ୍ଥ ମାଡି ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Read More...

ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା !

ଜଟଣୀ : ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା । କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଛତିଶଗଡ଼ର ପୂଜା ଜେଠଓ୍ୱାନୀ । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ପୂଜା ଛତିଶଗଡ଼ରୁ ଆସି ଜଟଣୀ ସ୍ଥିତ
Read More...

କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ହେଲେ କାମାକ୍ଷା ପ୍ରସାଦ ପାତ୍ର

ଗଞ୍ଜାମ :କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ପୁଣି ଇତିହାସ ରଚିଲେ ଡେଙ୍ଗାପଦର ସମିତିସଭ୍ୟ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପାତ୍ର । ପ୍ରଥମ ଥର ପାଇଁ ଇତିହାସ ରଚିଲେ କାମାକ୍ଷା ପ୍ରସାଦ ପାତ୍ର ଓରଫ ବାପି । ବ୍ଲକ ପ୍ରତିଷ୍ଠା ଦିନଠାରୁ ଲଗାତର ଦ୍ୱିତୀୟ ଥର
Read More...

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ, ସୁସ୍ଥତା କାମନା କଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ : ଏବେବି ବିଶ୍ୱବାସୀ କରୋନା ମହାମାରୀ ସାଙ୍ଗରେ ଯୁଦ୍ଧ ଲଢୁଛନ୍ତି । ଏହି ସମୟରେ ଆମେରିକାରୁ ବଡ ଖବର ଆସିଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମୁଁ କରୋନା ପଜିଟିଭ
Read More...

ଗୋଶାଣି ବ୍ଳକ ଅଧ୍ୟକ୍ଷ ହେଲେ ଏନ୍‌ ଭୀର ରାଜୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ବ୍ଳକ ଅଧ୍ୟକ୍ଷା ପାଇଁ ବି. ଧନଞ୍ଜୟଲୁ, ଜି.ଶ୍ରୀଧର ନାଇଡୁ, ଏନ.ଭୀରରାଜୁ ପାର୍ଥି ପତ୍ର ଦାଖଲ କରିଥିଲେ । ପରେ ଜି. ଶ୍ରୀଧର ନାଇଡୁ ନିଜର ପାର୍ଥି ପତ୍ର ପ୍ରତ୍ୟାହାର କରିଥିଲେ । ପରେ ଦୁଇ ଜଣ ପାର୍ଥି ବି. ଧନଞ୍ଜୟଲୁ ଓ ଏନ.ଭୀରରାଜୁଙ୍କ
Read More...

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ଜି. ତିରୁପତି ରାଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ବିଜୁ ଜନତା ଦଳର ଜୋନ ଦୁଇରୁ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ଏ.
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ବାପାଝିଅ ମୃତ

ଅନୁଗୁଳ: ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି । ବାପା ଝିଅ ବାଇକରେ ଯାଉଥିବା ସମୟରେ ଖମାର ଥାନା କଲଣ୍ଡା ଠାରେ ସାମ୍ନାରୁ ଏକ ଟ୍ରକ୍‌ ଆସି ବାଇକକୁ ଧକ୍କା ଦେଇଥିଲା । ଶକ୍ତ ଧକ୍କା ଦେବାରୁ ବାପା ଓ ଝିଅଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।ଏହାପରେ
Read More...