Browsing Category

ରାଜ୍ୟ

ଖୁବଶୀଘ୍ର ପରଦାକୁ ଆସିବ ନାରୀ ଶକ୍ତି ପୁରସ୍କାରପ୍ରାପ୍ତ ଶ୍ରୁତି ମହାପାତ୍ରଙ୍କ ବାୟୋପିକ, ଏହି ନାୟିକା ନଜର ଆସିବେ

ଅନ୍ତର୍ଜାତୀୟ ମହିଳା ଦିବସରେ ନାରି ଶକ୍ତି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିବା ଶ୍ରୁତି ମହାପାତ୍ରଙ୍କ ବାୟୋପିକ "ପାଦେ ଆକାଶ' ଖୁବଶୀଘ୍ର ପରଦାକୁ ଆସିବ ବୋଲି ଜଣାପଡିଛି । ଶ୍ରୁତିଙ୍କ ବାୟୋପିକରେ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତ ସାହୁ ନଜର ଆସିବେ । ଏହି ଫିଲ୍ମଟିକୁ
Read More...

ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦଶପଲ୍ଲା : ଦଶପଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ୍‌ ସେବା କମିଟି ତଥା ତାଲୁକ ଆଇନ୍‌ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଜେଏମ୍‌ଏଫ୍‌ସି
Read More...

ଅଂଶୁଘାତର ମୁକାବିଲାକୁ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହ ଠାରେ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସଭାପତିତ୍ୱ କରି ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି
Read More...

ରଟିଙ୍ଗିଆ ଓ କେଭିକେରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଘୁ. ଉଦୟଗିରି: ରଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ଓ ସେୱା ସଂଗଠନ ଆଇନା ଅନୁଷ୍ଠାନର ମିଳିତ ଉଦ୍ୟମରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଇନା ଅନୁଷ୍ଠାନର ରିତାଞ୍ଜଳି ବଗର୍ତ୍ତୀ ମୁଖ୍ୟ ଅତିଥି, ଅନ୍ତରଙ୍ଗ ଯୁବ ମହାସଂଘର
Read More...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ବାପପୁଅଙ୍କ ଜୀବନ

ଅନୁଗୋଳ,୮/୩ : ଢେଙ୍କାନାଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କର ଜୀବନ ଚାଲିଯାଇଛି । ଏହ ଘଟଣା ସମଗ୍ର ଅଞ୍ଚଳକୁ େ।।କାଭିଭୂତ କରିଛି । ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା
Read More...

ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲାଙ୍କୁ ହତ୍ୟା ଧମକ, ୨୫ ବର୍ଷ ହେଲାଣି ଓଡିଶାରେ କରୁଛନ୍ତି ସେବା କାର୍ଯ୍ୟ

ପୁରୀ: ଭାରତବର୍ଷର ମହାନ୍‌ ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ ହୋଇ ଅନେକ ବିଦେଶୀ ଭାରତକୁ ଆସି ପୁରୀର ନାଗରିକତା ଗ୍ରହଣ କରିବା ସହ ବସବାସ କରୁଛନ୍ତି ।ଏଭଳିକି ଅନେକ ଗବେଷଣା,ସେବାମୂଳକ କାର୍ଯ୍ୟ କରୁଛନ୍ତି ।ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା । ସେ
Read More...

ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରଠାରେ ଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଓ ନୂତନ ବିଉଟି ପାର୍ଲର ଟ୍ରେନିଂର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଦର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ତାଲିମ
Read More...

ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳ ପ୍ରକଳ୍ପ ତରଫରୁ ଟାକରା ଗ୍ରାମରେ ଜନଶୁଣାଣି

ଦଶପଲ୍ଲା : ଧିର ମନ୍ଥର ତଥା କଚ୍ଛପ ଗତିରେ ଚାଲିଛି ଖୋର୍ଦ୍ଧା ବଲାଙ୍ଗୀର ଓସାରିଆ ରେଳପଥ ପ୍ରକଳ୍ପ । ପ୍ରକଳ୍ପର ଅଗ୍ରଗତି ତ ବହୁ ଦୂରର କଥା,ଅଦ୍ୟାବଧି ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ସରିପାରିନାହିଁ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ
Read More...

ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ୱର,୮/୩ : ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ତାରିଖ ଯାଏଁ ପରୀକ୍ଷା ବନ୍ଦ ରହିବ । ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ
Read More...

ପୁରୀ ବିମାନବନ୍ଦର ପାଇଁ ଚିହ୍ନଟ ଜମିକୁ ବୁଲି ଦେଖିଲେ ୭ଜଣିଆ ଟିମ୍‌

ପୁରୀ : ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନେଇ ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ ଉପରେ ଏହି ଟିମ ଆକଳନ କରିଛନ୍ତି ।
Read More...