Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ
ଗଜପତି,୧୧/୯- ଆଜି ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ରାଜିବ ଗାନ୍ଧି ପଞ୍ଚାୟତ ସଂଗଠନର ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାର ଦାୟିତ୍ୱରେ ଥିବା ପ୍ରବନ୍ଧକ!-->…
Read More...
Read More...
ସୂର୍ଯ୍ୟମନ୍ଦିର ପରିସରରେ ପାଳନ ହେଲା ଆଜାଦି କା ଅମୃତ ମହୋତ୍ସବ ଓ ଗଣଦୌଡ
ପୁରୀ,୧୧/୯- ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳନ କରାଯାଇଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ । ଏହି କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ର ପୁରୀ ଦ୍ୱାରା ଆୟୋଜନ କରାଯାଇଥିଲା । କୋଭିଡ୍ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ଫିଟ ରହିବା ଓ!-->…
Read More...
Read More...
ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭେରବୀଙ୍କ ଠାରେ ଲାଗିହେଲା ନବାନ୍ନ
ବୌଦ୍ଧ,୧୧/୯:- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ଧାର୍ଯ୍ୟ ଲଗ୍ନ ୧୧ଟାରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରୁ କଳସରେ ଜଣ ଅଣାଯାଇ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୂଜକ ସାନନ୍ଦ!-->…
Read More...
Read More...
ଦାରିଙ୍ଗବାଡି ଅଞ୍ଚଳରେ ବାହାର ରାଜ୍ୟର ସନ୍ଦିଗ୍ଧ ପୁରୁଷ ମହିଳା ଓ ଶିଶୁ, ଆତଙ୍କରେ ଅଞ୍ଚଳବାସୀ
ଦାରିଙ୍ଗବାଡି,୧୧/୯- ଗତ ୧ମାସ ହେବ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟର କିଛି ମହିଳା ଓ ଛୋଟ ଛୋଟ ପିଲା ମାନେ ଯାଯାବର ଭଳି ବୁଲୁଥିବା ଦେଖିବାକୁ ମିଳିଛି । ଏମାନଙ୍କୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ ଏବେ ବିଭିନ୍ନ ପ୍ରକାରର ଗୁଞ୍ଜରଣ ସୃଷ୍ଟି ହୋଇଛି । ୧ମାସ ହେବ!-->…
Read More...
Read More...
ଗଜପତି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା
ଗଜପତି,୧୧/୯- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଘରୋଇ ବସ ମାଲିକମାନେ ଏକତ୍ରିତ ହୋଇ ନୂତନ ଭାବେ ଏକ ସଙ୍ଘ ଗଠନ କରିଛନ୍ତି । ତାର ନାମ ଗଜପତି ଡିଷ୍ଟ୍ରିକ୍ଟ ୟୁନାଇଟେ ଼ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ରଖାଯାଇଛି । ଇଞ୍ଜ । ଭେଙ୍କଟେ ରାମଣାଙ୍କ!-->…
Read More...
Read More...
ଚାରଭାଟି ଗାଁରେ ଏକ ସଙ୍ଗେ ନୂଆଁ ଖାଇଲେ ୧୨୦ଟି ପରିବାର
କଣ୍ଟାମାଳ,୧୧/୯- ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆଜି ବେଶ ଧୂମଧାମରେ ପାଳନ ହୋଇଯାଇଥିବା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକ ଚାରଭାଟି ଗ୍ରାମବାସୀ ଏକ ନିଆରା ଢଙ୍ଗରେ ଗ୍ରାମରେ ନୂଆଖାଇ ପାଳନ କରଥିବା ଜଣାପଡିଛି । ଗ୍ରାମବାସୀଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଗ୍ରାମର ୧୨୦ ଟି ପରିବାର!-->…
Read More...
Read More...
ନୂଆଖାଇ ଦିବସ ଅବସରରେ ସ୍ୟାଣ୍ଡ ଆର୍ଟିଷ୍ଟ ସୁଦାମ ପ୍ରଧାନଙ୍କ ସ୍ୟାଣ୍ଡ ଆନିମେସନ
ପବିତ୍ର ନୂଆଖାଇ ଦିବସ ଅବସରରେ ସ୍ୟାଣ୍ଡ ଆର୍ଟିଷ୍ଟ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି ନୂଆଖାଇର ଶୁଭେଚ୍ଛା ଦେଇଛନ୍ତି। ଏହି ସ୍ୟାଣ୍ଡ ଆନିମେସନରେ କୃଷି ଭିତ୍ତିକ ପର୍ବ ନୂଆଖାଇ ପାଇଁ ସେ କୃଷକ ମାନଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି। ସେହିପରି ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ!-->…
Read More...
Read More...
ବନ୍ଧା ହେଲେ ଫେସବୁକ୍ କୁଇନ୍: ଫେକ୍ ଆକାଉଣ୍ଟ ଖୋଲି ଚୂନା ଲଗାଉଥିଲେ ଯୁବକଙ୍କୁ
ବନ୍ଧା ହେଲେ ଫେସବୁକ୍ କୁଇନ୍ । ଫେସବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି ଯୁବକଙ୍କୁ ଚୂନା ଲଗାଉଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କିଛି ଦିନ ଯୁବକଙ୍କ ସହ ଚାଟିଂ କରୁଥିଲେ । ପରେ ବିବାହ ପ୍ରତିଶ୍ରୁତି ଦେଇ ଲୁଟୁଥିଲେ ହଜାର ହଜାର ଟଙ୍କା । ୧୫ରୁ ଅଧିକ ଯୁବକଙ୍କୁ ଫସାଇଥିବା ଯୁବତୀ!-->…
Read More...
Read More...
କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀଗଣେଶ ପୂଜା ପାଳିତ
କୋଣାର୍କ : ବିଘ୍ନେଶ୍ୱର ବିଘ୍ନ ବିନାଶକ ଭଗବାନ ଶ୍ରୀଗଣେଶଙ୍କ ପୂଜା କୋଣାର୍କ ବସଷ୍ଟାଣ୍ଡ ସ୍ଥିତ କୋଣାର୍କ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ୟୋତିରାଜ ମହାନ୍ତି ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ଦାୟିତ୍ବ!-->…
Read More...
Read More...
ଛିଡ଼ିଲା ବିଦ୍ୟୁତ ତାର, ଟ୍ରକ ଡ୍ରାଇଭର ଆହତ
ଗଞ୍ଜାମ ସହର ସ୍ଥିତ ସନିଶ୍ଚର୍ ମନ୍ଦିର ନିକଟରେ ଜାତୀୟ ରାଜପଥ(୧୬) ରେ ଏକ ଟ୍ରକ ବିଦ୍ୟୁତ ଖୁଣ୍ଟକୁ ବାଡେଇ ହୋଇ ଓଲଟି ପଡିଥିବା, ବେଳେ, ଅନ୍ୟପଟେ ଉପରଦେଇ ଯାଇଥିବା ୩୩କେଭି ବିଦ୍ୟୁତ ତାର ଛିଡି ଯାଇ ରାସ୍ତା ଉପରେ ପଡିଯାଇଥଲା। ତାର ଛିଡିବା ସମୟରେ କୌଣସି ଯାନବାହନ ଚଳାଚଳ କରିନଥିବା ବେଳେ,!-->…
Read More...
Read More...