Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ବାଘ ଛାଲ ଜବତ, ୩ ଗିରଫ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଜଙ୍ଗଲ ମାଫିଆଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଲୋପ ପାଇବାରେ ବସିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା । ନିରିହ ବନ୍ୟଜନ୍ତୁ ଶିକାରରେ ମଜିଛି ଶିକାରୀ । ୧୯୭୨ ବନ୍ୟପ୍ରାଣୀ ଆଇନରେ ବନ୍ୟଜନ୍ତୁ ଶିକାର ଉପରେ ବଭିନ୍ନ ଦଣ୍ଡବିଧାନ ଥିଲେ ମଧ୍ୟ ଶିକାରୀ!-->…
Read More...
Read More...
ଜେଲେନସ୍କିଙ୍କ ସହ କଥା ହେଲେ ମୋଦି, ଏହି କାମ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ଫୋନ୍ କଲ୍ ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଉଭୟ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଭାରତ ସରକାର ସୂତ୍ରରୁ ପ୍ରକାଶ ଯେ ଋଷ ଏବଂ!-->…
Read More...
Read More...
ଜର୍ସି ଗିଫ୍ଟ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ବିରାଟ, ଦେଖନ୍ତୁ ଭିଡିଓ
ମୋହାଲି : ବିରାଟ କୋହଲି ପଡିଆରେ ଯେତିକି ଆକ୍ରମଣାତ୍ମକ ଦେଖାଯାଆନ୍ତି, ସେ ପଡ଼ିଆ ବାହାରେ ମଧ୍ୟ ସମାନ ଭାବରେ ଉଦାର ଅଟନ୍ତି । ମୋହାଲି ଟେଷ୍ଟ ଆରମ୍ଭ ପୂର୍ବରୁ କୋହଲି ଜଣେ ଯୁବ ପ୍ରଶଂସକଙ୍କୁ ଅଟୋଗ୍ରାଫ୍ ଦେଇ ନିଜର ଦିନ ଆରମ୍ଭ କରିଥିଲେ ଏବଂ ମ୍ୟାଚ୍ ଶେଷ ହେବା ପରେ ସେ ତାଙ୍କର ଜଣେ!-->…
Read More...
Read More...
ଧୋନିଙ୍କ ନୂଆ ହେୟାର ଷ୍ଟାଇଲ, ଦେଖନ୍ତୁ ଫଟୋ
ସୁରତ : ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୨) ର ୧୫ ତମ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାର୍ଚ୍ଚ ୨୬ ରୁ ଆଇପିଏଲ ୨୦୨୨ ଆରମ୍ଭ ହେବ । ୬ ମାର୍ଚ୍ଚରେ ଆଇପିଏଲ ୨୦୨୨ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ!-->…
Read More...
Read More...
ଜନ ଔଷଧୀ ଦିବସ ଅବସରରେ ବାଳୁକା କଳା
ପୁରୀ : ୭ ମାର୍ଚ୍ଚକୁ ଭାରତରେ ଜନ ଔଷଧି ଦିବସ ଭାବେ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ଜେନେରିକ ଔଷଧର ବ୍ୟବହାର ନେଇ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି ନେଇ ଏହି ଦିବସକୁ ପାଳନ କରାଯାଉଛି । ଗତ ୨୦୧୯ ମାର୍ଚ୍ଚ ୭ ତାରିଖ ରେ କେନ୍ଦ୍ର ସରକାର ଦେଶର!-->…
Read More...
Read More...
ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାଚନ : ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାଚନ ନିମନ୍ତେ ଚତୁର୍ଥ ଦିନରେ ୬ ଜଣ ପାର୍ଥୀ କାଉନସିଲର ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହାକୁ ମିଶାଇ ମୋଟ ୯ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିନରେ ବିଜେପି ତରଫରୁ ୱାର୍ଡ ନଂ!-->…
Read More...
Read More...
ଧ୍ୟାନ ଦିଅନ୍ତୁ ବିଦ୍ୟୁତ ଉପଭୋକ୍ତା; ଆସନ୍ତାକାଲି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବନ୍ଦ ରହିବ ବିଦ୍ୟୁତ ସରବରାହ
ସୁବର୍ଣ୍ଣପୁର: ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବାପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ୧୩୨ କେ.ଭି. ବଲାଙ୍ଗିର-ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବାପାଇଁ ତା ୦୮-୦୩-୨୦୨୨ରିଖ ଦିନ ସକାଳ!-->…
Read More...
Read More...
ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ
ଭୁବନେଶ୍ୱର: ଆକ୍ସନ ମୋଡରେ ଭିଜିଲାନ୍ସ । ନିକଟରେ ବହୁ ବଡ ବଡ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଫସିଥିବାବେଳେ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ କଲେଜ୍ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବିଶ୍ୱନାଥପୁର ହୀରାଲୀଳା କଲେଜର ପ୍ରିନ୍ସିପାଲ ରମେଶ ସାହୁଙ୍କ ଘରେ ଆଜି!-->…
Read More...
Read More...
ମଞ୍ଜୁ ରଥ ହେଲେ ବ୍ରହ୍ମପୁର କଂଗ୍ରେସ ମେୟର ପ୍ରାର୍ଥୀ
ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ସରଗରମ୍ ହୋଇଛି ରାଜନୈତିକ ମଇଦାନ । ଆସନ୍ତା ୨୪ ତାରିଖ ପଡିବ ପୌର ନିର୍ବାଚନ ଭୋଟ । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍ । ଏଥିପାଇଁ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ!-->…
Read More...
Read More...
ଫୁଲବାଣୀ ପୌରପରିଷଦ ପାଇଁ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ସବିତା ମହାନ୍ତି
ଫୁଲବାଣୀ,୬/୩:- ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନେତାଜୀ କ୍ଳବ ଫୁଲବାଣୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ କାଉନ୍ସିଲର ଏବଂ ପୌରାଧ୍ୟକ୍ଷା!-->…
Read More...
Read More...