Browsing Category

ରାଜ୍ୟ

ସଂରକ୍ଷଣରୁ ବାଦ୍‌ ପ୍ରତିବାଦରେ ସୁନାମୁଦି ପଞ୍ଚାୟତରେ ତାଲା

ପାଟଣାଗଡ଼ : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରଂକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସୁନାମୁଦି ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସରଂକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ
Read More...

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନର ପରିବର୍ତ୍ତନ କରିଛନ୍ତି । ବଡଧରଣର ସମାବେଶ ଉପରେ ଲଗାଇଛନ୍ତି କଟକଣା । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ପ୍ରାଧାନ୍ୟ । ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ
Read More...

ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକସଭା

ପାରଳାଖେମୁଣ୍ଡି : ଓଡ଼ିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରାଜାଙ୍କ ମହଲ ଠାରେ ତାଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଆୟୋଜିତ ହୋଇଥିଲା । ତାଙ୍କ ଆତ୍ମାର ସତଗତି
Read More...

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ କୃଷକମାନଙ୍କର ବିକ୍ଷୋଭ ଓ ଗଣଧାରଣା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟଙ୍କ ନେତୃତ୍ୱରେ ସହରର ଫାୟାର ଷ୍ଟେସନ ଛକଠାରୁ କୃଷକମାନେ ବିଭିନ୍ନ ସ୍ଲୋଗାନ ଓ ନାରାବାଜି ଦେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ
Read More...

ବିହନ ଉତ୍ପାଦନ ଓ ପନିପରିବା ବିକ୍ରିବଟା ନିମନ୍ତେ ବୈଠକ

ଗଞ୍ଜାମ : ରିଜିଲିୟସ ପ୍ରକଳ୍ପ ଅଧୀନରେ ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଠାରେ ପ୍ରତିଷ୍ଠା କରାଯାଇଥିବା ସ୍ମାର୍ଟଟେକ୍‌ ଫାର୍ମରସ୍‌ ପ୍ରମୋଟର କମ୍ପାନୀ ଲିମିଟେଡ଼ ଓ ସ୍ୱାମୀନାଥନ ଫାଉଣ୍ଡେସନ ମିଳିତ ସହଯୋଗରେବିଭିନ୍ନ ଶସ୍ୟର ବିହନ ଉତ୍ପାଦନ ଓ ପନିପରିବା ବିକ୍ରୀବଟା ନିମନ୍ତେ ପ୍ରାଇଭେଟ୍‌
Read More...

ରାଜ୍ୟରେ ଆଉ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂକ୍ୟା ବଢିବାରେ ଲାଗିଛି । ଆଜି ପୁଣି କରୋନାର ନୂଆ ଭୁତାଣୁ ଓମିକ୍ରନରେ ୬୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ସୂଚନା ଦେଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୭୦ ଜଣ
Read More...

ରୋଗୀ ସଂଖ୍ୟା ଦେଖି ବେଡ ସଂଖ୍ୟା ବଢ଼ାଯିବ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଆସନ୍ତା ୨ ମାସ କରୋନା ସଂକ୍ରମଣ ବଢ଼ିକି ରହିବ । ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୪ରୁ ୫ଟି ଜିଲ୍ଲାରେ ଟିପିଆର ଅଧିକ
Read More...

ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ୱେଷ୍ଟଇଣ୍ଡିଜରେ ଅଣ୍ଡର -୧୯ ବିଶ୍ୱକପ ଆରମ୍ଭ ହେବ । ଭାରତକୁ ଜାନୁଆରୀ ୧୫ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ପଡିବ । ଅଣ୍ଡର -୧୯ ବିଶ୍ୱକପର କ୍ରମାଗତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତ ଜିତିଛି । ଅଭ୍ୟାସ ମ୍ୟାଚରେ ଭାରତ
Read More...

ଅର୍ଦ୍ଧ ନିର୍ମିତ ବିଶ୍ରାମାଗାର ପୂର୍ଣ୍ଣ ହେବ କେବେ ?

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିରୁକୁଡି ଗ୍ରାମ ପଞ୍ଚାୟତର ଖଉମୁଣ୍ଡା ଛକରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଯାତ୍ରୀ ବିଶ୍ରାମାଗାର ଅର୍ଦ୍ଧ ନିର୍ମାଣ ହୋଇ ପଡିରହିଛି । ନିର୍ବାହୀ ଅଧିକାରୀ ପିରିକୁଡିଙ୍କୁ ପଚାରିବାରୁ ତାଙ୍କ ଜ୍ଞାତରେ ନାହିଁ କହୁଛନ୍ତି । ଯେଉଁ
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ପୋସ୍କ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାସ୍କରଚନ୍ଦ୍ର ସାହୁ ଆଜି ଏକ ୫ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ୧୪ ଜଣ ସାଖିଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ପିଡୀତାଙ୍କ
Read More...