Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର
ଭୁବନେଶ୍ୱର: ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୁତିଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶ୍ରୁତି ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି । ତେବେ ଆଜି!-->…
Read More...
Read More...
ବର୍ଷା ଜଳ ସଂଗ୍ରହ ଓ ସଂରକ୍ଷଣ ଉପରେ ଭର୍ଚୁଆଲ ଆଲୋଚନା
ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚ଼ୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ!-->…
Read More...
Read More...
ବିଜେପି ପୌରାଧ୍ୟକ୍ଷା ପ୍ରାର୍ଥିନୀ ଏମ୍ ରାଜେଶ୍ୱରୀଙ୍କ ନାମାଙ୍କନପତ୍ର ଦାଖଲ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଆଜି ବିଜେପି ପକ୍ଷରୁ ଏମ୍ ରାଜେଶ୍ୱରୀ ପୌରାଧ୍ୟକ୍ଷା ପାର୍ଥିନୀ ଭାବେ ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରି ଥିବାର ଜଣା ପଡ଼ିଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରୁ ଜିଲ୍ଲା!-->…
Read More...
Read More...
ପଛଘୁଞ୍ଚା ଦେଲେ ଇରାନୀ ରାୟ !
ଦଶପଲ୍ଲା :ନୟାଗଡ ପୌରପରିଷଦର ପୌରାଧ୍ୟକ୍ଷା ପ୍ରାର୍ଥୀ ହେବା ପାଇଁ ଫର୍ମ କିଣି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଜେପି ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟ ପୌରାଧ୍ୟକ୍ଷ ଦୌଡ଼ରୁ ଓହରି ଯାଇଥିବା ଦେଖାଯାଇଛି । ଫର୍ମ କିଣି ସହରବାସୀଙ୍କୁ ଚକମା ଦେଖାଇବା ପରେ ନାମାଙ୍କନ କରି ନାହାନ୍ତି ।!-->…
Read More...
Read More...
ସେବା ଓ ସମର୍ପଣ ଦିବସ ପାଳିତ; ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ସେବା ସମ୍ମାନ
ସୁବର୍ଣ୍ଣପୁର: ସୋନପୁର ଶିକ୍ଷା ବିକାଶ ସମିତି ପକ୍ଷରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରଠାରେ ସେବା ଓ ସମର୍ପଣ ଦିବସ ପାଳିତ ହୋଇଛି । ଶିକ୍ଷା ବିକାଶ ସମିତିର ମୁଖ୍ୟ ଉପଦେଷ୍ଟା ଦିବଂଗତ ଈଶ୍ୱର ବିଭାରଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କ ତ୍ୟାଗ ଭାବକୁ ସ୍ମରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
Read More...
Read More...
ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ମାଓପ୍ରବଣ ବେଲଘର ଥାନା ଅଞ୍ଚଳରେ ସିଆରପିଏଫ୍ ଇ/୧୨୭ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ତତ୍ତ୍ୱବଧାନରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ଏସ୍ କେ!-->…
Read More...
Read More...
ଓକିଲ ସଂଘ ନିର୍ବାଚନ : ସଭାପତି ହେବେ ନରସିଂହ
ନବରଙ୍ଗପୁର,୭/୩- ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲର ଅନ୍ତିମ ଦିବସରେ ନରସିଂହ ତ୍ରିପାଠୀ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ନାମାଙ୍କନର ଅନ୍ତିମ ଦିବସ ସୁଦ୍ଧା କେବଳ ଜଣେମାତ୍ର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।!-->…
Read More...
Read More...
ସରିଲା ପ୍ରାର୍ଥୀ ପତ୍ର ଦାଖଲ, କାଉନସିଲର ପାଇଁ ୩୭ ଓ ଅଧ୍ୟକ୍ଷ ପାଇଁ ୮ଜଣ କଲେ ନାମାଙ୍କନ ପତ୍ର ଦାଖଲ
ଘୁ.ଉଦୟଗିରି,୭/୩- ପୌର ନିର୍ବାଚନ ନିମନ୍ତେ ଘୁ ଉଦୟଗିରି ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ଆଜି ନାମାଙ୍କନ ପତ୍ର ଦାଖଲ କରିବା ଶେଷ ଦିନ । ଶେଷ ଦିନରେ ବିଜେଡି ପକ୍ଷରୁ ଶତାଧିକ ସମର୍ଥକ ଉପସ୍ଥିତ ରହି ସ୍ଥାନୀୟ କାଳୀ ମନ୍ଦିରରେ ସମସ୍ତ କର୍ମୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା!-->…
Read More...
Read More...
ପୌରାଧ୍ୟକ୍ଷ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ହେବ କଡା ଟକ୍କର
ନବରଙ୍ଗପୁର : ନବରଙ୍ଗପୁର ପୌର ନିର୍ବାଚନ ନିମନ୍ତେ ଆଜି ନାନା କଳ୍ପନା ଜଳ୍ପନାର ପୂର୍ଣଚ୍ଛେଦ ପଡି ଶେଷରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପୌରାଧ୍ୟକ୍ଷ ପାର୍ଥି ସମତେ ନବରଙ୍ଗପୁର ପୌରପାଳିକାର ୧୭ ଗୋଟି ୱାର୍ଡ ପାଇଁ ୧୭ ଗୋଟି କାଉନସିଲର ପାର୍ଥି ଔପଚାରିକ ଭାବେ ଘୋଷଣା କରିବା ସହ!-->…
Read More...
Read More...
ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ, ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା
ପୁରୀ : ଆନ୍ତର୍ଜାତୀୟମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ଚିତ୍ତାକର୍ଷକ ବାଲୁକା କଳା ନିର୍ମାଣ କରିଛନ୍ତି । ସମାଜରେ ନାରୀ ପୁରୁଷ ସମାନ । ତେଣୁ ନାରୀକୁ ଉଚିତ ସମ୍ମାନ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ୧୫ଫୁଟ ଲମ୍ବ ଏହି ବାଲୁକା କଳା ନିର୍ମାଣ କରିବାରେ!-->…
Read More...
Read More...