Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୈନିକ ପରୀକ୍ଷଣ ୧୫ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦ୍ଜନିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ!-->…
Read More...
Read More...
11 ମାସର ଦରମା ନ ପାଇ BSNL କାଜୁଆଲ କର୍ମଚାରୀ ହନ୍ତସନ୍ତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା BSNL ଉପଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ କାଜୁଆଲ BSNL କର୍ମଚାରୀ ମାନେ 11 ମାସର ଦରମା ପାଇନଥିବା ଅଭିଯୋଗ ହୋଇଛି।ଏହି ବିଷୟରେ SDOଙ୍କୁ ଲିଖିତ ଆକାରରେ ଜଣାଇଲେ ମଧ୍ଯ କିଛି ପଦକ୍ଷେପ ନେଉନାହାନ୍ତି। ଏବଂ ସରଳ ଭାବରେ କହୁଛନ୍ତି!-->…
Read More...
Read More...
ପାଦରେ ଚାଲିଚାଲି ୧୮ଶହ କି.ମି ଅତିକ୍ରମ: ଘରବାହୁଡା ବିକଳରେ ହ୍ରାଇଦ୍ରାବାଦରୁ ବାହାରିଛନ୍ତି ୫୦ଜଣ ଶ୍ରମିକ
ସମ୍ବଲପୁର:କରୋନା ସଙ୍କଟକାଳରେ କିଛି ଲୋକେ ଅସମ୍ଭବକୁ ମଧ୍ୟ ସମ୍ଭବ କରିବାରେ ସମର୍ଥ ହେଉଛନ୍ତି ଯାହାକି ସାଧାରଣତଃ ଆଶା କରାଯାଇନପାରେ । ଏଠାରେ ଆଜି ଏହିପରି ୫୦ଜଣ ଶ୍ରମିକ ସୁଦୂର ହାଇଦ୍ରାବାଦରୁ ପ୍ରାୟ ୧୮ଶହ କି.ମି ପାଦରେ ଚାଲି ଆସି ପହଞ୍ଚିଛନ୍ତି । ସେମାନେ ନଗର ବାହାରେ ଜାତୀୟ ରାଜମାର୍ଗ!-->…
Read More...
Read More...
କଟକଣାରେ କୋହଳ ପରେ ଜନଗହଳି ବଢିଲା
ସମ୍ବଲପୁର : ଆଜି ସକାଳୁ ସମ୍ବଲପୁରରେ ଚାରିଆଡେ ଜନଗହଳି ଦେଖି ଲାଗିଲା ସତେଯେମିତି ଏଠାକାର ସ୍ଥିତି ସାମାନ୍ୟ ହୋଇଆସିଲାଣି । ଲକଡାଉନର ତୃତୀୟ ପର୍ଯ୍ୟାୟ ଗତକାଲି ସୋମବାର ଦିନଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳନୀତି ଘୋଷଣା ହୋଇନଥିିିିବାରୁ ଅଧିକାଂଶ ଲୋକ!-->…
Read More...
Read More...
କରାମାଡ ଯୋଗୁଁ ଫୁଲଚାଷ କ୍ଷତିଗ୍ରସ୍ତ
ସମ୍ବଲପୁର: ପାରଂପରିକ ଚାଷର ଏକ ବିଶ୍ୱସନୀୟ ବିକଳ୍ପଭାବେ ବର୍ତ୍ତମାନ ଅନେକ ଚାଷୀ ବିଭିନ୍ନ ଫୁଲଚାଷକୁ ଆପଣେଇଛନ୍ତି ଓ ଏହା ଜନ ଆଦର ପାଉଥିବାରୁ ବେଶ କିଛି ଉପାର୍ଜନ କରୁଛନ୍ତି । ସେମାନଙ୍କ ପାଇଁ କିନ୍ତୁ ଏଥର କାଳବୈଶାଖୀର ତାଣ୍ଡବଲୀଳା ଯୋଗୁଁ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି ।!-->…
Read More...
Read More...
ବଢୁଛି ତାତି, ପାଣି ପାଇଁ ଡହଳବିକଳ
ବୌଦ୍ଧ: ବୌଦ୍ଧବ୍ଲକ କସୁରବନ୍ଧ ଗ୍ରାମ ପଞ୍ଚାୟତର ସଦରମହକୁମା କସୁରବନ୍ଧ ଗ୍ରାମରେ ଜଳସଙ୍କଟ ଦେଖାଦେଇଛି । ପ୍ରବଳଖରାରେ ଜଳସ୍ତର ହ୍ରାସ ପାଉଥିବାରୁ ଗ୍ରାମରେ ଥିବା ଏକମାତ୍ର ନଳକୂଅରୁ ପାଣି ମଧ୍ୟ ବାହାରୁନାହିଁ । ରୋଷେଇ କରିବା ଓ ପିଇବାପାଣି ସଂଗ୍ରହ କରିବାକୁ ଲୋକେ ହଇରାଣ ହେଉଛନ୍ତି ।!-->…
Read More...
Read More...
ସୀମା ସିଲ୍ ସମାଧାନ ନୁହେଁ, ଆଭ୍ୟନ୍ତରୀଣ ସ୍ଥିତି ସୁଧାରିବାକୁ ଦାବି
ବୌଦ୍ଧ : ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ଅବାଧରେ ଜିଲ୍ଲା ମଧ୍ୟରେ ହରକତ କରୁଥିବା ସଂପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପ୍ରଶାସନ ଚେତିଛି । ଜିଲ୍ଲାକୁ ଥିବା ପ୍ରବେଶପଥ ମାନଙ୍କରେ ପୋଲିସ ଚେକପୋଷ୍ଟ ସ୍ଥାପନକରି ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା!-->…
Read More...
Read More...
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬ହଜାର ଅତିକ୍ରମ କଲା, ମୃତକଙ୍କ ସଂଖ୍ୟା ୧୫୬୮
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ କିଛି ଦିନ ହେଲା ଦେଶରେ ଦିନକୁ ପ୍ରାୟ ଅଢେଇ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୦୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ହେି ସମରେ ୧୯୫ ଜଣଙ୍କ ଏହି!-->…
Read More...
Read More...
ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ୧୭୦ରେ ପହଞ୍ଚିଛି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ!-->…
Read More...
Read More...
ବ୍ରାହ୍ମଣୀଗାଁ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ…
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ୍ । ଅଭିଯୁକ୍ତ ଟୁକୁନା ମାଳିକୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଶାବଳକୁ ଜବତ କରିଛି ପୋଲିସ୍ ।ସୂଚନା ଅନୁଯାୟୀ ଗତ ଫେବୃଆରୀ10!-->…
Read More...
Read More...