Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହାଟବସାଇ ବାଟ ବିଗାଡିଲା ପୌର ପ୍ରଶାସନ, ଅସରାଏ ବର୍ଷାରେ ଦୈନିକ ହାଟର ଅବସ୍ଥା ବେହାଲ
ସୁବର୍ଣ୍ଣପୁର : ତରବରିଆ ଭାବେ ରାସ୍ତା କଡ଼ରେ ବସୁଥିବା ହାଟ ଉଠାଇ ଛଅ ଦିନ ପୂର୍ବରୁ ବ୍ଲକଛକ ଡିଏଓ କଲୋନୀ ପଛପଟ ରାସ୍ତା କଡରେ ପୌର ପ୍ରଶାସନ ଆରମ୍ଭ କରାଇଥିଲା ଦୈନିକ ହାଟ । ତେବେ ସପ୍ତାଏ ମଧ୍ୟରେ ସେହି ହାଟର ଅବସ୍ଥା ବେହାଲ ହୋଇଯାଇଛି । ଅସରାଏ ବର୍ଷାରେ ହାଟ ଭିତରେ ପାଣି କାଦୁଅ!-->…
Read More...
Read More...
ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ
ଭୁବନେଶ୍ୱର ୧୩।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୬୦୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ଫୁଲବାଣୀ କୋର୍ଟ ପରିସରକୁ କୋଭିଡ ଗାଇଡ଼ଲାଇନରେ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି
ଫୁଲବାଣୀ: କନ୍ଧମାଳରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟର ଓକିଲ ସଂଘର ସଭାପତି ସିଧେଶ୍ୱର ଦାଶ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟଙ୍କ ଏକ ଆପାତକାଳୀନ ବୈଠକ ଡକାଇ କୋର୍ଟ କାର୍ଯ୍ୟ!-->…
Read More...
Read More...
ଅସନ୍ତାକାଲିଠୁ ୫ ଦିନ ବନ୍ଦ ରହିବ ହାଇକୋର୍ଟ
କଟକ : ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଦୃଷ୍ଟିରୁ ଆସନ୍ତାକାଲି ଠାରୁ ହାଇକୋର୍ଟ ୫ ଦିନ ରହିବ । ଏହି ନିଷ୍ପତ୍ତି ଅନୁଯାୟୀ,ହାଇକୋର୍ଟ ଆସନ୍ତା ୧୭ ତରିଖ ଯାଏ ବନ୍ଦ ରହିବ । ହାଇକୋର୍ଟ ରେଜିଷ୍ଟ୍ରାର!-->…
Read More...
Read More...
ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୋଗାଣ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ହତାଶ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ଚଢେଇପଙ୍କ ବାବା ମଠ ଠାରେ ଥିବା ବିର୍ଶାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ବୈମାତୃକ ମନୋଭାବ ଯୋଗୁଁ ସେଠିକାର ସ୍ଥାନୀୟ ଚାଷୀ ହତାଶ ହୋଇପଡିଛନ୍ତି ।ଏଠାରେ ଚାଷୀଙ୍କ ପାଇଁ ଏସଏଚଜି ଓ ପ୍ରଶାସନର ବ୍ୟବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବାଉଁଶରେ ତିଆରି!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ୧୨ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୨ା୧: ଆଜି ବୌଦ୍ଧଜିଲ୍ଲାରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି । ଆଜିର ୧୨ଜଣ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୨୦ରେ ପହଞ୍ଚିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ!-->…
Read More...
Read More...
ଘୁ.ଉଦୟଗିରି ଅଞ୍ଚଳରେ ଫେରିଲା କଣ୍ଟେନମେଣ୍ଟ ଜୋନ୍
ଘୁ.ଉଦୟଗିରି : କରୋନାର ତୃତୀୟ ଲହର ଏକ ପ୍ରକାର ଆରମ୍ଭ ହେଇଯାଇଥିବା ବେଳେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢିଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହେ ଭିତରେ ଜଣେ ଦୁଇଜଣରୁ ବୃଦ୍ଧି ହୋଇ ଚାରିଜଣ!-->…
Read More...
Read More...
କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ
ବୌଦ୍ଧ,୧୨ା୧: ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ!-->…
Read More...
Read More...
ପୁରୀ ପୋଲିସକୁ ପୁଣି ବଡ଼ ସଫଳତା,୧୨୦ଗ୍ରାମ ବ୍ରାଉନସୁଗାର ଜବତ
ପୁରୀ : ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା । ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ୱାରା ୧୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଲୋକନାଥ ରୋଡ଼ ଜଙ୍ଗଲ ନିକଟରୁ ୫ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଏଥିସହ ୪୦୦୦ ଟଙ୍କା, ୪ଟି ମୋବାଇଲ,ଦୁଇଟି ବାଇକ ଜବତ କରାଯାଇଛି ।!-->…
Read More...
Read More...
କରୋନର ତୃତୀୟ ଲହର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତତ୍ପର
ସୁବର୍ଣ୍ଣପୁର: କରୋନର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ଗ୍ରହଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୩୫୩ ଟି ଆକ୍ଟିଭ କେସ ଚିହ୍ନଟ ହେଇଥିବା ବେଳେ ୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ୧୮୫୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା!-->…
Read More...
Read More...