Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାରର କଳା ବଜାରୀ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଶୂନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସାରର କଳା ବଜାରୀ ହେଉଥିବା ଅଭିଯୋଗ ସତ୍ତେ୍ୱ୍ୱ କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହାଁନ୍ତି ବିଭାଗୀୟ ଅଧିକାରୀମାନେ । ସାର ବସ୍ତାର ଏମ୍.ଆର.ପି ମୂଲ୍ୟ ଠାରୁ ଅଧିକା ଟଙ୍କା ନେଉଥିବା ସତ୍ତେ୍ୱବିଭାଗୀୟ ଅଧିକାରୀଙ୍କୁ!-->…
Read More...
Read More...
ନୂଆ କେରାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କଲେ ଏମ୍.ରବି କୁମାର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଏମ୍.ରବି କୁମାର ଦାୟିତ୍ୱ ଗ୍ରହଣ କରିଥିବାର ଜଣାପଡ଼ିଛି । ସେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ସଦାନନ୍ଦ ପାତ୍ରଙ୍କ!-->…
Read More...
Read More...
୧୪ତମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ସମାପନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ କରୋନେସନ ପଡିଆ ସ୍ଥିତ ଆଥଲେଟିକ ହଲଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଦ୍ୱାରା ୧୪ ତମ କଲର ବେଲ୍ଟ ପରୀକ୍ଷା ସମାପନ ହେଇଯାଇଛି । ଏହି ପରୀକ୍ଷାରେ ୩୭ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ ।ସେଥିମଧ୍ୟରୁ ୮ ଜଣ ହଳଦିଆ କଲର, ୧୭ଜଣ!-->…
Read More...
Read More...
ଦିବ୍ୟଶଙ୍କର ମିଶ୍ରଙ୍କ ଗାଡି ଉପରକୁ ଅଣ୍ଡାମାଡ, ବିଜେପି-ବିଜେଡି କର୍ମୀ ଧସ୍ତାଧସ୍ତି
ଜୁନାଗଡ଼: ମମିତା ମେହେର ମୃତୁ୍ୟ ମାମଲାକୁ ନେଇ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତ କିଛି ଦିନ ହେଲା ବାରମ୍ବାର ବିରୋଧୀଙ୍କ ଅକ୍ରୋଶର ଶିକାର ହେଉଆସୁଛନ୍ତି । ଗତ କିଛି ଦିନହେଲା ତାଙ୍କୁ ବିଭିନ୍ନ ସ୍ଥାନରେ କଳାପତକା ପ୍ରଦର୍ଶନ କରାଯାଉଥିବାବେଳେ ଆଜି ଜୁନାଗଡ଼ରେ ତାଙ୍କ ଗାଡ଼ିକୁ!-->…
Read More...
Read More...
ଜାଭେଲିନ ଥ୍ରୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା
ପୁରୀ : ବ୍ରହ୍ମଗିରିର ଜାଭେଲିନ ଥ୍ରୋ ଖେଳାଳି କିଶୋର କୁମାର ଜେନାଙ୍କୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସମ୍ବର୍ଦ୍ଧିତ କରିଛନ୍ତି । ସେ ଗତ ମାସ ଅକ୍ଟୋବର ୨୩ ଓ ୨୪ ତାରିଖରେ ନୂଆଦିଲ୍ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଓପେନ ଆଥେଲେଟିକ ମିଟ୍-୨୦୨୧ରେ ସେ ପ୍ରତିନିଧିତ୍ୱ!-->…
Read More...
Read More...
ପଦ୍ମ ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ,ପାର୍ଟି ନୁହେଁ ବାଛିଲେ ମାଟି
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ପାଣ୍ଡବ ସାହୁ ଦଳ ଛାଡିଛନ୍ତି । ଏ ନେଇ ସେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଦଳ ଛାଡିବା ନେଇ ମହାରାଣୀ ସାଂସଦ ସଙ୍ଗୀତା!-->…
Read More...
Read More...
ଜାଡ଼ରେ ଥରୁଛି ଦଶପଲ୍ଲା
ଦଶପଲ୍ଲା :ଦିନକୁ ଦିନ ଦଶପଲ୍ଲା ମାଳ ଅଂଚଳରେ ଶୀତର ପ୍ରକୋପ ବୃଦ୍ଧି ପାଉଛି । ପ୍ରତିଦିନ ପାରଦ ନିମ୍ନଗାମୀ ହେଉଥିବା ବେଳେ ଥଣ୍ଡା ବୃଦ୍ଧି ପାଉଛି । ରବିବାର ଦିନ ସକାଳ ୬ ଘଟିକା ସମୟରେ ସର୍ବନିମ୍ନ ତାପମାତ୍ରା ୧୨.୫ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଶନିବାର ଦିନ ତାପମାତ୍ରା ୧୫!-->…
Read More...
Read More...
ସତ୍ୟସାଇ ସେବା ସମିତି,ତରଫରୁ ବାଳାଶ୍ରମରେ ଦୀପାବଳି ପାଳିତ
ଫୁଲବାଣୀ : ଶ୍ରୀ ସତ୍ୟସାଇ ସେବା ସମିତି,ଫୁଲବାଣୀ ତରଫରୁ ସ୍ଥାନୀୟ ଗୋପବନ୍ଧୁ ବାଳାଶ୍ରମରେ ଦୀପାବଳି ଉତ୍ସବ ପାଳନ ଏକ ନିଆରା ଢଙ୍ଗରେ କରାଯାଇଛି । ସମସ୍ତ ୫୦ଜଣ ଅନ୍ତେବାସୀଙ୍କୁ ସମିତି ପକ୍ଷରୁ ମିଠା ଓ ବିସ୍କୁଟ ବଣ୍ଟନ କରାଯିବା ସହିତ ସାବୁନ୍ ଓ ପାଣିରେ ହାତ ଧୋଇବାର ଗୁରୁତ୍ୱ ବିଷୟରେ!-->…
Read More...
Read More...
ଗାଡିସହ ଚୋରାକାଠ ଜବତ୍, ଜଣେ ଗିରଫ୍
ଦଶପଲ୍ଲା : ଦଶପଲ୍ଲା ବନ ବିଭାଗକୁ ଗତକାଲି ଏକ ବଡ଼ଧରଣର ସଫଳତା ମିଳିଛି । ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ପୋଖରୀଗୋଛା ଫରେଷ୍ଟର ଶୁଭେନ୍ଦୁ ନାୟକଙ୍କ ନେତୃତ୍ୱରେ ବନବିଭାଗ ଟିମ୍ ଚଢାଉ କରି ସୁନାଦେଇ ଠାକୁରାଣୀ ମନ୍ଦିର ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର!-->…
Read More...
Read More...
ଆସନ୍ତାକାଲି ନୂଆପଡ଼ା ଜିଲ୍ଲାବାସୀଙ୍କୁ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା: ନଭେମ୍ବର ୮ ତାରିଖରେ ନୂଆପଡ଼ା ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ମିଳିବ । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ!-->…
Read More...
Read More...