Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଫୁଲବାଣୀ ପ୍ରେସ କ୍ଲବ ଠାରେ ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ବ୍ୟବସ୍ଥା
ଫୁଲବାଣୀ ୩୧/୭: ଆଜି ସ୍ଥାନୀୟ ପ୍ରେସକ୍କବ ଠାରେ ଫୁଲବାଣୀ ସଦର ମହକୁମାର ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ଦିଆଯାଇଛି । ପ୍ରଥମେ ସାମ୍ବାଦିକ ଶିବ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବେହେରା, ହୂରଞ୍ଜନ ସେଠି, ସଞ୍ଜୟ ପାତ୍ର, ସୁନୀଲ ବିଶ୍ୱାଳ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,!-->…
Read More...
Read More...
ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ସମ୍ବଲପୁର, ୩୧/୭- ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରକୁ ବିକଶିତ କରିବା ପାଇଁ ଏକ ମହତ୍ତ୍ୱକାଂକ୍ଷୀ ଯୋଜନା ରାଜ୍ୟ ସରକାର ହାତକୁ ନେଇଛନ୍ତି ଓ ଏଥିପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ୧୦୮ ଏକର଼ ଭୂମି ଚିହ୍ନିତ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ!-->…
Read More...
Read More...
ଆସିଗଲା ଅଗଷ୍ଟ ମାସର ଗାଇଡ ଲାଇନ, ଜାଣନ୍ତୁ କ’ଣ କ’ଣ କଟକଣା ରହିଛି
https://www.youtube.com/watch?v=OG-WYwFG7b0
Read More...
Read More...
ଆସିଲା ଅଗଷ୍ଟ ଗାଇଡଲାଇନ
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ ଘୋଷିତ ତାଲାବନ୍ଦର ଷଷ୍ଠ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ରବିବାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)!-->…
Read More...
Read More...
ପାଗ ଅନୁକୂଳ ଦେଖି ବୃକ୍ଷରୋପଣ କାର୍ଯ୍ୟକ୍ରମକଲା ଜିଲ୍ଲା ଓକିଲ ସଂଘ
ସମ୍ବଲପୁର, ୩୧/୭- ଝିପିଝିପି ବର୍ଷା ଓ ଅନୁକୂଳ ପାଗର ସୁଯୋଗ ନେଇ ଆଜି ସମ୍ବଲପୁର ଜ଼ିଲ୍ଲା ଓକିଲ ସଂଘ ଦ୍ୱାରା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ପଛୁ ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଲାୟନ୍ସ କ୍ଲବ, ପ୍ଲାଣ୍ଟ ଅମ୍ବୁଲାନ୍ସ ଓ ଅନ୍ୟ ଅନେକ ସ୍ୱେଛାସେବୀ ସହଯୋଗ!-->…
Read More...
Read More...
ବୌଦ୍ଧ: ଆଜି ୪ ସଂକ୍ରମିତ ଚିହ୍ନଟ, କେବଳ ଗ୍ରାମାଞ୍ଚଳରୁ
ବୌଦ୍ଧ,୩୧/୭- ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ବଘିଆପଡା ପଞ୍ଚାୟତ ପାଲଝାର ଗ୍ରାମରୁ ଜଣେ, ବ୍ରାହ୍ମଣୀପାଲି!-->…
Read More...
Read More...
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପିଏସ୍ ଗିରଫ
ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଏ ପର୍ଯ୍ୟନ୍ତ ୩ କୋଟି ୭୯ ଲକ୍ଷ ଟଙ୍କାର!-->…
Read More...
Read More...
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ : କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସ୍କୁଲ୍ର ୩୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ!-->…
Read More...
Read More...
ଟୋକିଓ ଅଲିମ୍ପିକ୍ସ ଅପଡେଟ: ମହିଳା ହକି ଦଳର ଦମଦାର ବିଜୟ
ଟୋକିଓ : ଟୋକିଓ ଅଲିମ୍ପିକ୍ସର ଆଜି ନବମ ଦିନ । ତୀରନ୍ଦାଜରେ ଅତନୁ ଦାସ ପ୍ରି-କ୍ୱାର୍ଟର ଫାଇନାଲ ହାରିଯାଇଥିବା ବେଳେ କମଳପ୍ରିତ କୌର ଡିସକସ ଥ୍ରୋରେ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସେହିପରି ଅନ୍ୟ ଭାରତୀୟ ଖେଳାଳି ସୀମା ପୁନିଆ ଅଳ୍ପକେ ଫାଇନାଲରେ ବଞ୍ଚିତ ହୋଇଛନ୍ତି । ଭାରତୀୟ!-->…
Read More...
Read More...
ସ୍ଵର୍ଗଦ୍ଵାର ସେବକମାନଙ୍କୁ ନୂତନ ପୋଷାକ ବଣ୍ଟନ
ପୁରୀ:-ସ୍ଵର୍ଗଦାର ସେବା କାର୍ଯରେ ନିୟୋଜିତ ସେବକ ମାନଙ୍କୁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ନୂତନ ପୋଷାକ ବଣ୍ଟନ କରାଯାଇଛି । ସ୍ଵର୍ଗଦ୍ଵାର ଠାରେ ସେବା ଯୋଗାଉଥିବା ସଂସ୍କାର ସେବକ ,ପରିମଳ ସେବକ ,ସୁରକ୍ଷା ସେବକ,କନିଷ୍ଠ ସେବକ ତଥା ସହାୟକ ସେବକ ମାନଙ୍କୁ ସ୍ଵତ୍ୱନ୍ତ୍ର ପରିଧାନ ଓ ମାସ୍କ!-->…
Read More...
Read More...