Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୮ ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୮ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜି ଚିହ୍ନଟଙ୍କ ମଧ୍ୟରୁ ପାରଳା ପୌର ପରିଷଦରୁ ୭ ଜଣ ମୋହନା ବ୍ଳକରୁ ଜଣେ, ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡ!-->…
Read More...
Read More...
କଣ୍ଟାବାଞ୍ଜି ଏନଏସି ପକ୍ଷରୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ
କଣ୍ଟାବାଞ୍ଜି,୧୪/୧୦- କଣ୍ଟାବାଞ୍ଜି ଏନଏସି ସଭାଗୃହରେ କାର୍ଯ୍ୟନିର୍ବାହୀ ଅଧିକାରୀ ସେମି ଜୟଶ୍ରୀ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସ୍ତିବାସିନ୍ଦାକୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା!-->…
Read More...
Read More...
ସ୍ୱାସ୍ଥ୍ୟ ସଚେତନତା ପାଇଁ ମହିଳାଙ୍କ ସଂକଳ୍ପ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ଦୁର୍ଗାପାଲି ଠାରେ ମହିଳା ଆରୋଗ୍ୟ ସମିତି(ମାସ)ର ସଦସ୍ୟା ମାନେ ନିରୋଗ ଜୀବନ ପାଇଁ ଆଜି ସଂକଳ୍ପ ନେଇଛନ୍ତି । ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା(ୟୁଏମଏଚ) ୟୁନିଟ ଓ ଦୁର୍ଗାପାଲି ମହିଳା ଆରୋଗ୍ୟ ସମିତିର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ଏହି ସ୍ୱାସ୍ଥ୍ୟ!-->…
Read More...
Read More...
ବୌଦ୍ଧ: ଆଜି ୩୧ କରୋନା ପଜିଟିଭ ଚିହ୍ନଟ, କୁଟିଝାରରୁ ୮
ବୌଦ୍ଧ,୧୪/୧୦- ଆଜି ବୌଦ୍ଧଜିଲ୍ଲାରେ ପୁଣି ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪, ହରଭଙ୍ଗା ବ୍ଲକ୍ ରାଧାନଗର!-->…
Read More...
Read More...
ଡ୍ରେନକଡରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର
ଦାରିଙ୍ଗବାଡ଼ି ୧୪/୧୦: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶିବ ମନ୍ଦିର ନିକଟ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ପଡ଼ି ରହିଛି l ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଛି।ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ଲୋକଙ୍କୁ ପଚାରଉଚାର!-->…
Read More...
Read More...
ରାଜ୍ୟରେ ପୁଣି ୨୬୦୪ କରୋନା ପଜିଟିଭ ଚିହ୍ନଟ, ୧୫ ମୃତ
ଭୁବନେଶ୍ୱର ୧୪ ।୧୦: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୬୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯୫୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ଜାତି ଛଡ଼ାଇ ନେଲା ରକ୍ତ ସମ୍ପର୍କ !
ବୌଦ୍ଧ,୧୪/୧୦ - ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଶବକୁ ବି ଛୁଇଁବା ପାଇଁ ମନାକଲେ ଭାଇ ବନ୍ଧୁ ଓ ରକ୍ତ ସମ୍ପର୍କୀୟ l ଶେଷରେ 30 କିଲୋମିଟର ଦୁର ବୌଦ୍ଧ ସହରରୁ ଯାଇ ଶବ ସଂସ୍କାର କଲେ ଯୁବ ସ୍ବେଚ୍ଛାସେବୀ ମାନେ l ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି ବୌଦ୍ଧ!-->…
Read More...
Read More...
ଆମ୍ବଝରୀ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ
ବୌଦ୍ଧ/ବାଉଁଶୁଣି ,୧୪/୧୦- ବିଭିନ୍ନ ଦୁର୍ନୀତି ଓ ଅବହେଳାର ଅଭିଯୋଗ କରି ବୌଦ୍ଧ ବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ସମିତିର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି l ସଦସ୍ୟ ମାନଙ୍କ ଅଭିଯୋଗ!-->!-->!-->…
Read More...
Read More...
ଭାରସାମ୍ୟ ହରାଇ ଗଛରେ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ
ବୌଦ୍ଧ,୧୪/୧୦ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ମାର୍ଦ୍ଦିଙ୍ଗ ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁସ୍ତାନ ପେଟ୍ରୋଲିୟମର ଗ୍ୟାସ!-->!-->!-->…
Read More...
Read More...
ଦୁର୍ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁତର
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ବାରିଙ୍ଗ ନିକଟରେ ଟ୍ରକ୍ ଓ କାର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ କାରରେ ବସିଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବlଞ୍ଜିର ସହକାରୀ ନିର୍ବାହୀ ଯନ୍ତ୍ରୀ ନରସିଂହ ସ୍ୱାଇଁ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା!-->!-->!-->…
Read More...
Read More...