Browsing Category

ରାଜ୍ୟ

ପୁଷ୍ଟିଜନିତ ସମସ୍ୟାର ସମାଧାନ ଓ ଅପପୁଷ୍ଟିକୁ ଦୂର କରିବା ନିମନ୍ତେ ତାଲିମ ଶିବିର

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଜୀବିକା ମିଶନ ଶକ୍ତି ପକ୍ଷରୁ ସହଭାଗି ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଗାଁରେ ଥିବା ପୁଷ୍ଟି ଜନିତ ସମସ୍ୟାର ଚିହ୍ନଟ କରିବା ଓ ସାମୂହିକ ଉଦ୍ୟମରେ ତାର ଉପଯୁକ୍ତ ସମାଧାନ କରି ଅପପୁଷ୍ଟିକୁ ଦୂର କରିବା ଉପରେ ଦୁଇ ଦିନିଆ ତାଲିମ ଶିବିର
Read More...

ଆସନ୍ତାକାଲି ବନ୍ଦ ରହିବ ମା ତାରିଣୀ ମନ୍ଦିର

କେନ୍ଦୁଝର : ଆସନ୍ତାକାଲି ମା ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏ ନେଇ ମା ତାରିଣୀ ଠାକୁରାଣୀ ଟେମ୍ପୁଲ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ମକର ସଂକ୍ରାନ୍ତୀ ଥିବାରୁ ମନ୍ଦିରରେ ଗହଳି ବଢିବାର ଆଶଙ୍କା ରହିଛି । ତେଣୁ ଏହାକୁ ଆଖି ଆଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...

ମା ବାଟ ପନ୍ଥେଇଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ଦଶପଲ୍ଲା,୧୩/୧: - ନୟାଗଡ ଜିଲ୍ଲା ଗଣିଆ ବ୍ଳକ ଆଦିବାସୀ ବହୁଳ , ବଣପାହାଡ଼ ଘେରା , ବଡ଼ସିଲିଙ୍ଗା ଗ୍ରାମ ପଞ୍ଚାୟତର ଆରାଧ୍ୟ ଦେବୀ ମା ' ବାଟପନ୍ଥେଇଙ୍କର ବାର୍ଷିକ ପୂଜା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅଧିବାସ କର୍ମପରେ , ବୁଧବାର ଅପରାହ୍ନରେ ଆଦିବାସୀ ସଂପ୍ରଦାୟର
Read More...

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା

ଫୁଲବାଣୀ,୧୩/୧- କରୋନାରେ ମୃତ୍ୟୁବରଣ କରିଥିବା କନ୍ଧମାଳ ଜିଲ୍ଲାର ନୂଆଗାଁ ବ୍ଳକ ଅଞ୍ଚଳର ସାମ୍ବାଦିକ ସୁଦାମ ନାୟକଙ୍କ କରୋନାରେ ମୃତ୍ୟୁ ହୋଇଥିଲା ସେ ପ୍ରମେୟ ଖବର କାଗଜର ବ୍ଳକ ପ୍ରତିନିଧି ଥିଲେ । ବୁଧବାର ମୃତ ସୁଦାମ ନାୟକଙ୍କ ପତ୍ନୀ ଲିଲିମା ନାଏକଙ୍କୁ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ
Read More...

ଓଡିଶାରେ ଦିନକୁ ଚିହ୍ନଟ ହେବେ ୩୦ହଜାର ପଜିଟିଭ !

ଭୁବନେଶ୍ୱର : ଆଗାମୀ ୩ ରୁ ୪ ସପ୍ତାହ ମଧ୍ୟରେ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ଓମିକ୍ରନ । ଓଡ଼ିଶାରେ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତାଜନକ ହେବ । ପ୍ରତେକ ଦିନ ପାଖାପାଖି ୩୦ ହଜାର ପଜିଟିଭ କେସ ରାଜ୍ୟରେ ଆସିବ ବୋଲି କହିଛନ୍ତି ସମ ହସ୍ପିଟାଲର ଡିନ ତଥା ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ
Read More...

ବିଶିଷ୍ଟ ସମାଜସେବୀ ବିଜୟ କୁମାର ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ସ୍ଥାନୀୟ ଉତ୍କଳ ହିତେଇସେଣୀ ସମାଜ ସଭାଗୃହରେ ପାରଳା ତଥା ଗୁରାଣ୍ଡି ନିବାସୀ ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ୮୨ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତ୍ରୀରେ ବ୍ରହ୍ମପୁର ପ୍ରସ୍ତାବିତ ଜରୁରୀ ଚିକିତ୍ସା ଯିବା ଅବସରରେ ଦେହାନ୍ତ ହୋଇସାରିଛନ୍ତି । ଜଣେ ମିଷ୍ଟ ଭାଷୀ,
Read More...

ପୁରୀ ପୌରସଂସ୍ଥା ପକ୍ଷରୁ ସଫେଇ କର୍ମୀ ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା

ପୁରୀ : ପୁରୀ ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବାକୁ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ସହରକୁ ସ୍ୱଚ୍ଛ ରଖିବାକୁ ପୌରସଂସ୍ଥା ସହ ସହରବାସୀଙ୍କ ଯୋଗଦାନ ରହିଛି । ଏହି
Read More...

“ସେବା ଉତ୍ସବ ସମିତି’ ପକ୍ଷରୁ ମିନି ମାରାଥନ

ଦଶପଲ୍ଲା : ଯୁବ ପିଢ଼ି ହେଉଛନ୍ତି ଆମ ଦେଶର ଶକ୍ତି । ଯୁବକଙ୍କୁ ବାଦ ଦେଇ ଦେଶର ବିକାଶ କଥା ଚିନ୍ତା କରିବା ବୋଧହୁଏ ଅସମ୍ଭବ । ତେଣୁ ଜଳବାୟୁ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶର ଯୁବପିଢ଼ିଙ୍କୁ ଏକାଠି ହେବାକୁ ପଡ଼ିବ । ନୟାଗଡ଼ ଜିଲ୍ଲା ‘ସେବା ଉତ୍ସବ ସମିତି’ ପକ୍ଷରୁ ନୟାଗଡ଼
Read More...

ଗିରଫ୍‌ ହେଲେ ମି-୪୨୦, କାର୍‌ ସହ ଦୁଇ ଲକ୍ଷ ଟଙ୍କା ଜବତ

ଦଶପଲ୍ଲା : ବହୁ ଶିକ୍ଷିତ ବେକାର୍‌ ଯୁବକଯୁବତୀଙ୍କୁ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଠକୁଥିବା ଅଭିଯୋଗରେ ରଣପୁର ପୋଲିସ ଜଣେ ଯୁବକକୁ ଗିରଫ କରିଛି । ତାଙ୍କ ଠାରୁ ଏକ କାର୍‌ ସହ ଦୁଇ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ରଣପୁର ଥାନା ଅନ୍ତର୍ଗତ ହଂସରା ଗ୍ରାମର ରାଜୀବ
Read More...

୧୮ ଆଇନଜୀବୀ ପାଇଲେ ସରକାରୀ ନିଯୁକ୍ତି

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଆଇନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦ୍ରଭୁବନ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର ,
Read More...