Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ୱିତୀୟ ଦିନରେ ସଟ୍ ଡାଉନର ପ୍ରଭାବ
ସୁବର୍ଣ୍ଣପୁର୨୫/୪- ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ସପ୍ତାହନ୍ତ ସଟ୍ ଡାଉନ୍ ର ଆଜି ଦ୍ବିତୀୟ ଦିନରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଯାଂଚ କରାଯାଉଛି । ସୁବର୍ଣ୍ଣପୁର,ବିନିକା ଓ ତରଭା ସହରର ବିଭିନ୍ନ ଛକ ଏବଂ ପ୍ରବେଶ ଦ୍ବାରରେ ପୋଲିସ ମୁତୟନ ହୋଇ ତନଖି କରୁଛି ।!-->…
Read More...
Read More...
ଆଇଇଏସ ବିରଞ୍ଚି ନନ୍ଦଙ୍କ ପରଲୋକ
ଭୁବନେଶ୍ୱର: କରୋନା ଆକ୍ରାନ୍ତ ଆଇଇଏସ ଡକ୍ଟର ବିରଞ୍ଚି ନାରାୟଣ ନନ୍ଦ(୬୧)ଙ୍କର ଦିଲ୍ଲୀରେ ଆଜି ସକାଳ ୭ଟାରେ ପରଲୋକ ହୋଇଛି । ଗତବର୍ଷ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ ଡ. ନନ୍ଦ । ଯାଜପୁରରେ ଜନ୍ମିତ ଡକ୍ଟର ନନ୍ଦ ଅବସର ନେଲାପରେ “ଓଡିଶା ସ୍ୱାଭିମାନ ପରିଷଦ”!-->…
Read More...
Read More...
ମନ୍ଦିର ବନ୍ଦ ରହିଲେ ବି ମିଳିବ ମହାପ୍ରସାଦ
ପୁରୀ : ଭକ୍ତମାନଙ୍କ ପାଇଁ ଏକ ଖୁସୀ ଖବର । କରୋନା ସଂକ୍ରମଣ ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଲେ ବି ଭକ୍ତମାନେ ମହାପ୍ରସାଦ ପାଇପାରିବେ ।ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଆଜି ଏହା ଜଣାଇଛନ୍ତି । ସଂକ୍ରମଣ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ!-->…
Read More...
Read More...
ସୁପ୍ରିମକୋର୍ଟର ବିଚାରପତିଙ୍କ ପରଲୋକ
ନୂଆଦିଲ୍ଲୀ : ଶନିବାର ଦିନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ମୋହନ ଏମ ଶାନ୍ତନାଗୌଡାରଙ୍କ ପରଲୋକ ହୋଇଯାଇଛି । ହରିୟାଣାର ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ୬୨ ବର୍ଷିୟ ଶାନ୍ତନାଗୌଡାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଫୁସ୍ଫୁସ ରୋଗରେ ପୀଡିତ ଥିଲେ ଏବଂ ନିମୋନିଆରେ ସଂକ୍ରମିତ!-->…
Read More...
Read More...
କୋଭିଡରେ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ପରଲୋକ
ଖପ୍ରାଖୋଲ,୨୫/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଧରୁଆଙ୍କ ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ଗତକାଲି ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ୱର୍ଗତ ଧରୁଆଙ୍କ ଦେହ!-->…
Read More...
Read More...
ଗଜପତିରେ ପୁଣି 96 ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି 96 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 64 ଜଣ, ଗୋଶାଣି ବ୍ଳକରେ 9 ଜଣ,ଗୁମ୍ମା ବ୍ଳକରୁ ଜଣେ କାଶୀ ନଗର ବ୍ଳକରୁ 4 ଜଣ,ମୋହନା ବ୍ଳକରୁ 9 ଜଣ,ନୂଆଗଡ଼!-->…
Read More...
Read More...
ପାରଳାରେ ସଟଡାଉନ କଡ଼ାକଡ଼ି
ପାରଳାଖେମୁଣ୍ଡି ; ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସଟଡାଉନ ହୋଇଛି। ଶନିବାର ଓ ରବିବାର ଏହି ସଟଡାଉନ ରହିବ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ଜାଗାରେ ପୋଲିସ ମୃତୟନ ହୋଇଛି ଓ ଯାଞ୍ଚ କଡ଼ାକଡ଼ି କରା ଯାଇଛି।କାରଣ ନଥାଇ ବାହାରେ ବୁଲାବୁଲି ନ କରିବା ଓ!-->…
Read More...
Read More...
କୁମ୍ଭମେଳା ଫେରନ୍ତା ଶିକ୍ଷକଙ୍କ କରୋନା ରିପୋର୍ଟ ଆସିବା ପୂର୍ବରୁ ମୃତ୍ୟୁ
ବୌଦ୍ଧ,୨୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନୀଲ ଦାଶ (୪୧)ଙ୍କ ଗତକାଲି ବିଳମ୍ବିତ ରାତିରେ ଧଳପୁର ଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ଦାଶ କୁମ୍ଭମେଳାକୁ ଯାଇଥିଲେ । ସେ ରେଳପଥରେ ସେଠାରୁ!-->…
Read More...
Read More...
ନିଆଁରେ ପୋଡ଼ିଯାଇ ନାବାଳକର ଶୋଚନୀୟ ମୃତ୍ୟୁ
ସୁବର୍ଣ୍ଣପୁର,୨୫/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକାବ୍ଲକ ଶଙ୍କରା ଗାଁରେ ଆଜି ଭୋର ସକାଳୁ ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ହୋଇଛି । ଚା' ତିଆରି କରୁଥିବାବେଳେ ଅଚାନକ ଗ୍ୟାସ୍ଲିକ୍ ହୋଇଯିବାରୁ ଘର ପୋଡ଼ିଯିବା ସହ ଜଣେ ୧୦ବର୍ଷ ନାବାଳକ ବାବୁଶାନ୍ ଗୁଡୁରିଆ ଗ୍ୟାସରେ!-->…
Read More...
Read More...
ଟିକାର ଏକ ଦର ଧାର୍ଯ୍ୟ ହେଉ, ରାଜ୍ୟ ଉପରେ ଆର୍ଥିକ ଚାପ ଦିଆ ନ ଯାଉ:ସାଂସଦ
ଭୁବନେଶ୍ୱର : ଚିନ୍ତାଜନକ ବିଷୟ। ଆମେ ଭାବିଥିଲୁ କୋଭିସିଲଡ଼ ପରି କିଛି ଦର ହେବ। ICMR ଦ୍ୱାରା ସ୍ୱୀକୃତି covaxin କମ ହେବ ବୋଲି ଭାବିଥିଲୁ। ହେଲେ ବହୁତ ବଢିଛି। ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ। ରାଜ୍ୟମାନେ ନିଜ ସ୍ତରରରେ କୋବିଡ଼ ମୁକାବିଲା କରୁଛନ୍ତି। ଯେତେ ସ୍ୱାସ୍ଥ୍ୟ!-->…
Read More...
Read More...