Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଦଳାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ
ଗଞ୍ଜାମ, ୫/୩: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଦଣ୍ଡିସ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରବାଦ ପୁରୁଷ ବିଜୁ ଜନ୍ମଜୟନ୍ତୀ ବହୁ ଆଡମ୍ବର ସହ ପାଳନ କରାଯାଇଛି । ପ୍ରଥମେ କୋଦଳା କଲ୍ୟାଣ ମଣ୍ଡପ ନିକଟରୁ ଶହଶହ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାକରି ମନ୍ଦିର ନିକଟରେ ପହଞ୍ଚି ସେଠାରେ ଏକ ସଭାର!-->…
Read More...
Read More...
ଘୁ.ଉଦୟଗିରି ନଗର ବିଜେଡି ପକ୍ଷରୁ ବିଜୁପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ
ଘୁ ଉଦୟଗିରି,୫/୩ :ଘୁ.ଉଦୟଗିରି ନଗର ବିଜେଡି ପକ୍ଷରୁ ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରିର ନଗର ବିଜେଡିର କର୍ମୀମାନେ ଉପସ୍ଥିତ ରହି ପ୍ରଥମେ ଘୁ.ଉଦୟଗିରିସ୍ଥିତ!-->…
Read More...
Read More...
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀ ପାଳିତ
ବାଲିଗୁଡ଼ା,୫/୩: ଝଡ଼ର ଇଗଲ୍ ସେ । ଆଜି ପ୍ରବାଦ ପୁରୁଷ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପାଳନ ହୋଇଯାଇଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ, ବାଲିଗୁଡ଼ା, କୋଟଗଡ଼ ଓ ତୁମୁଡ଼ିବନ୍ଧ ଚାରୋଟି ବ୍ଲକରେ!-->…
Read More...
Read More...
ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ଜୟନ୍ତୀ ପାଳିତ
ଗଜପତି,୫/୩- ଉତ୍କଳର ମଣି ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ ଛକ!-->…
Read More...
Read More...
ବୌଦ୍ଧ: ଚତୁର୍ଥ ଦିନରେ ୧୭ ସେଟ୍ ଫର୍ମ ବିକ୍ରି
ବୌଦ୍ଧ,୫/୩- ପୌର ନିର୍ବାଚନ ପାଇଁ ଆଜି ଚତୁର୍ଥ ଦିନରେ ୧୭ ସେଟ୍ ଫର୍ମ ବିକ୍ରି ହୋଇଥିବାବେଳେ ଗୋଟିଏ ବି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ । ଅଧ୍ୟକ୍ଷ ପଦବୀ ପାଇଁ ୨ଜଣ ପ୍ରାର୍ଥୀ ରେବତୀ ବେହେରା ଓ ପ୍ରେମାନନ୍ଦ ମିଶ୍ର ନାମାଙ୍କନ ପତ୍ର କିଣିଥିବାବେଳେ ୱାର୍ଡମେମ୍ବର ପଦବୀ ପାଇଁ ମାଳିସାହି!-->…
Read More...
Read More...
ଜିଲ୍ଲା କଂଗ୍ରେସ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା
ଭୁବନେଶ୍ୱର : ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜିମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି!-->…
Read More...
Read More...
୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସୋଲାର ଲ୍ୟାମ୍ପ, ରେଡ଼ିଓ ବଣ୍ଟନ
ଫୁଲବାଣୀ/ବାଲିଗୁଡା: ୧୨୭ ବାଟାଲିୟନ ସିଆରପିଏଫ ଥାନା ଗୋଛପଡା ଅନ୍ତର୍ଗତ ବାଳନ୍ଦାପଡ଼ା ଠାରେ ଆଣ୍ଟି ନକ୍ସଲ ଡିଉଟି ପାଇଁ ନିୟୋଜିତ ହୋଇଥିଲା । ବାଟାଲିୟନ ପକ୍ଷରୁ ବାଳନ୍ଦାପଡା ପଂଚାୟତ, ଲୁଇସିଙ୍ଗ ପଂଚାୟତ ତଥା କୁଇରମାଣ୍ଡୁ ପଂଚାୟତ ଗାଁ ର ଅଭାବି ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ,!-->…
Read More...
Read More...
ଜାତୀୟ ବିଜ୍ଞାନ ଦିବସ ପାଳିତ
ସୁବର୍ଣ୍ଣପୁର : ସୋନପୁର ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ପ୍ରସନ୍ନ କୁମାର ସାହୁଙ୍କ ପୌରହିତ୍ୟରେ ଏକ ସଭା ଆୟୋଜନ ହୋଇଥିଲା ଯେଉଁ ଥିରେ କି ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ କିପରି ବୈଜ୍ଞାନିକ ସ୍ୱଭାବକୁ ଅତି ମାତ୍ରାରେ!-->…
Read More...
Read More...
ଦୁଃଖଦ : ଜ୍ୱାଇଁଙ୍କ ଆଗରେ ଚାଲିଗଲା ଶାଶୂଙ୍କ ଜୀବନ
ଚଣ୍ଡିଖୋଲ,୪/୩ : ରାଜ୍ୟରେ ସଡ଼କ ଦୁର୍ଘଟଣା ଅତି ଉଦବେଗଜନକଭାବେ ବଢିଚାଲିଛି । ବେପରୁଆ ଗାଡ଼ିଚାଳନାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ବି ତାହା ସମ୍ଭବ ହୋଇପାରୁ ନାହିଁ । ଯେତେ ସତର୍କରେ ଗଲେ ମଧ୍ୟ ଅନ୍ୟ ଗାଡ଼ିଗୁଡ଼ିକ ଧକ୍କା ଦେଇ ଜୀବନ ନେଉଛନ୍ତି । ଆଜି ସେହିଭଳି ଏଖ ଦୁର୍ଘଟଣା ଘଟିଛି!-->…
Read More...
Read More...
ବିଜେଡିରେ ଯୋଗଦେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ
ଭୁବନେଶ୍ୱର : ପୌର ନିର୍ବାଚନ ପୂର୍ବରୁ ପୁଣି ଥରେ ବିଭିନ୍ନ ରାଜନୈତିକ ଦଳର ମିଶ୍ରଣ ପର୍ବ ଆରମ୍ଭ ହୋଇଗଲାଣି । ଆଜି ଶାସକ ବିଜୁ ଜନତା ଦଳ(ବିଜେଡି)ରେ ଦେବଗଡର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ!-->…
Read More...
Read More...