Browsing Category

ରାଜ୍ୟ

ଜାଳିଦେଲେ ଅଟୋ

ବଲାଙ୍ଗୀର : ଅଟୋ ଜାଳିଦେଲେ ଦୁର୍ବୃତ୍ତ । ସହର ଠାରୁ ୧୦କିମି ଦୂର ବଲାଙ୍ଗୀର-ଟିଟିଲାଗଡ ରାସ୍ତା ସିନଖମନ ଛକ ଠାରେ ସବୁଦିନ ଭଳି ଅଟୋର ମାଲିକ ଅନନ୍ତ କୁଅଁର ଗାଡି ରଖିଥିଲେ । ରାତିରେ କେହି ନିଆଁ ଲଗେଇ ଜାଳି ଦେଇଥିବା ନେଇ ସଦରଥାନାରେ ଅଭିଯୋଗ କରିଛନ୍ତି ଅନନ୍ତ କୁଅଁର । ଅଟୋକୁ କିଏ
Read More...

ନାମାଙ୍କନରେ କଂଗ୍ରେସ ଆଗୁଆ

ବଲାଙ୍ଗୀର: କଂଗ୍ରେସ ଦଳର ବଲାଙ୍ଗୀର ପୌରାଧକ୍ଷା ଓ ସମର୍ଥିତ କାଉନସିଲର ଆଜି କରିଛନ୍ତି ନାମାଙ୍କନ । କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ କରିଥିଲେ । ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଓ ବହୁ କର୍ମକର୍ତ୍ତାଙ୍କ
Read More...

ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ଦଶପଲ୍ଲା : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଆପ୍‌ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୁଖ କବି ଓ ସାହିତ୍ୟିକମାନେ
Read More...

ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌

ଭୁବନେଶ୍ୱର : ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ପାର୍ଲାମେଣ୍ଟ ଢାଞ୍ଚାରେ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି ।ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍‌ ଆରମ୍ଭ
Read More...

ଆଜି ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ, ଜାଣନ୍ତୁ କାରଣ

ପୁରୀ : କୋଭିଡ୍‌ ସ୍ଥିତି ଦୁର୍ବଳ ହୋଇଥିବାରୁ ଫେବୃଆରୀ ୧ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଭକ୍ତମାନେ ନୂତନ ମାର୍ଗଦର୍ଶିକା ଆଧାରରେ କୋଭିଡ୍‌ କଟକଣା ମାନି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ଖୋଲିବା ମାତ୍ରେ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ
Read More...

ତୀରନ୍ଦାଜରେ ବୌଦ୍ଧର ଟେନିସାଙ୍କୁ ମିଳିଛି ବ୍ରୋଞ୍ଜ ପଦକ

ବୌଦ୍ଧ,୬/୩- ସୁନାବେଡା ସାଇ-ହାଲରେ ଗତ ମାର୍ଚ୍ଚ ୩ ତାରିଖରୁ ୬ ତାରିଖ ଯାଏଁ ଅନୁଷ୍ଠିତ ହେଉଛି । ପ୍ରଥମ ଓଡିଶା ର‍୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟରେ ବୌଦ୍ଧର ତୀରନ୍ଦାଜୀ ଟେନିସା ମେହେର ସବ୍‌ ଜୁନିଅର ଇଣ୍ଡିଆନ ରାଉଣ୍ଡ ବାଳିକା ବିଭାଗରେ ବ୍ରୋଞ୍ଜ ପଦକ ପାଇ ୩ହଜାର ଟଙ୍କା ପୁରସ୍କାର
Read More...

ରାଜ୍ୟରେ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଏବେ ଶୁଖିଲା ରହିଛି । ରାଜ୍ୟରେ ଆଗାମୀ ୩ରୁ ୪ଦିନ ଦିନ ଓ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ରାଜଧାନୀ ଭୁବନେଶ୍ୱରରେ ଦିନବେଳା ତାପମାତ୍ରା ବଢିପାରେ । ଆରବ ସାଗରରୁ ପୂର୍ବ ଭାରତକୁ ଆର୍ଦ୍ରତା ପ୍ରବାହ ବନ୍ଦ ହେବାର ସମ୍ଭାବନା ରହିଛି । ଏହା
Read More...

ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ପାରଳାଖେମୁଣ୍ଡି ଗସ୍ତ

ଗଜପତି,୬/୩- ଜଗଦଗୁରୁ ୧୦୦୮ ସ୍ୱାମୀ ଶ୍ରୀକୃପାଳୁଜୀ ମହାରାଜଙ୍କ ଜନ୍ମ ଶତବର୍ଷିକୀ (୧୯୨୨-୨୦୨୨) ବିଶ୍ୱ ପାଳନ ଅଭିଯାନ ଅବସରରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଓଡିଶା ଗସ୍ତ ସମୟରେ ଗତକାଲି ଏକ ଦିବସୀୟ ପାରଳାଖେମୁଣ୍ଡି ଗସ୍ତ କରିଥିଲେ । ରାଧାଗୋବିନ୍ଦ ଧାମ ଠାରେ
Read More...

ପାରଳାଖେମୁଣ୍ଡି ପୌର ପରିଷଦ: ତୃତୀୟ ଦିନରେ ୩ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ଗଜପତି,୬/୩- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଏକ ସର୍ବପୁରାତନ ପୌର ପରିଷଦ ଅଟେ । ପୌର ନିର୍ବାଚନ ସକାଶେ ଚଳିତ ୨ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ପାର୍ଥିପତ୍ର ଦାଖଲ ରହିଛି । ଚଳିତଥର ପୌର ଅଧ୍ୟକ୍ଷ ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଏ ନେଇ ପାରଳାଖେମୁଣ୍ଡି ପୌର ପରିଷଦ ପୌର
Read More...

ସୁବର୍ଣ୍ଣପୁରର ଜଳପରି ଅର୍ପିତାକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର, ୫/୩ - ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ନିବାସୀ ପ୍ରଶାନ୍ତ ସେଠୀ ଓ ରଶ୍ମିତା ସେଠୀଙ୍କ ଝିଅ ରାଧାରାଣୀ ରାଜେଶ୍ୱରୀ ସେଠୀ ଓରଫ୍‌ ଅର୍ପିତା ସେଠୀ(୬) ଏତେ ଛୋଟ ବୟସରୁ ନିଜର ସନ୍ତରଣ ପ୍ରତିଭା ଯୋଗୁଁ ନିଜକୁ ଏକ ଦକ୍ଷ ଜଳପରି ଭଳି ପ୍ରତିପାଦନ କରିପାରିଛନ୍ତି
Read More...