Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଢୁଛି ହୀରାକୁଦର ଜଳସ୍ତର, ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ଭୁବନେଶ୍ୱର: ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଯେଉଁଥି ପାଇଁ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ହୁ ହୁ ବଢିବାରେ ଲାଗିଛି!-->…
Read More...
Read More...
୧୮ରୁ ପୁଣି ବର୍ଷା, ଏହି ସବୁ ଜିଲ୍ଲାରେ ଛେଚିବ
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏନେଇ ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହେବ । ତେବେ!-->…
Read More...
Read More...
ମୂର୍ତ୍ତି ବିବାଦ: ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ
କଟକ: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର!-->…
Read More...
Read More...
ନଦୀ ସୁଅରେ ଭାସିଗଲେ ମହିଳା
ଉଦଳା : ଲଗାଣ ବର୍ଷା କାରଣରୁ ନଦୀ ଫୁଲୁଛି । ନଦୀରେ ଭାସିଗଲେ ମହିଳା । ମୟୁରଭଞ୍ଜ ଜିଲ୍ଲା ଉଦଳା ନାଲୁହା ନଦୀରେ ଭାସିଯାଇଛନ୍ତି ମହିଳା । ନିଖୋଜ ମହିଳାଙ୍କୁ ନାମ ସାବିତ୍ରୀ ବିଶ୍ୱାଳ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Read More...
Read More...
ହୀରାକୁଦର ଆଉ ୪ ଗେଟ୍ ଖୋଲିବ
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୪ଟି ଗେଟ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ୨୪ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
Read More...
Read More...
ନାଳରେ ଭାସି ବୃଦ୍ଧ ନିଖୋଜ
ଖଣ୍ଡପଡା : ଲଗାଣ ବର୍ଷା ଯୋଗୁଁ ନଦୀ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଖଣ୍ଡପଡା ଅଞ୍ଚଳରେ ସବୁ ଛୋଟ ବଡ ଜଳାଶୟଗୁଡିକର ପାଣି ବଢିଥିବା ଦେଖାଦେଇଛି । ତେବେ ମଙ୍ଗଳବାର ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସି ନିଖୋଜ ହୋଇ ଯାଇଛନ୍ତି ବୃଦ୍ଧ । ତାଙ୍କ ବୟସ ୬୦ ବର୍ଷ । ଏଭଳି ଅଭାବନୀୟ ଘଟଣା!-->…
Read More...
Read More...
ଇଂଜିନିୟରିଂ ଦିବସ ପାଳନ
ଗୁମ୍ମା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭାଗୃହରେ ଆଜି ଓଡିଶା ଡିପ୍ଲୋମା ଇଂଜିନିୟରିଂ ସେବା ସଂଘ ଗଜପତି ଶାଖା ଏବଂ ରାମକୋ ସିମେଣ୍ଟ ସହଯୋଗରେ ଇଂଜିନିୟରିଂ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବିଡ଼ିଓ ନଟବର ଗରଡ଼ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଇଂଜିନିୟରିଂ ସଙ୍ଘର!-->…
Read More...
Read More...
ପୂର୍ଣ୍ଣଗର୍ଭା ମହାନଦୀ ଯୋଗୁଁ ସମ୍ବଲପୁରରେ ସ୍ଥିତି ଟଳମଳ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଏକସଙ୍ଗେ ୨୪ଟି ଗେଟ ଖୋଲି ପ୍ରାୟ ୪ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡରୁ ଅଧିକ ବନ୍ୟାଜଳ ନିଷ୍କାସନ ଯୋଗୁଁ ସମ୍ବଲପୁର ଠାରେ ମହାନଦୀ ପୂର୍ଣ୍ଣଗର୍ଭା ହୋଇ ନିଜ ବିକରାଳ ରୂପ ଦେଖାଉଛି । ଏହା ଫଳରେ ମହାନଦୀ ଉପରେ ଆଶ୍ରିତ ଲୋକେ ଅତି ଅସୁରକ୍ଷିତ ଅବସ୍ଥାରେ ସତର୍କତା!-->…
Read More...
Read More...
କାରଖାନାରେ ବଡଧରଣର ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ମାୟାପୁରୀ ଅଞ୍ଚଳରେ ଥିବା ଏକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । ମାୟାପୁରୀର ଫେଜ-୨ରେ ଥିବା ଏକ କାରଖାନାରେ ନିଆଁ ଲାଗିଯାଇଥିଲା । ଘଟଣାର ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ୧୨ ଟି ଗାଡି, ଦିଲ୍ଲୀ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ!-->…
Read More...
Read More...
ରାଜ୍ୟରେ ପୁଣି ୫୮୦ କରୋନା ପଜିଟିଭ ଚିହ୍ନଟ, ୪ ମୃତ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର। ୫୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୪୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧ ଜଣ ଚିହ୍ନଟ!-->…
Read More...
Read More...