Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାନ୍ଧବୀ ସହ ଭୁବନେଶ୍ୱର ଫେରିଲା ଚିକୁନ, କରିଥିଲା ଏହି ଯୋଜନା
ଭୁବନେଶ୍ୱର: ୮ ମାସ ତଳେ ଗଢ଼ିଥିଲେ ସଂସାର। ଦୀର୍ଘ ଦିନର ପ୍ରେମିକାକୁ ପତ୍ନୀ କରି ଘରକୁ ଆଣିଥିଲେ। ହେଲେ ପତ୍ନୀ ଥାଉ ଥାଉ ପୁରୁଣା ବାନ୍ଧବୀଙ୍କ ଆଡ଼କୁ ଢଳିଲା ମନ। ଶେଷରେ ବାନ୍ଧବୀଙ୍କ ସହ ଦିଲ୍ଲୀ ଯାଇ ନୂଆ ସଂସାର ଗଢ଼ିବାକୁ କରିଥିଲେ ଯୋଜନା। ହେଲେ ସବୁ ଫସର ଫାଟିଗଲା। ଗତ ଶନିବାର ରାତିରୁ!-->…
Read More...
Read More...
ବାଲିଗୁଡ଼ା ବିଜେଡ଼ି ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା, ମା’ପାଟ୍ଟଖଣ୍ଡା ମନ୍ଦିରରେ ସମୂହ…
ବାଲିଗୁଡ଼ା: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ,ନଗର ଉନ୍ନୟନ, ପାନୀୟଜଳ, ଆଇନ୍ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ବାଲିଗୁଡ଼ାର ଆରାଧ୍ୟ ଦେବୀ ମା'ପାଟ୍ଟଖଣ୍ଡାଙ୍କ ନିକଟରେ ନଗର ବିଜେଡ଼ି ପକ୍ଷରୁ ସମୁହ ଦୀପଦାନ କରାଯାଇଛି । ନଗର!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରୁ ଚୋରି, ଜିଲ୍ଲାସାରା ତୀବ୍ର ପ୍ରତିକ୍ରିୟା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରର ମୁଖ୍ୟ ମନ୍ଦିରରୁ ଚୋରି ହୋଇଥିବାର ଜଣାଯାଇଛି । ଗତକାଲି ପୂଜାକରିବାକୁ ସକାଳୁ ମନ୍ଦିର ପୂଜକ ଚିତ୍ତରଞ୍ଜନ ପାଢ଼ୀ, ଗୁଣ ସାଗର ପଣ୍ଡା ଆସିବା ପରେ ମୁଖ୍ୟ ମନ୍ଦିରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ!-->…
Read More...
Read More...
ଲଗାଣ ବର୍ଷା ଯୋଗୁ ଭାଙ୍ଗିଲା ଘାଇ, କଣାସର ୬ ଟି ଗ୍ରାମ ଜଳମଗ୍ନ
ପୁରୀ : ଲଘୁଚାପ ଯୋଗୁ ଅତ୍ୟଧିକ ବର୍ଷା ପାଇଁ ପୁରୀର କଣାସ ବ୍ଲକ ରେ ବନ୍ୟା । ମଲାଗୁଣି ନଦିର ପ୍ରାୟ ୫୦ ଫୁଟର ଘାଇ ହୋଇଥିବାରୁ ବନ୍ୟା ସ୍ଥିତି । ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତର ହଳଦୀ ପଦର, ତୈଲା, ଭଗବତୀପଡା, ଦିବ୍ୟସିଂହପୁର, ବାରମାଣ, ଅବ୍ୟପୁରୁ, ବରାଗଡ଼ ଆଦି ଗ୍ରାମର ସମସ୍ତ ପରିବାର!-->…
Read More...
Read More...
୩ ବାଇକ ଲୁଟେରା ଗିରଫ, ୫ ବାଇକ ଜବତ
ପୁରୀ : ପୁରୀରେ ଦିନକୁ ଦିନ ବାଇକ ଲୁଟେରା ଗ୍ୟାଙ୍ଗ ସକ୍ରୀୟ ହେଉଥିବା ବେଳେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଗତକାଲି ତିନିଜଣିଆ ବାଇକ ଲୁଟେରା ଗ୍ୟାଙ୍ଗକୁ ବଳିଆପଣ୍ଡା ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ!-->…
Read More...
Read More...
ନୀଳକଣ୍ଠେଶ୍ୱର ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହେବ ଆସନ୍ତାକାଲିଠାରୁ
ନବରଙ୍ଗପୁର,୧୫/୯ – ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଥିବା ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗର ପୁନରୁଦ୍ଧାର କାର୍ଯ୍ୟକ୍ରମ ଦେବୋତ୍ତର ବିଭାଗ ତରଫରୁ ଆସନ୍ତାକାଲିଠାରୁ ଆରମ୍ଭ ହେବ । ପାପଡାହାଣ୍ଡି ନୀଳକଣ୍ଠେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜନ୍ମଦିନ ପାଳନ ସହ ନୂଆଁଖାଇ ଭେଟଘାଟ
ପାଟଣାଗଡ଼,୧୫/୯- ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ଆଜି ୪୩ ତମ ଜନ୍ମ ଦିନ ପାଳିତ ଅବସରରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ ଅନୁଷ୍ଠିତ ଜନ୍ମଦିନ ଉତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସରୋଜ କୁମାର!-->…
Read More...
Read More...
ଆଜାଦୀ କା ଅମୃତ ମହୋତ୍ସବ ଶ୍ରମଦାନ କାର୍ଯ୍ୟକ୍ରମ
ବୌଦ୍ଧ,୧୫/୯ – ଆଜି ବୌଦ୍ଧବ୍ଲକ କାର୍ଯ୍ୟାଳୟ ପରିସରରେ ଆଜାଦୀ କା ଅମୃତ ମହୋତ୍ସବରେ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟକ!-->…
Read More...
Read More...
୧୭୧ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣାକଲା ବୌଦ୍ଧଜିଲ୍ଲା ପ୍ରଶାସନ
ବୌଦ୍ଧ,୧୫/୯ – ବୌଦ୍ଧଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଆକ୍ସନେଟ୍/ୟୁନିସେଫ ଦ୍ୱାରା ପରିଚାଳିତ ବାଲ୍ୟବିବାହ ନିଷେଧ ଓ କିଶୋର ବାଳକ/ବାଳିକା ସଶକ୍ତିକରଣ କାର୍ଯ୍ୟର ଅଂଶବିଶେଷ ଭାବେ ବୌଦ୍ଧଜିଲ୍ଲାର ୩ଟି ବ୍ଲକର ୧୭୧ଟି ଗ୍ରାମକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର!-->…
Read More...
Read More...
ବନ୍ୟା ପାଣିରେ ଭାସିଗଲା କାର୍
ଆଠଗଡ଼ : ବନ୍ୟାରେ ଭାସିଗଲା କାର୍ । କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ଦେଖିବାକୁ ମିଳିଛି ଏପରି ଚିତ୍ର । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି କାର୍ଟିକୁ ଉଦ୍ଧାର କରିଛନ୍ତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଖବର ଅନୁଯାୟୀ, ବନ୍ୟା ସିନା!-->…
Read More...
Read More...