Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
BSNL ଠିକା କର୍ମଚାରୀଙ୍କୁ 11 ମାସର ଦରମା ମିଳିବ କେବେ ?
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା BSNL କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକାକର୍ମଚାରୀଙ୍କୁ ଦୀର୍ଘ 11 ମାସ ହେଲା ସେମାନଙ୍କର ପ୍ରାପ୍ୟ ପାଇ ପାରିନାହାନ୍ତି । 17 ମାସର EPF ଟଙ୍କା ମଧ୍ୟ ଜମା ହୋଇପାରୁନାହିଁ ଏ ବାବଦରେ କୌଣସି ଚିଠି ର ଉତ୍ତର ଏସ ଡ଼ି!-->…
Read More...
Read More...
ରାସ୍ତାତଳକୁ ଖସିପଡିଲା ଇଣ୍ଡିକୋ
ବୌଦ୍ଧ: ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧସହର ଉପକଣ୍ଠ ରଇଠାଣୀ ଗ୍ରାମ ନିକଟରେ ଏକ ଇଣ୍ଡିକୋ ଗାଡି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଇଣ୍ଡିକୋର ପଞ୍ଜିକରଣ ନମ୍ବର ହେଉଛି ଓଡି୨୭-୯୪୬୨ ଓ ଗାଡିଟି ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ଅଞ୍ଚଳ!-->…
Read More...
Read More...
୪ବର୍ଷରେ ବି ସଂପୂର୍ଣ୍ଣ ହୋଇପାରୁନି ଅଙ୍ଗନୱାଡି କେନ୍ଦ୍ର
ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମପଞ୍ଚାୟତର ଡିମିରିପାଲି ଗ୍ରାମରେ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୪ବର୍ଷ ଭିତରେ ସଂପୂର୍ଣ୍ଣ ହୋଇନପାରିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ!-->…
Read More...
Read More...
ପୁଣି ୧୫୬ ନୂଆ ପଜିଟିଭ ଚିହ୍ନଟ, ରାଜ୍ୟରେ ୨୧ଶହ ପାର ହେଲା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ସୋମବାର ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏକ ରେକର୍ଡ ବୋଲି କୁହାଯାଉଛି । ଆଗରୁ କେବେ ଏକାସାଙ୍ଗରେ ଏତେ ସଂଖ୍ୟାକ!-->…
Read More...
Read More...
ବୌଦ୍ଧରେ ଆଉ ଏକ କରୋନା ପଜିଟିଭ, ଲୋକେ ଛାନିଆଁ
ବୌଦ୍ଧ: ବୌଦ୍ଧରେ ୨୮ ଜଣ କରୋନା ରୋଗୀଙ୍କୁ ସୁସ୍ଥହେବାପରେ ସେମାନଙ୍କର ଘରକୁ ଶନିବାର ଦିନ ବିଦାୟ ଦେଇଥିବାବେଳେ ରବିବାର ଦିନ ଆଉଜଣେ ପ୍ରବାସୀ ଶ୍ରମିକ ଠାରୁ କରୋନା ପଜିଟିଭ ବାହାରିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏଭଳି ପରିସ୍ଥିତିରେ ବିନା ପରୀକ୍ଷାରେ ଶହଶହ ପ୍ରବାସୀଙ୍କୁ!-->…
Read More...
Read More...
ବିଜେଡି ପର୍ଯ୍ୟବେକ୍ଷକଙ୍କ କ୍ୱାରେଣ୍ଟାଇନ କେନ୍ଦ୍ର ପରିଦର୍ଶନ
ବୌଦ୍ଧ:ବୌଦ୍ଧଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ନେତା କୃତ୍ତିବାସ ପାତ୍ର ଗତକାଲି ବୌଦ୍ଧଜିଲ୍ଲା ଗସ୍ତ ଅବସରରେ ବୌଦ୍ଧବ୍ଲକ ବାଉଁଶୁଣୀ ମାହେଶ୍ୱରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିଥିଲେ ।
!-->!-->!-->!-->!-->…
Read More...
Read More...
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ : ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ…
ବାଲିଗୁଡ଼ା: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରା ଗ୍ରାମପଞ୍ଚାୟତର ଜାର୍ଗୀ ଗ୍ରାମବାସୀ ।ସାରା ବିଶ୍ବ ଏବେ ମହାମାରୀ କରୋନା କବଳରେ । ଲକ୍ ଡାଉନ୍ ଯୋଗୁଁ ସାରା ରାଜ୍ୟରେ!-->…
Read More...
Read More...
ବୌଦ୍ଧରେ ବାହାରିଲା ଆଉ ଏକ କରୋନା ପଜିଟିଭ
ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ପୂର୍ବରୁ ବାହାରିଥିବା ୩୩ଟି କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବୌଦ୍ଧ କରୋନା ମୁକ୍ତ ହେଲା ବୋଲି ଆଲୋଚନା ହେଉଥିଲା । ବୌଦ୍ଧ କରୋନା ମୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ତାଲିକାରେ ଯୋଡି ହୋଇଗଲା । ୩୪ ନମ୍ବର କରୋନା!-->…
Read More...
Read More...
ଜୁନ ୧୭ରେ ଖୋଲିବନି ସ୍କୁଲ
ଭୁବନେଶ୍ୱର: ଆସନ୍ତା ଜୁନ ୧୭ ତାରିଖରେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସୂଚନା ଦେଇଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ଜୁଲାଇ ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ!-->…
Read More...
Read More...
୨ଲକ୍ଷ ମୁହାଁ ଦେଶର ଆକ୍ରାନ୍ତ ସଂଖ୍ୟା
ନୂଆଦିଲ୍ଲୀ: ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ଲକ୍ଷ ଆଡକୁ ମୁହାଁଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮,୩୮୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୮୨୧୪୩ରେ ପହଞ୍ଚିଛି । ସେହିପରି ମୃତ୍ୟୁସଂଖ୍ୟା ୫୧୬୪କୁ ବୃଦ୍ଧି ପାଇଛି । ତେବେ!-->…
Read More...
Read More...