Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୈବିକ ଚାଷ ସମ୍ପର୍କରେ ତାଲିମ ଶିବିର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ ଗୋଶାଣି ବ୍ଳକର କରସ ଷଣ୍ଢା ପଞ୍ଚାୟତର ବାରଲଣ୍ଡା ଗ୍ରାମର ୩୦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି କରାଯିବ ସେହି ସମ୍ପର୍କରେ!-->…
Read More...
Read More...
ରାଜ୍ୟଗୋଷ୍ଠୀ ଦିବସ ଉପଲକ୍ଷେ ପ୍ରଦର୍ଶନୀ ଭଲିବଲ ମ୍ୟାଚ,ଯୋଗଦେଲେ ବ୍ରିଟିଶ ଡେପୁଟି ହାଇ କମିଶନର
ପୁରୀ: ରାଜ୍ୟଗୋଷ୍ଠୀ ଦିବସ ପାଳନ ଉପଲକ୍ଷେ ବ୍ଲୁଫ୍ଲାଗ ବିଚରେ ପ୍ରଦର୍ଶନୀ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୋଲକତାସ୍ଥିତ ବ୍ରିଟିଶ ହାଇ କମିଶନର ନିକ ଡି' ଲୋ ଯୋଗ ଦେଇଥିଲେ । ଉକ୍ତ ପ୍ରଦର୍ଶନୀ ଭଲିବଲ ମ୍ୟାଚରେ ଓଡିଶା ସ୍ପୋର୍ଟସ ବନାମ ୟୁକେ ଇନ କୋଲକାତା ମଧ୍ୟରେ ଅନୁଷ୍ଠିତ!-->…
Read More...
Read More...
କେରାଣ୍ଡି ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଏରୁସୁ ଦଣ୍ଡପାଣି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ନବ ନିର୍ବାଚିତ ଏରୁସୁ ଦଣ୍ଡପାଣି ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବାର ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ରେଗିଟି ରାଣି, ନୂତନ ଭାବେ ନିର୍ବାଚିତ ହୋଇ ଥିବା ନାଏବ ସରପଞ୍ଚ ଆମିଟି ମହାଲକ୍ଷ୍ମୀ,!-->…
Read More...
Read More...
ଭୟାବହ ଅଗ୍ନିକାଣ୍ଡ, ୨ ପରିବାର ସର୍ବସ୍ୱାନ୍ତ
ଦଶପଲ୍ଲା : -ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗ୍ରାମପଞ୍ଚାୟତର ମିଟୁକୁଳି ଗ୍ରାମ ଗୁଡିଆ ସାହି ( କଇଁଆଆସାହି )ର ଶେଷଦେବ ନାଏକ ଓ ଗୁରୁବାରୀଆ ନାଏକଙ୍କ ଘରେ ସଂଧ୍ୟା ୬.୩୦ ମିନିଟ ସମୟେ ନିଆଁଲାଗି ୭ ବଖରା ଘର ଓ ସମସ୍ତ ଆସବାବପତ୍ର ପୋଡିଯିବା ସହିତ ସମସ୍ତ ଖାଦ୍ୟସାମଗ୍ରୀ!-->…
Read More...
Read More...
ରୁଷ୍ ସେନାର ଗୁଳିରେ ଆମେରିକୀୟ ସାମ୍ବାଦିକ ମୃତ
ନୂଆଦିଲ୍ଲୀ: ଗତ ୧୮ଦିନ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ପ୍ରଥମେ ସେନା, ପରେ ସାଧାରଣ ନାଗରିକ ଏବଂ ଏବେ ଅନ୍ୟ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ରୁଷ। ଆଜି ରୁଷ ସେନାର ଗୁଳିରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସହ ଅନ୍ୟ ଜଣେ!-->…
Read More...
Read More...
ଜିଲ୍ଲା ପରିଷଦର ପ୍ରଥମ ବୈଠକ,ସଭାପତି ଭାବେ ଶପଥ ଗ୍ରହଣ କଲେ ସୁପାର ଠେଲା
ସୁବର୍ଣ୍ଣପୁର:ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ସଂଖ୍ୟା ୨୭୪ ତା ୧୧.୦୧.୨୦୨୨ ପ୍ରକାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ପ୍ରଥମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭା କକ୍ଷ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ବିଜ୍ଞପ୍ତି ସଂଖ୍ୟା ୩୭୨/ଗ୍ରା.ପ., ତା ୨୮.୦୨.୨୦୨୨ରିଖ ପ୍ରକାରେ ପ୍ରାଧୃକୃତ!-->…
Read More...
Read More...
ନନ୍ଦିନୀ ମଲ୍ଲିକ ହେଲେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ଆଜି ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇ ଥିଲା । ଆଜି ସକାଳେ ବାଲିଗୁଡା ବ୍ଲକ ୧୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲ୍ଲୀକ!-->…
Read More...
Read More...
ଶ୍ରୀମନ୍ଦିରରେ ଦୋଳଯାତ୍ରା ଆରମ୍ଭ
ପୁରୀ : ଶ୍ରୀମନ୍ଦିରରେ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ଦୋଳଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି । ସାତଦିନ ଧରି ଏହି ଉତ୍ସବ ପାଳିତ ହେବାର ବିଧି ପରମ୍ପରା ରହିଛି । ଦୋଳ ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ ପ୍ରତିପଦାରେ ଶେଷ ହୋଇଥାଏ ।!-->…
Read More...
Read More...
ବିଜେଡ଼ିର ମୋତିରାମ ନାୟକ ଜିଲ୍ଲାପରିଷଦ ଅଧ୍ୟକ୍ଷ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ମୋତିରାମ ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଅପରାହ୍ନରେ ଜିଲ୍ଲାପାଳ କମଳାକାନ୍ତ ମିଶ୍ର ମୋତିରାମ ନାୟକଙ୍କୁ ଡିଆରଡିଏ ଅଫିସ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।!-->…
Read More...
Read More...
ପ୍ରଭାସିନୀ ଦାସ ହେଲେ ବୌଦ୍ଧ ଜିଲ୍ଲା ପରିଷଦର ନୂତନ ଅଧ୍ୟକ୍ଷା
ବୌଦ୍ଧ: ବୌଦ୍ଧଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୯ଟି ଜିଲ୍ଲାପରିଷଦ ଜୋନରୁ ବିଜେଡି ୭ଟି ଆସନ ହାତେଇଥିବାବେଳେ ୨ଟି ଆସନ ବିଜେପି ହାତରେ ରହିଥିଲା । ଫଳରେ ବିଜେଡି ଜିଲ୍ଲାପରିଷଦ ଗଠନ କରିବା!-->…
Read More...
Read More...