Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେମିତି ଦିଆଯିବ ମାର୍କ
୨୦୨୨ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ଅପ୍ରେଲ ୨୯ ତାରିଖରୁ ହେବ । ଏହା ଆସନ୍ତା ମଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରେଣୀ ଗୃହରେ ଶାରୀରିକ ଭାବେ (ଅଫଲାଇନ)ରେ ସକାଳ ୮ଟାରୁ ପରୀକ୍ଷା ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପ୍ରେସ୍!-->…
Read More...
Read More...
ଦାୟିତ୍ୱ ଗ୍ରହଣ କଲେ ଟାକରା ସରପଞ୍ଚ
ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ମଦନ କୁମାର ଜାନୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଶେଷ ହେବା ପରେ ବିଜୟୀ ପ୍ରାର୍ଥୀ ମଦନ କୁମାର ଜାନୀ, ଟାକରା ଗ୍ରାମ ପଂଚାୟତର ଦାୟିତ୍ୱ ଗ୍ରହଣ କରିଛନ୍ତି । ଟାକରା ଗ୍ରାମ ପଞ୍ଚାୟତ!-->…
Read More...
Read More...
ସଖୀ ୱାନ ଷ୍ଟପକେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବ ଜୀବନ ଅନ୍ଧ ଓ ଉପଶମ କେନ୍ଦ୍ରଠାରେ ସଖୀ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପ୍ରଶାସିକା ଭାଗ୍ୟ ଲକ୍ଷ୍ମୀ ନାୟକଙ୍କ ସଭା!-->…
Read More...
Read More...
ବଢୁଛି ତାତି, ଜଳଛତ୍ର ଖୋଲିବାକୁ ଦାବି
ଦଶପଲ୍ଲା : ଦିନକୁ ଦିନ ବଢ଼ିଲାଣି ତାପମାତ୍ରା । ମଧ୍ୟାହ୍ନରେ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ବିଭିନ୍ନ ବଜାରଘାଟ ଶୂନଶାନ୍ ହୋଇପଡୁଛି । ବିଭିନ୍ନ ସ୍ଥାନରେ ନଳକୂପଠାରୁ ଆରମ୍ଭ କରି ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ଛକ ବଜାରରେ ବିଶୁଦ୍ଧ ପାନୀୟ ଜଳ!-->…
Read More...
Read More...
ମାଲ୍ବାହୀ ଟ୍ରେନ୍ର ୬ ବଗୀ ଲାଇନ୍ଚ୍ୟୁତ
କୋରାପୁଟ: ଟ୍ରେନର ୬ ଟି ବଗି ଲାଇନ ଚ୍ୟୁତ । ରାତି ପ୍ରାୟ ୩ଟା ବେଳେ କୋରାପୁଟ ଷ୍ଟେସନଠାରୁ ୨୫ କିମି ଦୁ୍ରରେ ଘଟିଛି ଏହି ଘଟଣା । କିରଣ୍ଡୁଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଭେଜା ନିକଟରେ ଲାଇନଚ୍ୟୁତ ହୋଇଛି । ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ!-->…
Read More...
Read More...
ଦଶପଲ୍ଲା ପ୍ରିମିୟର ଲିଗ୍ : ବ୍ଲାକ୍ ହାର୍ଟକୁ ହରାଇ ଇଶାନି ବିଜୟୀ
ଦଶପଲ୍ଲା : ଦଶପଲ୍ଲା ପ୍ରିମିୟର୍ ଲିଗ୍ ଅଷ୍ଟମ ଦିବସର ଖେଳ ବ୍ଲାକ୍ ହାର୍ଟ ଓ ଇଶାନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ଲାକ୍ ହାର୍ଟ ଟସ ଜିଣି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୫ ଓଭର୍ରେ ୯ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା । ଜବାନରେ ଇଶାନି ଦଳ ୧୧.୩ ଓଭର୍ରେ ୬!-->…
Read More...
Read More...
ଭିଜିଲାନ୍ସ ଜାଲରେ ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର
ସମ୍ବଲପୁର : ଭିଜିଲାନ୍ସ ଜାଲରେ ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ। ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ ବୁର୍ଲା କର୍ପୋରେଟ ଅଫିସରେ କାର୍ୟ୍ୟରତ ଅଛନ୍ତି।
ଏହି ଚଢାଉରେ ଜଣେ ଡିଏସପି ୬ଜଣ!-->!-->!-->…
Read More...
Read More...
ମୂଲ୍ୟବାନ ଚନ୍ଦନ କାଠ ଜବତ,୪ ଗିରଫ
ଫୁଲବାଣୀ -କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପୋଲିସ ଚନ୍ଦନ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରାଇକିଆ ଥାନା ଅନ୍ତର୍ଗତ ଶିଶାପାଙ୍ଗ ଗ୍ରାମର ଅଭୟ ଡିଗାଲ, ଜଗନ ପ୍ରଧାନ, ଲାମୁଙ୍ଗିଆ ଗ୍ରାମର ଆଦିତ୍ୟ ନାୟକ ଓ ନାରାୟଣ ପ୍ରଧାନ । ସୂଚନାଯୋଗ୍ୟ ଯେ, ଗାନ୍ଧିଗାଁ!-->…
Read More...
Read More...
ଟାଟା କମ୍ପାନୀ ନାମରେ ସାଂଘାତିକ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ଚାଷୀ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଭଜବଳପୁର, ଲଙ୍କାବାହାଲ, ପତ୍ରାପାଲି, ହିକୁଡି ଓ ଅନେକ ବ୍ୟକ୍ତିଗତ ଡିପ ବୋରୱେଲରୁ ଚାଷ କରିଥିବା ଚାଷୀମାନଙ୍କଠାରୁ ଟାଟା ପାୱାର କମ୍ପାନୀ ତରଫରୁ ଜୋର ଜବରଦସ୍ତ ବେଆଇନ ଭାବରେ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ!-->…
Read More...
Read More...
ସୁଙ୍ଗୁଡା ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଞ୍ଜୁଲତା ସ୍ୱାଇଁ
ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅଞ୍ଜୁଲତା ସ୍ୱାଇଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଶେଷ ହେବା ପରେ ବିଜୟୀ ପ୍ରାର୍ଥିନୀ ଶ୍ରୀମତୀ ସ୍ୱାଇଁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଙ୍ଗୁଡା ଗ୍ରାମ!-->…
Read More...
Read More...