Browsing Category

ରାଜ୍ୟ

ମହାପ୍ରଭୁଙ୍କ ଶରଣରେ ବିଧାୟକ ପ୍ରାର୍ଥୀ

ପୁରୀ : ବିଜେଡିର ପ୍ରାର୍ଥୀ ଘୋଷଣାପରେ ନେତାମାନେ ଏବେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କର ଆଶୀର୍ବାଦ ନେଉଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଧାମନଗର ବିଧାୟକ
Read More...

ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

ପୁରୀ : ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ ମାନସ ରଂଜନ ବେହେରା । ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ । ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସଟି,ଏନଫୋର୍ସମେଣ୍ଟ ୟୁନିଟ୍‌ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାପ କରିବାରେ ସଫଳ
Read More...

ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ;
ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫-ଟି

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ,ସେଥିପାଇଁ ଆଜି ଶଙ୍ଖଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ତଥା
Read More...

ବିଜେଡିର ଦ୍ବିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି

ଭୁବନେଶ୍ବର: ବିଜୁ ଜନତା ‌ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଅପରାହ୍‌ଣରେ ବିଜେଡି ୯ ଜଣଙ୍କର ନାମ ଜାରି କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି।
Read More...

ଲୋକସଭା ଓ ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।  ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି  ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥି ତାଲିକା
Read More...

ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର : ଆଗାମୀ ଲୋକସଭା ୨୦୨୪ ନିର୍ବାଚନ ପାଇଁ ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡିଶାର ୧୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ବହୁ ଚର୍ଚ୍ଚିତ ସମ୍ବଲପୁର ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢିବେ ।
Read More...

ବାଲୁକା କଳା ମାଧ୍ୟମରେ ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ବାଲୁକା ଚିତ୍ରକଳାରେ ରୁଷିଆର ମସ୍କୋରେ ହୋଇଥିବା ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି । ଗତକାଲି ରାତିରେ ରୁଷିଆର ମସ୍କୋରେ ବଡଧରଣର ଆତଙ୍କୀ ହମଲାରେ ଶତାଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ଅନେକ ସେଠାରେ ଟଳିପଡିଥିଲେ । ତେବେ ମୃତକ
Read More...

ଆହତ କଲରାପତରିଆ ବାଘକୁ ଚିକିତ୍ସା ପାଇଁ ନନ୍ଦନକାନନକୁ ପଠାଗଲା

ଦଶପଲ୍ଲା : ଆହତ କଲରାପତରିଆ ବାଘକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନନ୍ଦନକାନନକୁ ପଠାଯାଇଥିବା ଜଣାପଡିଛି ।ଶୁକ୍ରବାର ଦିନ ବାଣିଗୋଚ୍ଛା ବନାଞ୍ଚଳ ଅଧିକାରୀ ଖବର ପାଇଥିଲେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏକ ବାଘର ଘୋଷଡା ଚି଼ହ୍ନ ପଡିଛି । ବନ ବିଭାଗ କର୍ମଚାରୀ ଖୋଜାଖୋଜି କଲାପରେ ଏକ
Read More...

ଡିସିଏ କାଉନସିଲ ସଦସ୍ୟ କମଳ ଦଳେଇଙ୍କ ବିୟୋଗରେ ଶୋକସଭା

ବୌଦ୍ଧ,୨୩/୩:- ପୂର୍ବତନ କ୍ରିକେଟ ଖେଳାଳୀ ତଥା ଜିଲ୍ଲା କ୍ରିକେଟ ଆସୋସିଏସନର କାଉନସିଲ ସଦସ୍ୟ କମଳ କୁମାର ଦଳେଇଙ୍କ (୫୭ବର୍ଷ) ବୟସରେ ଆଜି ଭୋର୍‌ ସମୟରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ବୌଦ୍ଧରେ ଶୋକର ଛାୟା ଖେଳିଯାଇଛି । ସରକାରୀ ଚାକିରୀ କରୁଥିବା ସ୍ୱର୍ଗତ ଶ୍ରୀ ଦଳେଇ ଜଣେ ମେଳାପୀ,
Read More...

ପେଡ ନିଉଜ ଉପରେ ରଖିବ ନଜର ଏମସିଏମସି

ପୁରୀ : ଚଳିତ ସାଧାରଣ ନିର୍ବାଚନରେ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାରେ ଏମସିଏମସି ବା ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି କାର୍ଯ୍ୟ କରୁଛି । ପୁରୀ ଜିଲ୍ଲା ଏମସିଏମସିର ଅଧ୍ୟକ୍ଷ ଜିଲ୍ଲାପାଳ ଥିବା ବେଳେ ସଦସ୍ୟ ଭାବେ ଉପଜିଲ୍ଲାପାଳ,ଅତିରିକ୍ତ ଉପ
Read More...