Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୂର୍ତ୍ତି ଚୋରି ଅଭିଯୋଗରେ ଦମ୍ପତି ଗିରଫ
ପୁରୀ : ମୂର୍ତ୍ତି ଚୋରି ଅଭିଯୋଗରେ ଗିରଫ ହେଲେ ଦମ୍ପତି । ରାଜ୍ୟର ବିଭିନ୍ନ ଦେବାଳୟରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ନିମାପଡା ଥାନା ପାଟପୁର ଗ୍ରାମର ପ୍ରଫୁଲ ମିଶ୍ର । ଚନ୍ଦନପୁର ଥାନା ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ!-->…
Read More...
Read More...
ମିନି ଟ୍ରକ୍ ଧକ୍କାରେ ଦମ୍ପତି ମୃତ
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ଏକ ମିନି ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଉଛନ୍ତି ସ୍ଥାନୀୟ ଓଚିନ୍ଦା ତାଜପୁର ଗାଁର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ।
ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ୟରେ ଚାଲି ଚାଲି!-->!-->!-->…
Read More...
Read More...
ମାର୍ଚ୍ଚ ୨୫ରୁ ବଜେଟ୍ ଅଧିବେଶନ
ଭୁବନେଶ୍ୱର: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଏହା ୩୧ ତାରିଖ ଯାଏ ଚାଲିବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସୂଚନା ମୁତାବକ, ବଜେଟ ଅଧିବେଶନର ଆରମ୍ଭ ଦିନରେ ଅର୍ଥାତ୍ ୨୫ ତାରିଖରେ ରାଜ୍ୟପାଳ ନିଜର ଅଭିଭାଷଣ!-->…
Read More...
Read More...
ଶିକ୍ଷା ହିଁ ନାରୀ ଶକ୍ତିକୁ ସଶକ୍ତ କରିବ: ଜିଲ୍ଲାପାଳ
ଗଞ୍ଜାମ /ଛତ୍ରପୁର : ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡମ୍ବର ସହକାରେ ଓସ୍ୱାନ ହଲ ଠାରେ ପାଳିତ ହୋଇଯାଇଛି । ସମସ୍ତ ବ୍ଲକ ସହିତ ଭିସି ମାଧ୍ୟମରେ ଯୋଡି ହୋଇ ଚଳିତ ବର୍ଷର ଏହି ଉତ୍ସବ ଅତିରିକ୍ତ ଜିଲ୍ଲାପାଳ ତଥା ମହିଳା ଅଧିକାରୀ ଲୀନା କୁମାରୀ ଖେସ୍ଙ୍କୁ ସମ୍ମାନିତ!-->…
Read More...
Read More...
ତେଲିବନ୍ଧ ହାଇସ୍କୁଲରେ ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଘାଟିତ
ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ କ୍ଲଷ୍ଟରର ସରକାରୀ ଉଚ୍ଚ ବିଦ୍ୟାଳୟ ତେଲିବନ୍ଧଠାରେ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି । ସିଆରସିସି ରାଜକୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ!-->…
Read More...
Read More...
ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ
ପାରଳାଖେମୁଣ୍ଡି : ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷଠାରେ ରବିବାର ଦିନ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ, ଗବେଷକ ତଥା ଉପାନ୍ତ!-->…
Read More...
Read More...
ବୌଦ୍ଧର ତୀରନ୍ଦାଜୀ ଛାତ୍ରୀ ଟେନିସାଙ୍କୁ ସମ୍ବର୍ଦ୍ଧନା
ବୌଦ୍ଧ: ସୁନାବେଡା ସାଇହାଲରେ ଗତ ୩ ରୁ ୬ତାରିଖ ଯାଏଁ ଅନୁଷ୍ଠିତ ହୋଇଥିବା ପ୍ରଥମ ଓଡିଶା ରେଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟରେ ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ଟେନିସା ମେହେର ସବଜୁନିଅର ବାଳିକା ବିଭାଗରେ ବ୍ରୋଞ୍ଜ ପଦକ ସହ ୩ହଜାର ଟଙ୍କା ପୁରସ୍କାର ରାଶି ପାଇଛନ୍ତି । ସେ ବୌଦ୍ଧରେ!-->…
Read More...
Read More...
ନାବାଳିକା ବିବାହ ବନ୍ଦକଲା ଚାଇଲ୍ଡ ଲାଇନ
ଦଶପଲ୍ଲା : କନ୍ୟା ଭୃଣହତ୍ୟାରେ ଏକ ନମ୍ବର ସ୍ଥାନରେ ଥିବା ନୟାଗଡ଼ ଜିଲ୍ଲା, ଏବେ ନା ବାଳିକା ବିବାହରେ ମଧ୍ୟ ନମ୍ବର ୱାନ ହେବାକୁ ବସିଛି । ଦିନକୁ ଦିନ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାବାଳିକା ବିବାହ ସଂଖ୍ୟା ବଢ଼ି ଚାଲିଛି । ଗତକାଲି ଖଣ୍ଡପଡ଼ା ଥାନାର ଏକ ଗ୍ରାମରେ ନୟାଗଡ଼ ଚାଇଲ୍ଡ!-->…
Read More...
Read More...
ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର
ଭୁବନେଶ୍ୱର: ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୁତିଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶ୍ରୁତି ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି । ତେବେ ଆଜି!-->…
Read More...
Read More...
ବର୍ଷା ଜଳ ସଂଗ୍ରହ ଓ ସଂରକ୍ଷଣ ଉପରେ ଭର୍ଚୁଆଲ ଆଲୋଚନା
ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚ଼ୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ!-->…
Read More...
Read More...