ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କ ଗଳା କାଟିଦେଲା ଶିକ୍ଷକ ସ୍ବାମୀ!

0 286

ବଲାଙ୍ଗୀର: ସ୍କୁଲରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ବାମୀ । ସ୍କୁଲ ଭିତରେ ପଶି ଜଣେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ତାଙ୍କ ଗଳା କାଟିଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ବାମୀ ପ୍ରଦୀପ ପଣ୍ଡାକୁ ପୋଲିସ କାବୁକରି ଥାନାକୁ ନେଇଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

fourteen − one =