Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫-ଟି ଜରିଆରେ ରୂପାନ୍ତରିତ ୫୦ଟି ହାଇସ୍କୁଲ ଲୋକାର୍ପିତ
ଗଂଜାମ /ଛତ୍ରପୁର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ହିଞ୍ଜିଳି ବ୍ଲକ୍ ରେ ୫-ଟି ଜରିଆରେ ରୂପାନ୍ତରିତ ହୋଇଥିବା ୫୦ ଟି ହାଇସ୍କୁଲକୁ ୫ ଗୋଟି ପର୍ଯ୍ୟାୟରେ ଲୋକାର୍ପିତ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଅଗଷ୍ଟ ୨୧ ତାରିଖଠାରୁ ୫ ଗୋଟି!-->…
Read More...
Read More...
ଶ୍ରୀମନ୍ଦିରରେ ନନ୍ଦଉତ୍ସବ ଓ ବିଜୁଳିକନ୍ୟା ନୀତି
ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଜନ୍ମାଷ୍ଟମୀ ନୀତି । ଏଥି ସହିତ ଆରମ୍ଭ ହୋଇଛି ଶ୍ରୀକୃଷ୍ଣ ଲୀଳା । ଦ୍ୱିତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି । ମଙ୍ଗଳ ଆଳତି ପରେ ରାମକୃଷ୍ଣ, ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଯାଇଥିଲା!-->…
Read More...
Read More...
ଡକ୍ଟର ନରସିଂହ ପ୍ରସାଦଙ୍କୁ ଆନ୍ତର୍ଜାତୀୟ ପାରଂପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର
ପାରମ୍ପାରିକ ଔଷଧ ଏବଂ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ତାଙ୍କର ଦକ୍ଷତା ପାଇଁ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରାଯାଇଛି । ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ । ଏଫ୍ଟିସିସିଆଇ ବିଲ୍ଡିଂରେ କେଏଲ୍ଏନ!-->…
Read More...
Read More...
୯୮ ବିଜେପି କର୍ମୀ ଦଳ ଛାଡ଼ି ବିଜେଡି ଯୋଗଦେଲେ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତର ସରପଞ୍ଚଙ୍କ, ନାଏକ ସରପଞ୍ଚ, ୱ ।ଡମେମରଙ୍କ ସହ ୯୮ ଜଣ ଯୁବ ବିଜେପି କର୍ମୀ ଦଳ ଛାଡ଼ି ବିଜେଡି ରେ ଯୋଗଦାନ କରିଥିଲେ । ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ!-->…
Read More...
Read More...
ବାଇକ ସହିତ୨୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଦାରିଙ୍ଗବାଡି : ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଦାରିଙ୍ଗବାଡି ପୋଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି!-->…
Read More...
Read More...
ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୩ ତମ ଜୟନ୍ତୀ ପାଳିତ
ଗଞ୍ଜାମ /ବ୍ରହ୍ମପୁର : ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡିଶାର ବରପୁତ୍ର, ତଥା ପ୍ରଧାନ ଶିକ୍ଷକ ଶ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୩ ତମ ଜୟନ୍ତୀ ଅବସରରେ ଆସ୍କାରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ଉଚ୍ଚ଼ବିଦ୍ୟାଳୟ ଠାରେ ଥିବା!-->…
Read More...
Read More...
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି
ବୌଦ୍ଧ,୩୦/୮: ବୌଦ୍ଧଜିଲ୍ଲା ବିଜେପି ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଉପଲକ୍ଷେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆଜିର ବଳିଦାନ ଦିବସରେ ଜିଲ୍ଲାସଭାପତି ବିପ୍ରଚରଣ ମହାନ୍ତିଙ୍କର ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ!-->…
Read More...
Read More...
ବୌଦ୍ଧର ଶ୍ରୀଶ୍ରୀ ମଦନ ମୋହନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
ବୌଦ୍ଧ,୩୦/୮: ବୌଦ୍ଧସହରର ଶ୍ରୀଶ୍ରୀ ମଦନମୋହନ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ କୋଭିଡ ନିୟମକୁ ପାଳନକରି ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଆଜି ବ୍ରାହ ମୁହୂର୍ତ୍ତରୁ ଠାକୁରଙ୍କ ନିକଟରେ ବାଳଭୋଗ, ଆଳତି ଲାଗି ହେଲା ପରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...