Browsing Category

ରାଜ୍ୟ

ବବିତା ପ୍ରଧାନ ହେଲେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଅନୁଗୁଳ : ତ୍ରିସ୍ତରୀୟ ନିର୍ବାଚନ ଶେଷ ହେବା ପରେ ଆଜି ରାଜ୍ୟରେ ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ୩୦ଟି ଜିଲ୍ଲାରେ ଶାସକ ବିଜେଡି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ବିଜେଡି ଅଧ୍ୟକ୍ଷା
Read More...

ସଂଗ୍ରାମପୁର ଏମଇ ସ୍କୁଲରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷଣ-ଶିକ୍ଷାଦନ ଶୁଭାରମ୍ଭ

ବୌଦ୍ଧ :ବୌଦ୍ଧ ବ୍ଲକ ତାଳସରଡା ଗ୍ରାମପଞ୍ଚାୟତ ଅଧିନସ୍ଥ ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପଦେଷ୍ଟା ଚେତାରାମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷଣ -ଶିକ୍ଷାଦନର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ମୁଖ୍ୟ
Read More...

ପୁଣି ସୁନନ୍ଦା ସାହୁ ହେଲେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା

ଦଶପଲ୍ଲା : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଦଶପଲ୍ଲା ବ୍ଳକ ଅଧ୍ୟକ୍ଷା ଭାବେ ସୁନନ୍ଦା ସାହୁ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ନିର୍ବାଚନରେ ଅସନ୍ତୁଷ୍ଟ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଅନୁପମା ମଳିକ ଓ ବିଜେଡି ସମର୍ଥିତ ଅଧ୍ୟକ୍ଷା ପ୍ରାର୍ଥୀ ସୁନନ୍ଦା ସାହୁଙ୍କ ମଧ୍ୟରେ
Read More...

ଡମ୍ଫର ପଛରେ ପିଟିଲା ବାଇକ୍‌ ;ଜଣେ ମୃତ, ଦୁଇ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ବ୍ରହ୍ମପୁରା ଭାନୁସାଗର ବନ୍ଧ ସମ୍ମୁଖରେ ଥିବା ୪୨ ନମ୍ବର ରାଜ୍ୟ ରାଜପଥରେ ରାସ୍ତା କଡରେ ଅଟକି ରହିଥିବା ଏକ ଡମ୍ଫର ପଛରେ ବାଇକ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଟିକପାଲିର ଚୈତନ୍ୟ ବାରଲେଣ୍ଡିଆ(୪୪) ମୃତ ହୋଇଥିବା ବେଳେ ଭାଟିଶାଳପଡାର ଗୁରୁବାରୁ ଠେଲା (୨୨) ଓ
Read More...

ଫୁଲବାଣୀ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଫୁଲବାଣୀ :ନ୍ୟାୟାଳୟମାନଙ୍କରେ ଦୀର୍ଘ ଧରି ବିଚାରାଧୀନ ଥିବା ଓ ପ୍ରାକ୍‌ ମକଦ୍ଦମା ସ୍ତରୀୟ ସାମାଧାନ ଯୋଗ୍ୟ ବିଭିନ୍ନ ଛୋଟଛୋଟ ମାମଲା ଗୁଡ଼ିକର ଫଇସଲା କରାଯାଇ, ବିଚାରାଧିନ ମାମଲା ପରିମାଣ ହ୍ରାସ କରିବା ସହିତ ଏକ ବିକଳ୍ପ ନ୍ୟାୟିକ ପନ୍ଥା ମାଧ୍ୟମରେ ଜନ ସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଭିନ୍ନ ବ୍ଳକର ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ନିନ୍ଦ୍ୱର୍ନ୍ଦରେ ନିର୍ବାଚିତ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ବ୍ଳକରେ ଆଜି ଅଧ୍ୟକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି । ଖପ୍ରାଖୋଲ ନୂତନ ଅଧ୍ୟକ୍ଷା ଭାବରେ ନିରୁପମା ପଟେଲ ନିର୍ବାଚିତ ହୋଇଥିବା ବେଳେ ବେଲପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଲେ କୁମାରୀ ଟିନା
Read More...

ଖୁସି ଖବର, ଏଣିକି ରବିବାର ବି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଭକ୍ତ ଶ୍ରଦ୍ଧାଳୁଙ୍କୁ ପାଇଁ ଖୁସିର ଖବର । ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ ପାଇଁ କରିବା ପାଇଁ ଗତ ଦୁଇବର୍ଷ ଧରି ରବିବାର ଦିନ ଦର୍ଶନ ବନ୍ଦ ରହିଥିଲା । ଏବେ କୋଭିଡର ଗାଇଡ ଲାଇନକୁ ଶ୍ରୀମନ୍ଦିର ପ୍ରଶାସନ କୋହଳ କରିଛି ।
Read More...

ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷ ହେଲେ ସୁଷମା ପ୍ରଧାନ

ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାୟ ଶେଷ ପର୍ଯ୍ୟାୟ ସମିତି ଅଧ୍ୟକ୍ଷ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଗତ ପାଞ୍ଚଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଘୁ ଉଦୟଗିରି ବ୍ଲକରେ ଗତ ୨୨ତାରିଖ ଦିନ ନିର୍ବାଚନ ହୋଇଥିଲା ଓ ଏହାର ଭୋଟ ଗଣତି ଘୁ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ବିଜେଡି ଦଳର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ଦ୍ୱନ୍ଦରେ ନିର୍ବାଚିତ

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟାମାନେ ୬ଟି ଯାକ ବ୍ଲକରେ
Read More...

ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ

ଫୁଲବାଣୀ :-ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀ ସଦର
Read More...