Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୌର ନିର୍ବାଚନ: ଅଧ୍ୟକ୍ଷ ପଦବୀ ପାଇଁ ବିଜେପିରୁ ଯୁଗଳ ସାମଲ, ବିଜେଡିରୁ ମୃତ୍ୟୁଞ୍ଜୟ ମିଶ୍ର ଓ କଂଗ୍ରେସରୁ ଗଣେଶ…
ବୌଦ୍ଧ,୭/୩: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ଥିବାବେଳେ ସମସ୍ତଦଳ ତରଫରୁ ୧୭ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦପାଇଁ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦ ପାଇଁ ବିଜେପି ଦଳ ତରଫରୁ ଯୁଗଳ କିଶୋର ସାମଲ!-->…
Read More...
Read More...
ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ବିମାନବନ୍ଦରରେ ଭେଟିଲେ ମୁଖ୍ୟମନ୍ତ୍ରୀ,ପାଠପଢା ନେଇ ଦେଲେ ଆଶ୍ୱାସନା
ଭୁବନେଶ୍ବର:ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି । ୟୁକ୍ରେନ୍ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି । ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା!-->…
Read More...
Read More...
ସରିଲା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ଆରମ୍ଭ ହେଲା ଅଙ୍କକଷା
ବାଲିଗୁଡ଼ା,୭/୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବାଜିଲା ପୈାର ନିର୍ବାଚନ ବିଗୁଲ୍ । ଏହାପରେ ପୈାର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି । ଆଜି ନାମାଙ୍କନ ପତ୍ର!-->…
Read More...
Read More...
ପୌର ନିର୍ବାଚନ ପାଇଁ ଅନ୍ତିମ ଦିନରେ କଂଗ୍ରେସରୁ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ
ଗଜପତି,୭/୩:- ପାରଳା ପୌର ଅଧ୍ୟକ୍ଷା ପାଇଁ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରା । ପାରଳା ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତଥା ଅନ୍ତିମ ଦିବସରେ ପୌର ଅଧ୍ୟକ୍ଷା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ!-->…
Read More...
Read More...
ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର
ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ!-->…
Read More...
Read More...
ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସୂଚନା,ଏନଏମଏ ଓ ଏଏସଆଇର ଅନୁମତିରେ ହେଉଛି କାର୍ଯ୍ୟ
ପୁରୀ,୭/୩ : ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଐତିହ୍ୟ କରିଡ଼ର ନିମନ୍ତେ ଏନଏମଏ ଓ ଏଏସଆଇର ଅନୁମତି ମିଳିସାରିଛି । ଫଳରେ ଐତିହ୍ୟ କରିଡ଼ର ନିର୍ମାଣ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିଛି । ଯାତ୍ରୀଙ୍କ ପାଇଁ ଶୌଚାଳୟ,କ୍ଲୋକ ରୁମ୍,ଫାଷ୍ଟ-ଏଡ ସେଣ୍ଟର,ପୋଲିସ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ସୋନପୁର ସଦର ବ୍ଲକ ଅଧିନସ୍ଥ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ସାଗରପାଲି ଶ୍ରୀରାମ ପାଠାଗାରଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଉପସ୍ଥିତ ରହି ଏହି!-->…
Read More...
Read More...
ଗଞ୍ଜାମ ଜିଲ୍ଲାର ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପଟ୍ଟା ପ୍ରଦାନ
ଗଞ୍ଜାମ :ଗଞ୍ଜାମ ଜିଲ୍ଲାର ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଜସ୍ୱ ଖତିଆନ ସକାଶେ ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ସରକାରୀ ଏବଂ ଅନୁଦାନ!-->…
Read More...
Read More...
ସ୍ୱାସ୍ଥ୍ୟକର୍ମୀଙ୍କ ହାତରେ ସ୍ୱାସ୍ଥ୍ୟ କେନ୍ଦ୍ର
ଦଶପଲ୍ଲା : ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଥିଲାବେଳେ, ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତିଭୂମି ବିକାଶ ସାଙ୍ଗକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରାଯାଉଛି । ହେଲେ ବର୍ଷବର୍ଷ ଧରି ଦଶପଲ୍ଲା ବ୍ଲକର ସୀମାନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁଜାମେଣ୍ଢିରେ!-->…
Read More...
Read More...
ପୌର ନିର୍ବାଚନ : ପ୍ରଚାର ପାଇଁ କୋଭିଡ କଟକଣା ନାହିଁ
ଭୁବନେଶ୍ବର: ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହୋଇପାରିବ। ଏନେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ସାଧାରଣ ଭାବେ!-->…
Read More...
Read More...