Browsing Category

ରାଜ୍ୟ

ସୁବର୍ଣ୍ଣପୁର ଜିଲ୍ଲାରେ ଭାରତ ବନ୍ଦ୍‌ର ଜବରଦସ୍ତ ପ୍ରଭାବ ଅନୁଭୂତ

ସୁବର୍ଣ୍ଣପୁର,୨୭/୯- ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମନ୍ୱୟ ସମିତି ପକ୍ଷରୁ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଦିଆଯାଇଥିବା ଡାକରା ଯୋଗୁଁ ସମଗ୍ର ଜିଲ୍ଲାରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ
Read More...

ସ୍ୱତନ୍ତ୍ର କୀ’ବୋର୍ଡ ଉନ୍ମୋଚନ ସହିତ ସମ୍ବଲପୁରୀ ଲିପି ଦିନ ପାଳିତ

ସମ୍ବଲପୁର :ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ଠାରେ ବିଶେଷ ପୂଜାର୍ଚ୍ଚନା ସହିତ ଆଜିକାର ଦିନରେ ସମ୍ବଲପୁରୀ ଲିପି ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଏହି ଲିପି ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ଏକ କୀବୋର୍ଡର ମଧ୍ୟ ଉନ୍ମୋଚନ ହୋଇଥିଲା । ଯାହାକି ଉନ୍ମୋଚନ ପୂର୍ବରୁ
Read More...

ବିଷାକ୍ତ ସର୍ପ ଦଂଶନରେ ଯୁବକ ମୃତ

ଗଞ୍ଜାମ,୨୭/୯: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ କିଛି ଦିନ ତଳେ ଜଣେ ଯୁବକ ସିଦ୍ଧାନ୍ତ ପ୍ରଧାନ (୨୮)ବର୍ଷ ନିଜ ଜମିକୁ ସନ୍ଧ୍ୟା ସମୟରେ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲକୁ ନେଇଥିଲେ ସେଇଠାରେ
Read More...

ପୁରୀରେ ‘ଭାରତ ବନ୍ଦ’ର ଆଂଶିକ ପ୍ରଭାବ

ପୁରୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ ପ୍ରତ୍ୟାହାର, ଦରଦାମ ବୃଦ୍ଧି, ପେଟ୍ରୋଲ ଡିଜେଲର ଦରଦାମ ବୃଦ୍ଧି ବିରୋଧରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି । ବାମପନ୍ଥୀ ଦଳ, ଶ୍ରମିକ ସଂଗଠନ, କୃଷକ ସଂଗଠନ ଏବଂ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ଆଜି ଭାରତ ବନ୍ଦ ଡାକରାରରେ ଆଂଶିକ ପ୍ରଭାବ
Read More...

ସାମ୍ବାଦିକ ଅରିନ୍ଦମ ଦାସ ଏବଂ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ସିମନବାଡ଼ି ଗ୍ରାମବାସୀଙ୍କ ତରଫରୁ ଶୋକ ପ୍ରକାଶ

ଦାରିଙ୍ଗବାଡି,୨୭/୯: ଦିବଙ୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ୍‌ର ଅଣ୍ଡର ୱାଟର ଏକ୍ସପର୍ଟ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ଦୁହିଁଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ସିମନବାଡ଼ି ଗ୍ରାମବାସୀ ମାନଙ୍କ ତରଫରୁଏକ ଶୋକସଭା କରାଯାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି
Read More...

ବାଲିଗୁଡ଼ାରେ ଭାରତ ବନ୍ଦ୍‌ ଶାନ୍ତିପୂର୍ଣ୍ଣ : ଦୋକାନ ବଜାର ବନ୍ଦ, ଗାଡ଼ିମଟର ଚଳାଚଳ ଠପ୍‌

ବାଲିଗୁଡ଼ା,୨୭/୯: କେନ୍ଦ୍ର ସରକାରଙ୍କ ଜନବିରୋଧି, ଶ୍ରମିକ ବିରୋଧୀ ଓ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ
Read More...

ଲକ୍ଷାଧିକ ଟଙ୍କାର ସିଗାରେଟ୍‌ ଜବତ

ପାରାଦ୍ୱୀପ: ଲକ୍ଷାଧିକ ଟଙ୍କାର ବିଦେଶୀ ଜାହାଜର ସିଗାରେଟ୍‌ ଜବତ କରିଛି ପାରାଦ୍ୱୀପ ଆଦର୍ଶ ଥାନା । କଲିକତା ଯାଉଥିବା ସୁର୍ଯ୍ୟା ନାମକ ଏକ ଘରୋଇ ବସ ଜଗନ୍ନାଥ ମନ୍ଦିର ନିକଟରେ ଲୋଡିଂ କରାଯାଉଥିବା ବେଳେ ଧରିଛି ପାରାଦ୍ୱୀପ ଆଦର୍ଶ ଥାନା । ପାଖାପାଖି ୪୦ଟି ବଡ ପେଟିରେ ସିଲ୍‌ ହୋଇଥିବା ଏହି
Read More...

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ଭୁବନେଶ୍ୱର: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ‘ଗୁଲାବ’। ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା
Read More...

କୁଆଁରିଆ ଡ୍ୟାମ୍‌ରୁ ଛଡାଗଲା ପାଣି

ଦଶପଲ୍ଲା : - ଦଶପଲ୍ଲାର କୁଆଁରିଆ ଡ୍ୟାମ୍‌ ଚଳିତ ବର୍ଷର ଅଗଷ୍ଟ ମାସ ସୁଦ୍ଧା ନିଅଣ୍ଟିଆ ବର୍ଷା ଯୋଗୁ ଖାଲି ପଡିଥିବାବେଳେ, ଚାଷୀ ମାନେ ବର୍ଷାକୁ ଚାତକ ପରି ଚାହିଁ ରହିଥିବା ସହ ମରୁଡି ଘୋଷଣା ପାଇଁ ସରକାରଙ୍କୁ ଦାବି କରୁଥିବା ସମୟରେ ଆସିଲା ଗୋଟିଏ ପରେ ଗୋଟିଏ ଲଘୁଚାପ । ଫଳରେ କୁଆଁରିଆ
Read More...

ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସମ୍ବର୍ଦ୍ଧନା ଉତ୍ସବ

ବୌଦ୍ଧ,୨୬/୯- ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଦସ୍ୟ ଓ ଅଭିଭାବକମାନଙ୍କ ଦ୍ୱାରା ସ୍ଥାନୀୟ ବୁଟୁପାଲିସ୍ଥିତ ତୀରନ୍ଦାଜ ସଂଘ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସଂଘର ସଂପାଦକ ଅର୍ଜୁନ କଅଁର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଇନ୍ଦ୍ରମଣି ମେହେର ଅତିଥି ପରିଚୟ
Read More...