Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ
ବୌଦ୍ଧ/ଜହ୍ନାପଙ୍କ,୧/୬- ବୌଦ୍ଧ ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ ପ୍ରଧାନ ଗତକାଲି ତାଙ୍କର ଶିକ୍ଷକତାରୁ ଅଵସର ଗ୍ରହଣ କରିଛନ୍ତି। କମ୍ପରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଵ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ!-->…
Read More...
Read More...
ବୌଦ୍ଧଜିଲ୍ଲା ଟେଷ୍ଟ ପଜିଟିଭ ରେଟ୍ ଚିନ୍ତାଜନକ, ୫୪ ପ୍ରତିଶତ ସହ ରାଜ୍ୟରେ ପ୍ରଥମ
ବୌଦ୍ଧ,୩୧/୫- କୋଭିଡ ଟେଷ୍ଟିଂ ରାଜ୍ୟରେ ବ୍ୟାପକ କରାଯାଉଥିବାବେଳେ ଟୀକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାରକରି ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି । ପଜିଟିଭ ରେଟ୍କୁ ଆଧାରକରି ତିନୋଟି ଜିଲ୍ଲାରେ ଲକ୍ ଡାଉନରେ ସାମାନ୍ୟ କୋହଳ କରାଯାଇଥିବାବେଳେ ରାଜ୍ୟର!-->…
Read More...
Read More...
ଅସହାୟ କୋଭିଡ ମୃତକଙ୍କ ଶବସତ୍କାର କଲା ଟିମ ହ୍ୟୁମାନିଟି
ଫୁଲବାଣୀ,୩୧/୫- ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବହୁ ଦିନର ସଂଘର୍ଷ ପରେ ଆଜି ସକାଳ ସମୟରେ ସେ ମୃତ୍ୟୁବରଣ କରିଥିଲେ । ମୃତ ଶରୀର ଚକାପାଦ ପହଞ୍ଚିବା ପରେ ତା'ର ସତ୍କାର!-->…
Read More...
Read More...
କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ପ୍ରସଙ୍ଗ, ପ୍ରଶାସନର ଦୃଷ୍ଟି ଆକର୍ଷଣକଲେ ବ୍ଲକସ୍ତରରୁ…
ବାଲିଗୁଡା,୩୧/୫- କନ୍ଧମାଳ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଫୁଲବାଣୀ ଟାଉନଥାନା ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀକରି ଜିଲ୍ଲାର ବାଲିଗୁଡ଼ା ଫ୍ରଣ୍ଟ ଲାଇନ ସାମ୍ବାଦିକ ସଂଘ ସମେତ ତୁମୁଡିବନ୍ଧ,!-->…
Read More...
Read More...
ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୩୧/୫ - ବୌଦ୍ଧ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଡିମାଳର ପ୍ରଧାନ ଶିକ୍ଷକ ସ୍ୱରୂପ କୁମାର ମହାପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଦକ୍ଷ ମିଷ୍ଟଭାଷୀ ନିଃସ୍ୱାର୍ଥପର ଓ ଅମାୟିକ ପ୍ରଧାନ ଶିକ୍ଷକ ଥିଲେ । ଆଜି ଅବସର!-->…
Read More...
Read More...
ଗଣିଆ ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା, ସଭାପତି ହେଲେ ଦେବୀପ୍ରସାଦ
ଦଶପଲ୍ଲା,୩୧/୫- ନୟାଗଡ଼ ଜିଲ୍ଲା ଗଣିଆବ୍ଲକ ପ୍ରେସ କ୍ଳବର ୧୦୨ ତମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଶିଶୁରାଇଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଗଣିଆ ପ୍ରେସ କ୍ଳବର ସଭାପତି ଭାବେ ଦେବୀ ପ୍ରସାଦ ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକଭାବେ ବିଶ୍ୱରଞ୍ଜନ!-->…
Read More...
Read More...
କରୋନା ସଚେତନତା କରାଉଛନ୍ତି ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି ଓ ଆଶାକର୍ମୀ
ଗଜପତି,୩୧/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ୱାର୍ଡ଼ରେ ଘରକୁଘର ଯାଇ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀମାନେ କରୋନା ସଚେତନତା କରାଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ-୧୯ ଉପରେ ସର୍ଭେ କରିବାସହ ଘରେ!-->…
Read More...
Read More...
କଣ୍ଟାମାଳବ୍ଲକର ୪ ଟି ହାଇସ୍କୁଲ ନବୀକରଣ କାର୍ଯ୍ୟର ଭୂମିପୂଜନ
କଣ୍ଟାମାଳ,୩୧/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ହାଇସ୍କୁଲର ୫-ଟି ଦ୍ୱାରା ମନୋନୀତ ୪ ଟିି ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଦ୍ୟାଳୟ ପରିସରର ନବୀକରଣ କାର୍ଯ୍ୟ ପାଇଁ ଆଜି ଭୂମିପୂଜନ କାର୍ଯ୍ୟ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ!-->…
Read More...
Read More...
ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବୌଦ୍ଧ,୩୧/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାଧୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରୋଦ କୁମାର ମେହେର ଆଜି ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାରେ ଜଣେ ବଳିଷ୍ଠ ଶିକ୍ଷାବିତ, ପ୍ରବୀଣ ଶିକ୍ଷକ, ଆମାୟିକ ବ୍ୟକ୍ତିତ୍ୱ, ସମାଜସେବୀ ଭାବେ ବେଶ୍ ପରିଚିତ । ତାଙ୍କର ୩୨!-->…
Read More...
Read More...