Browsing Category

ରାଜ୍ୟ

ବୌଦ୍ଧ ସମବାୟ ବ୍ୟାଙ୍କର ପ୍ରଶାସକ ଦାୟିତ୍ୱ ନେଲେ ଜିଲ୍ଲାପାଳ

ବୌଦ୍ଧ: ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ଭାରପ୍ରାପ୍ତ ପ୍ରଶାସକ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚିତ ପରିଚାଳନା କମିଟିର ୫ବର୍ଷିଆ କାର୍ଯ୍ୟକାଳ ମେ ମାସ ପ୍ରଥମ ସପ୍ତାହରେ ପୂରଣ
Read More...

ଅଫିସର ଅମାନିଆ ହେଲେ ଲୋକଙ୍କୁ ବୁଝାଇବ କିଏ ?

ବୌଦ୍ଧ: ବୌଦ୍ଧଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଯେତେ ତତ୍ପର ହେଲେ ମଧ୍ୟ ଅମାନିଆଙ୍କ ହରକତ ମୁଣ୍ଡବିନ୍ଧାର କାରଣ ହେଉଛି । ଲୋକଙ୍କ ହରକତ, କ୍ୱାରେଣ୍ଟାଇନ କେନ୍ଦ୍ର ଦାୟିତ୍ୱରେ ଥିବା ଲୋକ ଓ ସର୍ବୋପରି ବାହାରୁ ଆସୁଥିବା ଲୋକଙ୍କ ଦାୟିତ୍ୱହୀନତା ଓ ଅମାନିଆପଣ ପ୍ରଶାସନର
Read More...

ରକ୍ତଦାନ କରି ବିବାହ ବାର୍ଷିକଉତ୍ସବ ପାଳନ କଲେ ଦମ୍ପତି

କୁହାଯାଏ ରକ୍ତଦାନ ଜୀବନ ଦାନ ।ଏପରି କଥାକୁ ଠିକ ବୁଝିଛନ୍ତି ଏ ଦମ୍ପତି । ସୁବର୍ଣପୁର ଜିଲ୍ଲା ର ପୋଲିସ ରେ କାର୍ଯ୍ୟରତ ଶେଷଦେବ କର୍ଣ ଓ ତାଙ୍କ ସହଧର୍ମିଣୀ ଆରତୀ କର୍ଣ୍ଣ ।ନିଜେ ସ୍ବେଚ୍ଛାକୃତ ଭାବରେ ଆସି ରକ୍ତଭଣ୍ଡାର ସୁବର୍ଣପୁର ରେ ରକ୍ତଦାନ କରି ନିଜର 19ତମ ବିବାହ ଉତ୍ସବକୁ ପାଳନ
Read More...

ଦେଶରେ ୬୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକଡାଉନକୁ କେନ୍ଦ୍ର ସରକାର କିଛି ମାତ୍ରାରେ କୋହଳ କରିବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ହଜାର ଅତିକ୍ରମ କରିଥିବା ଜଣାପଡିଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା
Read More...

ଅତିରିକ୍ତ ତହସିଲଦାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କାର୍ଯ୍ୟ ସମ୍ପାଦନ ବେଳେ ଜିଲ୍ଲାର ଜଣେ କରୋନା ଯୋଦ୍ଧା ତଥା ଗୁମ୍ମା ବ୍ଲକ ର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ଜିଲ୍ଲା ପାଳ ଅନୁପମ ସାହା ସ୍ବର୍ଗତ ରାଜେନ୍ଦ୍ର ମାଝୀଙ୍କ ଫଟୋ ଚିତ୍ର ରେ ପୁଷ୍ପ
Read More...

ଫେରୁଛନ୍ତି ପ୍ରବାସୀ ଓଡିଆ : ଟିଟିଲାଗଡରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ

ବଲାଙ୍ଗୀର : ଆଉ କିଛି ସମୟରେ ପ୍ରବାସୀ ଓଡିଆଙ୍କୁ ନେଇ ଟିଟିଲାଗଡ ଷ୍ଟେସନରେ ଟ୍ରେନ ପହଞ୍ଚିବ । ଏହାକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଟିଟିଲାଗଡ ସହରରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । କରୋନାର ହଟ ଷ୍ଟେଟ କୁହାଯାଉଥିବା
Read More...

କୋଭିଡ-୧୯ ତୃତୀୟ ପର୍ଯ୍ୟାୟ ପାଦଦେଶରେ ପହଞ୍ଚିଲା ଓଡିଶା

ଭୁବନେଶ୍ୱର : ମାତ୍ର ୪ ସପ୍ତାହ ପୂର୍ବରୁ ରାଜ୍ୟର କରୋନା ସ୍ଥିତି ଆଦୌ ପ୍ରଭାବଶୂନ୍ୟ ଥିଲା । ଦୁଇ ସପ୍ତାହ ପୂର୍ବେ ଯେତେବେଳେ ପ୍ରବାସୀ ଓଡିଆମାନଙ୍କୁ ଓଡିଶା ଆଗମନ ହେଲା, ସେତେବେଳେ ରାଜ୍ୟରେ କରୋନା ସ୍ଥିତି ଅତ୍ୟନ୍ତ ବିସ୍ଫୋରକ ରୂପ ଧାରଣ କରିଲା । ଯାହା ଆଜି ଓଡିଶାକୁ କୋଭିଡ ୧୯ର
Read More...

ଅକାଳରେ ଝଡ଼ିପଡିଲେ ସୁବାସ

ଭୁବନେଶ୍ୱର : ସୁବାସ ଚୌହାନ ଅକାଳରେ ସବୁଦିନ ପାଇଁ ଝଡିପଡିଛନ୍ତି । ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଏଭଳି ଲକଡାଉନ ସମୟରେ ଚାଲିଯାଇଥିଲେ ମଧ୍ୟ ସାରା ରାଜ୍ୟରେ ତାଙ୍କର ମୃତ୍ୟୁଖବର ଶୁଣି ସାଧାରଣ ଲୋକେ ହତବାକ୍ ହୋଇଛନ୍ତି । ତାଙ୍କର ରାଜନୈତିକ ଜୀବନ ବଜରଙ୍ଗ ଦଳରୁ
Read More...

ରାଜ୍ୟରେ ପୁଣି ୫୮ ପଜିଟିଭ ଚିହ୍ନଟ : କରୋନା ମାନଚିତ୍ରରେ ଯୋଡି ହେଲା ଅନୁଗୁଳ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟ କରୋନା ମାନଚିତ୍ରରେ ଆଜି ଅନୁଗୁଳ ଜିଲ୍ଲାର ନାମ ଯୋଡି ହୋଇଛି । ଆଜି ଏହି ଜିଲ୍ଲାରୁ ଏକାଥରକେ ୧୩ଟି ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ଅନୁଗୁଳ ଜିଲ୍ଲା ପ୍ରଥମରୁ ହିଁ ଗ୍ରୀନ୍ ଜୋନରେ ଥିଲା । ସେହିପରି ରବିବାର ଚିହ୍ନଟ
Read More...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ସର୍ଦାପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବି ସୀମାଞ୍ଚଳ ଓ ପୂର୍ବତନ ସମିତି ସଭ୍ୟ ଚକ୍ରଧର ବାରିକ ବିଜେପି ଜିଲ୍ଲା କାର୍ଯ୍ୟାଳୟ କୁ ଆସି ଗଜପତି ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓଙ୍କ ସହ ମିଶି 10410 ଟଙ୍କା ର ଚେକ ପ୍ରଦାନ କରିଛନ୍ତି।ଏହା ଅନ ଲାଇନ
Read More...