Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ରାମାଭିଷେକ ନୀତି
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରବଣା ମକର ନକ୍ଷତ୍ରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ!-->…
Read More...
Read More...
ଚେକିଂ ବେଳେ ବୁଲେଟ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା
ସୁବର୍ଣ୍ଣପୁର,୨୯/୪:- ଜିଲ୍ଲାର ବିନିକା ସହରର ମିଶ୍ରପାଲି ଛକରେ ସାଧାରଣ ନିର୍ବାଚନ ପାଇଁ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ନେତୃତ୍ୱରେ ଏସଏସଟି ଟିମ୍ ର ଗାଡ଼ି ମଟର କଡାକଡି ଯାଞ୍ଚ ଚାଲିଥିବା ସମୟରେ ଓଡି ୩୧ଏମ-୧୨୭୪ କଳାରଙ୍ଗର ବୁଲେଟ ବାଇକ ଡିକିରୁ ୧ ଲକ୍ଷ ୯୫ ହଜାର!-->…
Read More...
Read More...
ବିଜେପି ସାଂସଦ ଓ ବିଧାୟକଙ୍କ ନାମାଙ୍କନ ଦାଖଲ
ବଲାଙ୍ଗୀର,୨୯/୪:- ବିରାଟ ଶୋଭାଯାତ୍ରାରେ ଆସି ବିଜେପି ବଲାଙ୍ଗୀର ସାଂସଦ ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡଃ ମୁକେଶ ମହାଲିଙ୍ଗ ଓ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ନାମାଙ୍କନ ଦାଖଲ କରିଛନ୍ତି । ବରିଷ୍ଠ ନେତା ତଥା ପାଟଣାଗଡ଼!-->…
Read More...
Read More...
ବିଜେଡିର ବୌଦ୍ଧରୁ ପ୍ରଦୀପ କଣ୍ଟାମାଳରୁ ମହୀଧର କଲେ
ନାମାଙ୍କନ ପତ୍ର ଦାଖଲ
ବୌଦ୍ଧ,୨୯/୪:- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ବୌଦ୍ଧ ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ବିଜୁ ଜନତା ଦଳ ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପ୍ରଥମେ ବୌଦ୍ଧ ବିଧାନସଭା!-->…
Read More...
Read More...
ନାମାଙ୍କନପତ୍ର ଦାଖଲକଲେ ବିଜେଡି ଲୋକସଭାପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ
କେନ୍ଦୁଝର,୨୯/୪:- କେନ୍ଦୁଝର ସଂସଦୀୟକ୍ଷେତ୍ର ପାଇଁ ବିଜୁ ଜନତାଦଳର ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ସ୍ଥାନୀୟ କାଳୀପଡିଆରୁ ପାରମ୍ପାରିକ ବାଦ୍ୟ, ନୃତ୍ୟ ସହିତ ପ୍ରାର୍ଥୀପତ୍ର ଦାଖଲର ଶୁଭ ଅଭିଯାନ ଆରମ୍ଭ ହୋଇଥିଲା । ଏକ ବିରାଟ ପଟୁଆର ରେ ଦଳୀୟ!-->…
Read More...
Read More...
ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା
ଦେବଗଡ଼,୨୯/୪:- ଚଳିତ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେଥି ନିମନ୍ତେ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ । ଦେବଗଡ଼ ଜିଲ୍ଲାର ବିଧାନସଭା ଓ ଲୋକସଭା କାର୍ଯ୍ୟ ଖସଡ଼ା କିପରି ରହିଛି ପର୍ଯ୍ୟବେକ୍ଷକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ ଭାବେ ଜନ!-->…
Read More...
Read More...
ବିଜେଡି ପକ୍ଷରୁ ରକ୍ତଦାନ ଶିବିର:୧୦୧ ୟୁନିଟ ରକ୍ତ ସଂଗୃହିତ
ଚିପିଲିମା,୨୫/୪:- ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହେଉଥିବାବେଳେ, ରୋଗୀ ରକ୍ତପାଇଁ ବହୁତ ହଇରାଣ ହେଉଛନ୍ତି । ଏପରି ସ୍ଥିତିରେ ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ!-->…
Read More...
Read More...
ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ୨ ମାଓବାଦୀ ନିହତ:
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୌଦ୍ଧ ଆରକ୍ଷୀ…
ବୌଦ୍ଧ,୨୫/୪:- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପାଢେଲ ଡେମ୍ ନିକଟ ଜଙ୍ଗଲରେ ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଆଜି ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏଥିସହିତ କିଛି ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏନେଇ ଆଜି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ!-->…
Read More...
Read More...
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୋନପୁର ଗସ୍ତକୁ ନେଇ ସାମ୍ୱାଦିକ ସମ୍ମିଳନୀ
ସୁବର୍ଣ୍ଣପୁର,୨୩/୪ - ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଚାଲିଛି, ଧୋକା ଦେଇଛି, ଠକି ଚାଲିଛି ନବୀନ ସରକାର । ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି । ନବୀନ ସରକାର ଏକ ଠକ ସରକାର, କଣ୍ଢେଇ ସରକାର । ଜଣେ ଅଣ ଓଡ଼ିଆ ନବୀନକୁ କଣ୍ଢେଇ ପରି ନଚାଉଛି, ନିଜ ବେପାରରେ!-->…
Read More...
Read More...
ସେକ୍ଟର ଅଫିସରମାନଙ୍କ ପ୍ରଶିକ୍ଷଣ ଶିବିର
ଦେବଗଡ଼,୨୩/୪:- ଆସନ୍ତା ସାଧାରଣ ନିର୍ବାଚନକୁ ଅଧିକ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଫିସର ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସେକ୍ଟର!-->…
Read More...
Read More...