Browsing Category

ରାଜ୍ୟ

ପୌର ପରିଷଦ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ:- ଚଳିତ ମାସରେ କନ୍ଧମାଳ ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ସଂକ୍ରାନ୍ତରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି
Read More...

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣସ୍ଥଳ ପରିଦର୍ଶନ କଲେ ପୁରୀ ଜିଲ୍ଲା ଓକିଲ ସଂଘ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ ବିବାଦ ବଢିବା ପରେ ପୁରୀ ଜିଲ୍ଲା ଓକିଲ ସଙ୍ଘ ଆଜି ଘଟଣା ସ୍ଥଳ ପରିଦର୍ଶନ କରିଛି । ବିଶେଷ କରି ଐତିହ୍ୟ କରିଡର ନିର୍ମାଣ ନେଇ ଶ୍ରୀମନ୍ଦିର ଚାରିପାଖରେ ୩୦ ଫୁଟର ଗର୍ତ ଖୋଳିବା ଓ ନିର୍ମାଣ କାର୍ଯ୍ୟକୁ ନେଇ ପୁରୀ ଜିଲ୍ଲା ଓକିଲ ସଂଘ
Read More...

ଲାଞ୍ଚନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ ସେବା ସମବାୟ ସମିତିର ୨ କର୍ମଚାରୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଶିବତୁଲା ସେବା ସମବାୟ ସମିତିର ୨ଜଣ କର୍ମଚାରୀ ଲାଞ୍ଚନେବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଲା ସେବା ସମବାୟ ସମିତିର ସମ୍ପାଦକ କୁନା ନାୟକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାଏକ
Read More...

ଶିକ୍ଷୟତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍‌, ଚାଲିଗଲା ଜୀବନ

ଢେଙ୍କାନାଳ : ସ୍କୁଟିରେ ଯାଉଥିବା ଜଣେ ଶିକ୍ଷୟତ୍ରୀଙ୍କ ଉପରେ ଚଢ଼ିଗଲା ପରିବା ବୋଝେଇ ଟ୍ରକ। ଫଳରେ ଘଟଣା ସ୍ଥଳରେ ଏହି ଶିକ୍ଷୟତ୍ରୀଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ସହରର ମହିଷାପାଟ ଅଞ୍ଚଳରେ ଏପରି ଦୁର୍ଘଟଣା ଘଟିଛି । ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷୟତ୍ରୀ ସୁମିତ୍ରା ଜେନା ତାଙ୍କ
Read More...

କେରାଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ହେଲେ ଆମିଟି ମହାଲକ୍ଷ୍ମୀ

ପରାଳଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତରେ ନାଏବ ସରପଞ୍ଚ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ କମିଶନଙ୍କ ଦ୍ୱାରା ନିୟୋଜିତ ପ୍ରସିଡିଙ୍ଗ ଅଫିସର ଭାବେ ଚେଲି ତ୍ରିପତି ରାଓ ମନୋନୀତ ହୋଇଥିଲେ । ଆଜି ସମସ୍ତ ନିର୍ବାଚିତ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କ
Read More...

ବିଜୟ ଉତ୍ସବ ପାଳିଲା କଣ୍ଟାବାଞ୍ଜି ବିଜେପି

କଣ୍ଟାବାଞ୍ଜି : ଚାରୋଟି ରାଜ୍ୟରେ ଭାରତୀୟ ଜନତା ପାର୍ଟର ପୂର୍ଣ୍ଣ ବହୁମତ ସରକାର ଓ ବିଜୟ ଲାଭ ଶୁଣି କଣ୍ଟାବାଞ୍ଜି ବିଜେପିରେ ଉତ୍ସାହ ଦେଖାଦେଇଥିବା ଜଣାପଡିଛି । ଯାହା ଦେଖିବାକୁ ମିଳିଛି ସ୍ଥାନୀୟ ଇନ୍ଦିରା ଛକରେ ଆୟୋଜିତ ଉତ୍ସବ ସମାରୋହରେ । ବିଜେପି ଲହର ଦ୍ରୁତ ରହିଥିବାରୁ ପୌର
Read More...

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଉତ୍କଳ କୃଷିମେଳା ଆୟୋଜିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇ ଦିନ ପାଇଁ ଉତ୍କଳ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଏମ୍‌ ଦେବେନ୍ଦ୍ର ରେଡ୍ଡି ଡୀନ ଏମ୍‌ ଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟ ସ୍ୱାଗତ
Read More...

କିଆକଟା ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଗାୟତ୍ରୀ ବେହେରା

କିଆକଟା : ଅନୁଗୋଳ ଜିଲ୍ଲା ଆଠମ୍ଲଲିକ ବ୍ଲକ ଅନ୍ତର୍ଗତ କିଆକଟା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଗାୟତ୍ରୀ ବେହେରା ଆଜି ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୀକାରୀଙ୍କୁଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଶ୍ରୀମତୀ ଗାୟତ୍ରୀ
Read More...

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ: ଆଜି ସକଳେ ନନ୍ଦନକାନନରେ ଧଳା ବାଘୁଣୀ ରୁପା ତାର ପ୍ରଥମ ଶାବକ ଜନ୍ମ ଦେଇଛି । ବର୍ତ୍ତମାନ ସୁଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ପ୍ରସବ ପ୍ରକ୍ରିୟା ଜାରି ରହିଛି । ପ୍ରସବ ପ୍ରକ୍ରିୟା ଜାରି ରହିଥିବାରୁ ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ଅଧିକ ଶାବକ ଜନ୍ମ ହେବାର ସମ୍ଭାବନା ରହିଛି ।
Read More...

ୟୁକ୍ରେନରୁ ଫେରିଲେ ମେଡିକାଲ ଛାତ୍ର ପ୍ରିୟବ୍ରତ: ଯୁଦ୍ଧର ଭୟଙ୍କର ବିଭୀଷିକା ବର୍ଣ୍ଣନା କଲେ

ସୁବର୍ଣ୍ଣପୁର: ୟୁକ୍ରେନରୁ ସମସ୍ତ ଛାତ୍ରଙ୍କୁ ଭାରତ ମାଟିକୁ ସୁରକ୍ଷିତ ଫେରେଇ ଆଣି ଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଲେ ସୁବର୍ଣ୍ଣପୁର ଜିଲ୍ଲାବାସୀ । ଯୁଦ୍ଧର ଘନଘଟା ମଧ୍ୟରେ ଫସିରହିଥିଲେ ଅନେକ ଛାତ୍ର ଛାତ୍ରୀ ତେବେ ସୁବର୍ଣ୍ଣପୁରର ପ୍ରିୟବ୍ରତ ସାହୁ ମଧ୍ୟ ପ୍ରାୟ ୧୫ଦିନ ପର୍ଯ୍ୟନ୍ତ
Read More...