ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଗାନ୍ଧୀ ଜୟନ୍ତୀ ବାର୍ତ୍ତା

0 43

ପୁରୀ,୧/୧୦- ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକା ସ୍ଥାପତ୍ତ୍ୟ କୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହା ୧୫ ଫୁଟ ଓସାର ବିଶିଷ୍ଟ, ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି । ଆମର ଜାତିର ପିତା ମହାତ୍ମା ଗାନ୍ଧୀ ଯିଏ କି ଆମର ପ୍ରିୟ ବାପୁ ନାମରେ ପରିଚିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଚିରସ୍ମରଣୀୟ ରଖିବା ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

three + 15 =