Browsing Category

ରାଜ୍ୟ

ଓଡିଶା-ଆନ୍ଧ୍ର ସୀମାନ୍ତର ବିବାଦୀୟ ମାଣିକପାଟଣା ଗ୍ରାମରେ ମୋହନା ବିଧାୟକ

ପାରଳାଖେମୁଣ୍ଡି : ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରଶାସନିକ ଅବହେଳା ଯୋଗୁଁ ଛନ୍ଦି ହୋଇ ପଡିଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକର ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମକୁ ଗଜପତି ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା
Read More...

ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ପର୍ଲିମାଲ ଗ୍ରାମର ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟ କ୍ରମରେ ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ
Read More...

ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ସାହିତ୍ୟିକା ମନୋରମାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ : ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ପରଲୋକରେ ରବିବାର ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ସ୍ୱର୍ଗତ ପ୍ରଫେସର
Read More...

ଓଲଟିଲା ଡଙ୍ଗା, ୨ ମତ୍ସ୍ୟଜୀବୀ ନିଖୋଜ

ପାରାଦ୍ୱୀପ : ନେହେରୁବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ଓଲଟିଲା ମାଛଧରା ବୋଟ । ଡଙ୍ଗାରେ ଥିଲେ ୭ଜଣ ମତ୍ସ୍ୟଜୀବୀ । ୫ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଥିବା ସୂଚନା ମିଳିଛି । ସମସ୍ତ ମତ୍ସ୍ୟ ଜୀବୀ ପାରାଦୀପ ଷଣ୍ଢକୁଦ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । ତେବେ ମୁହାଣରେ
Read More...

କେନାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପାରାଦ୍ୱୀପ : ଭୁତମୁଣ୍ଡାଇ ଫୁଲବେଲାରୀ କେନାଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ କୁଜଙ୍ଗ ବ୍ଲକ କୋଠିଆସାହି ଗ୍ରାମର ଭଗବାନ ଘଡେ଼ଇ ବୋଲି ଜଣାପଡିଛି । ଗତ ତିନିଦିନ ହେଲା ଭଗବାନ ଘରୁ ନିଖୋଜ ଥିଲେ । ଶୁକ୍ରବାର ସନ୍ଧ୍ୟାରେ ଭଗବାନ ଘରୁ ବାହାରି ବଜାରକୁ ଯାଇଥିଲେ ।
Read More...

ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ : ତେଲ ଡିପୋରେ ନିଆଁ । ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି । ସୂଚନା ମୁତାବିକ, ପାରାଦୀପ ବାଉରିଆପାଳନ୍ଦାରେ ଥିବା ଆଇଓସିଲ ଗ୍ୟାସ୍ ମାର୍କେଟିଂ
Read More...

ଆସନ୍ତାକାଲିଠୁ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଜଗାଦୁଆର

ପୁରୀ : ଗୋଟିଏ ଦିନର ବିରତି ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଜଗାଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଂଚଳକୁ ସାନିଟାଇଜ କରାଯାଇଛି । ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଜୋତାଷ୍ଟାଣ୍ଡ ଓ ବ୍ୟାରିକେଡ଼ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶିପାହାଚ ସମେତ
Read More...

ଶବକୁ କାନ୍ଧ ଦେଲେନି ପରିବାର ଲୋକେ: ନିଜେ କାନ୍ଧ ଦେଇ ପାହାଡ଼ ତଳକୁ ଶବ ଆଣିଲେ ତଦନ୍ତକାରୀ ଅଫିସର

ବାଲିଗୁଡ଼ା: କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ମାନବିକତାର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ । ଏକ ହତ୍ୟା ଘଟଣାର ତଦନ୍ତ କରିବାକୁ ସବ୍‌ଇନ୍ସପେକ୍ଟର ମୁଣ୍ଡାରୀ ପହଁଚିଥିଲେ
Read More...

ବିଶ୍ୱ କର୍ମା ପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗୀତା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡାରେ ବିଶ୍ୱ କର୍ମା ପୂଜା କମିଟି ଆନୁକୁଲ୍ୟରେ ୨୬ ତମ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେବେନ୍ଦ୍ର ମଲ୍ଲିକ, ଭକ୍ତିରାମ ମଲ୍ଲିକ, ଡୋଲାମଣି ନାଗ, ବୃନ୍ଦାବନ ମେହେର, ଯୋଗୀଲାଲ
Read More...

ଗଣେଶ ପୂଜା ଉପଲକ୍ଷେ ଦିବ୍ୟ ପ୍ରବଚନ

ଗଞ୍ଜାମ/କୁମାରପାଣି :ଗଣେଶ ପୂଜା ଉପଲକ୍ଷେ ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତର କୁମାରପାଣି ଗ୍ରାମରେ ଦୀର୍ଘ ୯ଦିନ ଧରି ପ୍ରଭୁ ଗଜାନନଙ୍କ ପୂଜାଚାଲୁ ରହିଥିବା ବେଳେ ଅନ୍ତିମ ଦିନ ଏକ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ପୂଜା କମିଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର
Read More...