Browsing Category

ରାଜ୍ୟ

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୨୩୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୦।୧୧ : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୦ଜଣ
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ। ଆସନ୍ତାକାଲି ୱେବସାଇଟ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।  ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫ ଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
Read More...

ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମରେ ଗଙ୍ଗା ଆରତୀ ସମାରୋହ

ସୁବର୍ଣ୍ଣପୁର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ସଙ୍ଗମ ଆଳତୀ କମିଟି ପକ୍ଷରୁ ସନ୍ଧ୍ୟା ୭ ଘଣ୍ଟା ସମୟରେ ମହାନଦୀ ତ୍ରିବେଣୀ ସଙ୍ଗମରେ ସଙ୍ଗମ ଆରତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଙ୍ଗରଗଡ଼ ମଠର ମଠାଧୀଶ ମହନ୍ତ ଶ୍ରୀ ଶ୍ରୀ ଗିରିବର ଦାସ ମୁଖ୍ୟ ଅତିଥି
Read More...

ଚାଇଲ୍ଡ଼ ଲାଇନ ବୌଦ୍ଧ ପକ୍ଷରୁ ବନ୍ଧୁତା ଦିବସ ପାଳିତ

ବୌଦ୍ଧ : ଚାଇଲ୍ଡ଼ ଲାଇନ ବୌଦ୍ଧ ପକ୍ଷରୁ ଆଦର୍ଶ ପୋଲିସ ଥାନାରେ ଶିଶୁ ଦିବସ ଉପଲକ୍ଷେ ଚାଇଲ୍ଡ଼ଲାଇନେ ସହ ବନ୍ଧୁତା ଦିବସ ପାଳନ କରାଯାଇଛି । ଏହି ସମୟରେ ଶିଶୁମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ବୌଦ୍ଧର ଆଇଆଇସି ତାପସ୍ୱିନୀ କହଁରଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନଙ୍କୁ ଚାଇଲ୍ଡ଼ ଲାଇନର
Read More...

ଆସନ୍ତାକାଲି ଦେଶବ୍ୟାପୀ କଂଗ୍ରେସ ପାଳିବ “କିଷାନ ବିଜୟ ଦିବସ’

ନୂଆଦିଲ୍ଲୀ : ଆସନ୍ତାକାଲି ତଥା ଶନିବାର ଦିନ କଂଗ୍ରେସ ସମଗ୍ର ଦେଶରେ "କିଷାନ ବିଜୟ ଦିବସ' ପାଳନ କରିବା ସହ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବାର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ବୈଠକ ଆୟୋଜନ କରିବ । ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ
Read More...

ଜହ୍ନାପଙ୍କରେ ରାମାୟଣ ପାରାୟଣ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମାୟଣ ପାରାୟଣର ଆରଣ୍ୟକ କାଣ୍ଡ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସ ଭାବେ ବିଶ୍ୱ କଲ୍ୟାଣ ପୂଜାହାରୀ କର୍ତ୍ତାଭାବେ ଅମିତ ପ୍ରଧାନ ଓ ପୁଷ୍ପାଞ୍ଜଳି ବେହେରା ଦାୟିତ୍ୱ ତୁଲାଇଥିବା
Read More...

ନାଟ୍ୟକଥାରେ ପାରଳାର ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ

ପାରଳାଖେମୁଣ୍ଡି : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସଂଗଠନ ଢେଙ୍କାନାଳର ଅଲ୍ଟର୍ନେଟିଭ ରିଦମ ଥିଏଟର ଦ୍ୱାରା ଆୟୋଜିତ ନାଟ୍ୟକଥାରେ ପାରଳାଖେମୁଣ୍ଡିର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ । ନାଟ୍ୟକଥା ଦୀର୍ଘ ଏକ ବର୍ଷ ଧରିହେଉଛି, ଏଥିରେ ଅନଲାଇନ ମାଧ୍ୟମରେ
Read More...

କବି ନୃସିଂହାନନ୍ଦ ମହାପାତ୍ର ସମ୍ୱର୍ଦ୍ଧିତ

ଫୁଲବାଣୀ :କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ, ଶିକ୍ଷାବିତ ଶ୍ରୀ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀଠାରେ ସୁଲେଖା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ତାର ୪୧ତମ ବାର୍ଷିକ ଉତ୍ସବ ଅବସରରେ ସମ୍ୱର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ
Read More...

ଦାରିଙ୍ଗବାଡିରେ କଂଗ୍ରେସର ଜନ ଜାଗରଣ ଅଭିଯାନ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ

ଦାରିଙ୍ଗବାଡି: ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତତ୍ପର ହୋଇ ଉଠୁଛନ୍ତି ରାଜନୈତିକ ଦଳ । ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୪ଙ୍କ ଜନ୍ମଦିବସ । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ଓ ଦରଦାମ
Read More...

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ସାଂସଦ, କାହିଁକି ଜାଣନ୍ତୁ

ଭୁବନେଶ୍ୱର,୧୯ ।୧୧: ୫ଟି ରାଜ୍ୟର ୪୪ଟି ଆକାଙ୍‍କ୍ଷୀ ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍‍ରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୦୯୪ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ନିଷ୍ପତ୍ତି
Read More...