Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୪୫ ଜଣ ଲୋକାଲ୍!-->…
Read More...
Read More...
ବୌଦ୍ଧଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା
ବୌଦ୍ଧ,୬/୧୦- ଉତ୍ତରପ୍ରଦେଶ ଲଖନପୁର ଠାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ତିନୋଟି କଳା ଆଇନକୁ ବିରୋଧକରି ସତ୍ୟାଗ୍ରହ କରୁଥିବା ସମୟରେ କେନ୍ଦ୍ରରେ ଥିବା ସରକାରର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ସତ୍ୟାଗ୍ରହୀ ଚାଷୀଙ୍କ ଉପରେ ଜିପ ଓ କାର ଚଢାଇ!-->…
Read More...
Read More...
କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ବାଲିଗୁଡ଼ା,୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗକୁ ମିଳିଛି ବଡ଼ ସଫଳତା । ଛଦ୍ମବେଶରେ ଗ୍ରାହକ ସାଜି ବାଘ ଛାଲ ବେପାରିକୁ ମାଡ଼ିବସିଲା ବନବିଭାଗ । ବାଲିଗୁଡ଼ା ବନଖଣ୍ଡ କ.ନୁଆଗାଁ ବନାଞ୍ଚଳର ସିର୍ତ୍ତିଗୁଡ଼ାରେ ଏସ୍ ଟିଏଫ୍ ଓ ବନବିଭାଗର ମିଳିତ ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘ!-->…
Read More...
Read More...
ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ତରଫରୁ ସମୁହ ତିଳତର୍ପଣ
ବୌଦ୍ଧ,୬/୧୦- ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ତରଫରୁ ଆଜି ସମୁହ ତିଳତର୍ପଣ କରାଯାଇଛି । ଏହି ଅନୁଷ୍ଠାନ ତରଫରୁ ଯେତେସବୁ ଅଜଣା ଅସହାୟ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇଛି ଓ କରୋନା ଜନିତ ଅପମୃତ୍ୟୁ ବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷ ଓ ହାତୀକୁ ବଞ୍ଚାଇବାକୁ!-->…
Read More...
Read More...
ବିିଶ୍ୱ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସଙ୍କୁ ବ୍ରୋଞ୍ଜ ପଦକ : ସୁବର୍ଣ୍ଣପୁର ଜିଲ୍ଲା ସାରା ଖୁସିର ଲହରୀ
ସୁବର୍ଣ୍ଣପୁର,୬/୧୦- ବିଦେଶ ମାଟିରେ କମାଲ ଦେଖାଇଲେ ଓଡିଆ ପୁଅ । ଜି-୧ ଓପନ ଆନ୍ତର୍ଜାତୀୟ ତାଇକୋଣ୍ଡୋ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ସୁବର୍ଣ୍ଣପୁର ମାଟିର ସୁନାପୁଅ ଏହେସାସ ହୋତା । ୟୁରୋପ ଆଲବାନିଆଁର ତାରାନାରେ ଗତ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜି-୧!-->…
Read More...
Read More...
ଦାବୀ ପୂରଣ ନେଇ ଏଫ ସି ଆଇ ଶ୍ରମିକ ସଂଗଠନର ଅନିର୍ଦ୍ଦିଷ୍ଟ କାଳଯାଏଁ କାମ ବନ୍ଦ ଡାକରା
ଫୁଲବାଣୀ, ୬/୧୦- ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ଏଫସିଆଇର ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଶ୍ରମିକମାନେ ବିଭିନ୍ନ ବ୍ଲକ ଓ ପଂଚାୟତ ଆଦିକୁ ଏଠାରୁ ଯାଉଥିବା ଚାଉଳ ସବୁ ଲୋଡିଙ୍ଗ ଆଉ ଅନ ଲୋଡିଙ୍ଗ କରି ଦୁଇ ପଇସା ରୋଜ଼ଗାର କରିଥାନ୍ତି । ଏଥିରେ!-->…
Read More...
Read More...
ସୋଲାର ପାନୀୟଜଳ ପ୍ରକଳ୍ପ ପାଇଁ ସରପଞ୍ଚଙ୍କୁ ଦାବିପତ୍ର
ଜହ୍ନ ।ପଙ୍କ,୦୬/୧୦ : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କସ୍ଥିତ ଗନ୍ଧରାଡ଼ି ମହାବିଦ୍ୟାଳୟରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଆଜି ଆଞ୍ଚଳିକ ସଚେତନ ଯୁବ ସମାଜ ପକ୍ଷରୁ ମହାବିଦ୍ୟାଳୟରେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ପାଇଁ ଖୁଂଟବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ!-->…
Read More...
Read More...
ଟ୍ରେନ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ: ମୃତଦେହ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ କଲେ ପରିବାର
ଦାରିଙ୍ଗବାଡି,୬/୧୦: ନିଜ ଗାଁରେ କାମ ନମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ ଜଣେ ଯୁବକ । ହେଲେ ସେଠାରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ ଦେହ ଘରକୁ ଆଣିବା ପାଇଁ ପରିବାର ଲୋକ ପାଖରେ ନାହିଁ ଟଙ୍କା । ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିସୁବାଡି ଗ୍ରାମରେ ଦେଖିବାକୁ!-->…
Read More...
Read More...
ଶୁଣିଲାନି ପ୍ରଶାସନ କି ରାଜନେତା, ଗାଁକୁ ରାସ୍ତା କଲେ ଯୁବଗୋଷ୍ଠୀ
ଦଶପଲ୍ଲା,୬ ।୧୦- ଦଶପଲ୍ଲା ବ୍ଳକ୍ ନୂଆଗାଁ ପଞ୍ଚାୟତ ଅଫିସ୍ ଠାରୁ ଦଦରା ମାତ୍ର ୭ କିଲୋମିଟର ରାସ୍ତା । ବିଶେଷକରି ଗୁଣ୍ଡୁରିବାରୀ ଯିବା ମୁଖ୍ୟରାସ୍ତାରୁ ଦଦରା ଏବଂ କାଣିପୋଖରୀ ମାତ୍ର ୨ କିଲୋମିଟର । ଦୀର୍ଘଦିନ ଧରି ରାସ୍ତାଟିର ମାଟି ଧୋଇଯାଇ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ତା ପ୍ରତି!-->…
Read More...
Read More...
ସତର୍କ ରୁହ ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର : ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ କ୍ଷେତ୍ର । ୧୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଲଘୁଚାପ କ୍ଷେତ୍ର ଅଧିକ!-->…
Read More...
Read More...