Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଧିକ ଗେଟ୍ ଖୋଲିବାରୁ ମହାନଦୀ ଜଳସ୍ତର ବୃଦ୍ଧି: ଚିନ୍ତା ବଢ଼ାଉଛି ତୁହାକୁ ତୁହା ବର୍ଷା
ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ୨୮ଟି ଖୋଲି ନିଷ୍କାସନ ଫଳରେ ଆଜି ମଧ୍ୟାହ୍ନ ସୁଦ୍ଧା ମହାନଦୀରେ ପ୍ରାୟ ୪.୮ ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡ ବନ୍ୟାଜଳ ପ୍ରବାହିତ ହେଉ ଥିଲା ଓ ଏଥି ଯୋଗୁଁ ଏଠାକାର ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ସେହି ସମୟରେ ଜଳଭଣ୍ଡାର ଭିତରକୁ!-->…
Read More...
Read More...
ହତ୍ୟା ଓ ଲୁଟ ଘଟଣା : ଅଭିଯୁକ୍ତ ଗିରଫ ଦାବିରେ ବଙ୍ଗୁମୁଣ୍ଡା ବନ୍ଦ ସହ ଥାନା ଘେରାଓ
ଜଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ବଙ୍ଗୁମୁଣ୍ଡା ଜମିଦାରପଡ଼ା କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ପତ୍ନୀ ମଞ୍ଜୁଲତା ଜୈନଙ୍କ ହତ୍ୟା ଓ ଭଉଣୀ କାନକୁମାରୀ ଜୈନକୁ ଗୁରୁତର ଆହତ କରି ଦୁର୍ବୃତ୍ତ ଲୁଟ କରି ଫେରାର ମାରିଥିଲେ । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ଓ!-->…
Read More...
Read More...
ଜନପ୍ରତିନିଧିଙ୍କ ଆମରଣ ଅନଶନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଅରାଜକତା । ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ । ବ୍ଲକ୍ ସହକାରୀ ଯନ୍ତ୍ରୀ ବବୃବାହାନ ବେହେରା ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଛନ୍ତି ଜନ ପ୍ରତିନିଧି । ବିଧାୟକ ଓ ସହକାରୀ ଯନ୍ତ୍ରୀ ମନମୁଖୀ!-->…
Read More...
Read More...
ସ୍ୱିଗି ବୟ ଚିକୁନ ଗିରଫ
ଭୁବନେଶ୍ୱର: ମିଛ ଅପହରଣର ନାଟକ ରଚିଥିବା ସ୍ୱିଗ ବୟ ଶେଷ ଗିରଫ ହୋଇଛି । ଧଉଳି ପୁଲିସ ତାକୁ ଗିରଫ କରିଥିବା ଜଣାପଡିଛି । ବାନ୍ଧବୀଙ୍କ ସହ ଚିକୁନଙ୍କୁ ଆଜି ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ ଉଭୟଙ୍କୁ ପଚରାଉଚରା କରିଛି । ବାନ୍ଧବୀ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ!-->…
Read More...
Read More...
ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଠାବ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଠାବ ହେଲା ମାଓ ଶିବିର । ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ବଦିଲି ପାହାଡ ଉପରେ ନକ୍ସଲମାନେ ଏକ ବଡ ଧରଣର କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ପକ୍ଷରୁ!-->…
Read More...
Read More...
ସନ୍ଧ୍ୟାରେ ମୁଣ୍ଡଳି ଛୁଇଁବ ହୀରାକୁଦ ଜଳ
ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବ । ମୁଣ୍ଡଳି ପରିଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।ସେ କହିଛନ୍ତି ଯେ, ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି । ତଳ ମୁଣ୍ଡରେ ଆଉ ବର୍ଷା ନାହିଁ । ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ!-->…
Read More...
Read More...
ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକଙ୍କ ହୃଦଘାତରେ ମୃତ୍ୟୁ
ବୌଦ୍ଧ,୧୬/୯– ଗତକାଲି ରାତିରେ ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକ ମନମୋହନ ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବରରୁ ପ୍ରକାଶ ଯେ ଗତକାଲି ସେ ସ୍ୱାଭାବିକ ଭାବେ ଅଫିସରେ କାମ କରିଥିଲେ । ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ବୌଦ୍ଧ ମେଡିକାଲ!-->…
Read More...
Read More...
ଗାଁ ସ୍କୁଲରେ ପଢୁଥିବା ୨ଛାତ୍ର କୋଟିପତି ହୋଇଗଲେ, କେମିତି ଜାଣନ୍ତୁ
ପାଟନା : ଶୀର୍ଷକ ପଢି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବେ, କିନ୍ତୁ ଏହା ସତ । ଏମିତି ଏକ ଘଟଣା ଘଟିଛି ବିହାରର କାଟିହାରର ଆଜାମନଗର ବ୍ଲକ୍ ପାଷ୍ଟିଆ ଗ୍ରାମରେ । ଏହି ଗ୍ରାମର ଦୁଇ ଛାତ୍ର ଏବେ ଗାଁ ସ୍କୁଲରେ ଅଧ୍ୟାୟନ କରୁଛନ୍ତି । ଏମାନଙ୍କ ପାଖରେ ନା ଅଛି ସ୍କ୍ରାଚ୍ କୁପନ ନା!-->…
Read More...
Read More...
ବଢୁଛି ହୀରାକୁଦର ଜଳସ୍ତର, ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ଭୁବନେଶ୍ୱର: ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଯେଉଁଥି ପାଇଁ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ହୁ ହୁ ବଢିବାରେ ଲାଗିଛି!-->…
Read More...
Read More...
୧୮ରୁ ପୁଣି ବର୍ଷା, ଏହି ସବୁ ଜିଲ୍ଲାରେ ଛେଚିବ
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏନେଇ ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହେବ । ତେବେ!-->…
Read More...
Read More...