Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ସ୍ୱପ୍ନାରାଣୀ ସ୍ୱାଇଁ
ପୁରୀ : ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୯ ନଂ ଜୋନର ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ସେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସପକ୍ଷରେ ୩୦ ଜଣ ମତଦାନ କରିଥିଲେ । ତାଙ୍କ ବିପକ୍ଷରେ ୩୨ ନଂ ଜୋନର ଭାରତୀୟ ଜନତା ପାର୍ଟିର!-->…
Read More...
Read More...
ଲୋକକଳାକୁ ନେଇ ପଏଁରୀ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
ସୁବର୍ଣ୍ଣପୁର: କଳା ଓ ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ସୁବର୍ଣ୍ଣପୁରଠାରେ ଗ୍ରାମୀଣ ଲୋକକଳାର ବିକାଶ ଏବଂ ସଂରକ୍ଷଣକୁ ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । "ସାଂପ୍ରତିକ ପରିସ୍ଥିତିରେ ଲୋକକଳା ଏବଂ କଳାକାର' ଶୀର୍ଷକ ଆଲୋଚନାଚକ୍ରରେ ସୁବର୍ଣ୍ଣପୁର!-->…
Read More...
Read More...
ବିଜେପି ସମର୍ଥନରେ ତୁରିକେଲା ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା କଂଗ୍ରେସ
କଣ୍ଟାବାଞ୍ଜି : ବିଜେପି ସମର୍ଥନରେ ତୁରିକେଲା ବ୍ଲକ ଅଧ୍ୟକ୍ଷା ପଦ ହାତେଇଛି କଂଗ୍ରେସ । ସୂଚନା କ୍ରମେ ତୁରିକେଲା ବ୍ଲକ ୧୯ ସମିତି ସଭ୍ୟ କୁ ନେଇ ଅଧ୍ୟକ୍ଷ ପାଇଁ ନିର୍ବାଚନ ହୋଇଥିଲା । କଂଗ୍ରେସରେ ୯ ସମିତି ସଭ୍ୟ /ସଭ୍ୟା, ବିଜେପି ୨ ସମିତି ସଭ୍ୟ , ବିଜେଡି ସମର୍ଥିତ ସମିତି ସଭ୍ୟଙ୍କ!-->…
Read More...
Read More...
ମାଟି ଖୋଳି ଶବ ବାହାର କଲା ପୋଲିସ
ଦଶପଲ୍ଲା : ମାଟି ଖୋଳିଖୋଳି ଶବ ବାହାରକଲା ପୋଲିସ ।କ୍ୟାମେରାମ୍ୟାନଙ୍କୁ ହତ୍ୟା କରି ପୋତି ଦେଇଥିଲେ ହତ୍ୟାକାରୀ । ଦୀର୍ଘ ମାସେ ହେବ ନିଖୋଜ ଥିବା କ୍ୟାମେରାମ୍ୟାନଙ୍କ ଶବ ଖୋଳି ବାହାର କଲା ପୋଲିସ । ହତ୍ୟାର ଶିକାର ହୋଇଥିବା କ୍ୟାମେରାମ୍ୟାନ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡି!-->…
Read More...
Read More...
ସୁପାର ଠେଲା ହେଲେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଦ୍ୟ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୧୩ଟି ଜିଲ୍ଲା ପରିଷଦ ଜୋନର ନବ ନିର୍ବାଚିତ ସଦସ୍ୟମାନେ ସର୍ବ ସମ୍ମତି କ୍ରମେ!-->…
Read More...
Read More...
କିଶୋର ସାହୁ ହେଲେ ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ
ଦଶପଲ୍ଲା : ନୟାଗଡ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଚଣ୍ଡିବସ୍ତ ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ସାହୁ । ଏହା ପୂର୍ବରୁ ଶ୍ରୀଯୁକ୍ତ ସାହୁ ଭାଟସାହି ପଞ୍ଚାୟତର ସରପଞ୍ଚ ଥିଲେ । ସରପଞ୍ଚ ଥିବାବେଳେ ପଞ୍ଚାୟତବାସୀଙ୍କ ସେବା କରିବା, ମହାମାରୀ କରୋନା ସମୟରେ ଜିଲ୍ଲା ମୁଖ୍ୟ!-->…
Read More...
Read More...
ବ୍ଲକ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ
ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଟି ବ୍ଳକରେ ନୂତନ ଭାବେ ବିଜୟ ଲାଭ କରିଥିବା ବ୍ଲକ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲାରେ ସୁନନ୍ଦା ସାହୁ, ଗଣିଆରେ ଝୁନା ଜେନା, ନୂଆଗାଁରେ ଲକ୍ଷ୍ମୀପ୍ରିୟା!-->…
Read More...
Read More...
ଏଏସ୍ଆଇ ଗିରଫ, ସାଜିଥିଲେ ଗଞ୍ଜେଇ ମାଫିଆ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ସାଜିଥିଲେ ଗଞ୍ଜେଇ ମାଫିଆ। । ନିଜେ ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ବିଭିନ୍ନ ଜାଗାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ପଠାଉଥିଲା। ଦୀର୍ଘ!-->…
Read More...
Read More...
୪ ବିଧାନସଭା ଆସନ ପାଇଁ ଘୋଷଣା ହେଲା ଉପ ନିର୍ବାଚନ ତାରିଖ
ନୂଆଦିଲ୍ଲୀ : ନିର୍ବାଚନ କମିଶନ(ଇସି) ଶନିବାର ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଏବଂ ମହାରାଷ୍ଟ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ଲୋକସଭା ଏବଂ ୪ ବିଧାନସଭା ଆସନ ପାଇଁ ଏପ୍ରିଲ ୧୨ରେ ଭୋଟଗ୍ରହଣ ହେବ । ପଶ୍ଚିମବଙ୍ଗର ଆସନସୋଲରେ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ ।!-->…
Read More...
Read More...
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୌରା ଜଜ ସତ୍ୟପିର!-->…
Read More...
Read More...