Browsing Category

ରାଜ୍ୟ

ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ମିଳନ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ଅତିଥି ଭବନ ପରିସରରେ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହାବିଷୁବ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସଂସଦର ସଭାପତି ଡ଼ଃ ମଧୁସୂଦନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଫକୀର ମୋହନ ଭଞ୍ଜ ସ୍ମୃତି ସମ୍ମାନ

ଫୁଲବାଣୀ:-କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ, ଜୋରକୁଳ,ବିଳିପଡ଼ା, ବାଙ୍କୀ ତରଫରୁ ଷୋଡଶ ବାର୍ଷିକ ଉତ୍ସବ ଅବସରରେ ଆଦର୍ଶ ଶିକ୍ଷକ ଫକୀର ମୋହନ ଭଞ୍ଜ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ବାଙ୍କୀ ସ୍ୱୟଂ ଶାସିତ
Read More...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପଢାଯାଉ

ଭୁବନେଶ୍ୱର,୬/୩ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚଛି । ଅନେକ ଅଞ୍ଚଳ ଧ୍ୱଂସ ସ୍ତୂପରେ ପରିଣତ ହୋଇଗଲାଣି । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ଅପରେସନ ଗଙ୍ଗା ଅଭିଯାନ ଜାରି ରଖିଛନ୍ତି । ହଜାର ହଜାର
Read More...

ମହିଳା ଚିତ୍ରକଳା ଶିବିର ଉଦଯାପିତ

ପୁରୀ.୬/୩- ମହିଳା ଚିତ୍ରକଳା ଶିବିର ସ୍ଥାନୀୟ ସଂସ୍କୃତି ଭବନରେ ଉଦଯାପିତ ହୋଇଯାଇଛି । ଲଳିତ କଳା ଏକାଡେମୀ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ମହିଳା ଚିତ୍ରକଳା ଶିବିର ତିନିଦିନ ଧରି ଚାଲିଥିଲା । ଆଜିର ଉଦଯାପନୀ ଉତ୍ସବରେ ଓଡିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ
Read More...

ପୌର ନିର୍ବାଚନ ନିମନ୍ତେ ବିଜେପି ଦଳର ୧୨ ଜଣ କାଉନସିଲରଙ୍କ ନାମାଙ୍କନ ପତ୍ର ଦାଖଲ

ଜି. ଉଦୟଗିରି,୬/୩:- ରାଜ୍ୟ ନିର୍ବାଚନ କମିଶନଙ୍କ ପୌର ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ୱାର୍ଡ଼ ନିମନ୍ତେ ପ୍ରାର୍ଥୀ ଚୟନ କରିଥିବାବେଳେ ଆଜି ଭାରତୀୟ ଜନତା ପାର୍ଟି ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୧୩ ଟି ୱାର୍ଡ ମଧ୍ୟରୁ ଆଜି ୧୨ ଟି ୱାର୍ଡ
Read More...

କଂଟାବାଞ୍ଜି ଏନ୍‌ଏସି ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ

କଂଟାବାଞ୍ଜି,୬/୩- ଆଜି ଏନ୍‌ ଏସି ଅଧକ୍ଷ ପଦ ପାଇଁ ବରିଆମ ସିଂ ସାଲୁଜା କଂଗ୍ରେସ ପ୍ରାର୍ଥୀ ଭାବରେ ନାମାଙ୍କନ କରିଛନ୍ତି । ସେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଭାଇ । ସେ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟ ଓ ଦଳୀୟ କାର୍ଯ୍ୟ ବୁଝାଶୁଝା ଦୀର୍ଘଦିନରୁ କରୁଥିଲେ । ଏପର୍ଯ୍ୟନ୍ତ ଅନ୍ୟ ଦୁଇଦଳ
Read More...

ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ଆସନ୍ତା
Read More...

ୟୁକ୍ରେନରୁ ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ସୁବର୍ଣ୍ଣପୁରର ଡାକ୍ତରୀ ଛାତ୍ର

ସୁବର୍ଣ୍ଣପୁର : ୟୁକ୍ରେନରେ ଡାକ୍ତରୀ ପଢୁଥିବା ଛାତ୍ର ଆଜି ଘରକୁ ସୁରକ୍ଷିତ ଫେରିବା ପରେ ତାଙ୍କ ପରିବାରରେ ତଥା ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଗତ ଦଶ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫସି
Read More...

ସାମ୍ନାକୁ ଆସିଲା ଆଇପିଏଲ କାର୍ଯ୍ୟସୂଚୀ, ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ସିଏସକେ-କେକେଆର

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ କାର୍ଯ୍ୟସୂଚୀ ପାଇଁ ଅପେକ୍ଷା ସମାପ୍ତ ହୋଇଛି > ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ତାରିଖ ସହିତ ବିସିସିଆଇ ନିକଟରେ ସ୍ଥାନ ଘୋଷଣା କରିଥିଲା, କିନ୍ତୁ ବର୍ତ୍ତମାନ ସିଜନ ୧୫ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କ୍ରିକବଜ୍‌ ଅନୁଯାୟୀ, ଭାରତରେ କ୍ରିକେଟ୍‌ ବୋର୍ଡ
Read More...

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା: ସବୁ କଳ୍ପନା ଜଳ୍ପନା ପରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବାଲିଗୁଡ଼ା
Read More...