Browsing Category

ରାଜ୍ୟ

ପୁଣି ୧୫ ପଜିଟିଭ ଚିହ୍ନଟ : ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ପୁଣି ଆଉ ୧୫ ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟର ଆଉ ଏକ ଜିଲ୍ଲା ବୌଦ୍ଧକୁ କରୋନା ଆଜି କବଳିତ କରିଛି । ଜିଲ୍ଲାରୁ ଆଜି ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୭, ଅନୁଗୋଳ ୨, ପୁରୀ ୨ ଓ ଯାଜପୁରରୁ ଗୋଟିଏ
Read More...

ମାତୃ ଦିବସରେ ମାସ୍କ ବଣ୍ଟନ

ବୌଦ୍ଧ : ଆଜି ବିଶ୍ୱମାତୃ ଦିବସରେ ବୌଦ୍ଧ ଜିଲ୍ଲାର ଉଜ୍ୱଳା ଦିଦିମାନେ କରୋନାର ଦୃଢ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକାରାରେ ଦେଶକୁ କରୋନାରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ସଚେନତତା କରିବା ସହିତ ଦିଦିମାନେ ନିଜସ୍ୱ ଉଦ୍ୟମରେ ମାସ୍କ ତିଆରି କରି ବୌଦ୍ଧ ଜିଲ୍ଲାର
Read More...

ରାଜ୍ୟରେ ଆଜି ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୬ ଓ ଯାଜପୁରରୁ ୪ ରହିଛନ୍ତି । ଭଦ୍ରକ ଜିଲ୍ଲାରେ ମୋଟ ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ମୋଟ ୫୯ରେ ପହଞ୍ଚିଛି । ଏ ସଂପର୍କିତ ସୂଚନା
Read More...

ଅମୃତଆହାର କାର୍ଯ୍ୟକ୍ରମ ର ୧୦୦ ତମ ସପ୍ତାହ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡ଼ିଶାର ଶୁଖିଲା ଖାଦ୍ୟ ବଣ୍ଟନ

ସାମାଜିକ ଅନୁଷ୍ଠାନ ସମର୍ପିତ ଓଡ଼ିଶା ର ଅନନ୍ୟ କାର୍ଯ୍ୟକ୍ରମ "ଅମୃତ ଆହାର" ଆଜିକୁ ଦୁଇବର୍ଷ ତଳୁ ପ୍ରତ୍ୟେକ ରବିବାର ଦିନ ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ବିଭିନ୍ନ ଡାକ୍ତରଖାନାରେ ନିରନ୍ତର ଭାବେ ଖାଦ୍ୟ ବଣ୍ଟନ କରିଆସୁଛି ।ଆଜି ୧୦୦ ତମ_ସପ୍ତାହ ଅବସରରେ ମଞ୍ଚେଶ୍ବର ସ୍ଥିତ ଜଗନ୍ନାଥ
Read More...

ଅନୁଗୋଳରେ ରେଡ୍ ଜୋନ କଟକଣା ଲାଗୁ କଲେ ଜିଲ୍ଲାପାଳ

ଅନୁଗୋଳ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଗ୍ରାସ କରିବାରେ ଲାଗିଛି । ଏବେ ନୂଆ ଜିଲ୍ଲା ଭାବେ ଅନୁଗୋଳରେ ଏହା ପ୍ରବେଶ କରିଛି । ଗୋଟିଏ ଦିନରେ ଏହି ଜିଲ୍ଲାରେ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ବାକି ଜଣେ ବ୍ୟକ୍ତି
Read More...

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ଦିନିକିଆ ଗଜପତି ଗ୍ରସ୍ତ

ପାରଳାଖେମୁଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ T.E. ଆପାଙ୍ଗ ଆଓ ପାରଳାଖେମୁଣ୍ଡି ଠାରେ ପହଞ୍ଚି ପ୍ରଥମେ କୋଭିଡ଼ି-19 ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅତିରିକ୍ତ
Read More...

ରକ୍ତଦାନ ପାଇଁ ମୋବାଇଲ ଭ୍ୟାନ ହେଲା କାର୍ଯ୍ୟକ୍ଷମ

ସମ୍ବଲପୁର: କରୋନା କଟକଣା ଯୋଗୁଁ ବ୍ଲଡବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରକ୍ତଦାନ ଶିବିର ସୀମିତ ହୋଇ ରହିଯାଇଛି ଯାହାକି ରକ୍ତଦାନ ପାଇଁ ଉତ୍ସାହିତ ବ୍ୟକ୍ତିବିଶେଷଙ୍କୁ ହତୋତ୍ସାହିତ କରୁଥିଲା । ଏଥିସକାଶେ ଏକ ସ୍ୱୟଂ ସଂପନ୍ନ ରକ୍ତଦାନ ବାହନର ଅଭାବ ଏଠାରେ ଅନୁଭବ କରାଯାଉଥିଲା ।
Read More...

ଅବ୍ୟବସ୍ଥା ଘେରରେ ବଲଣ୍ଡା ସଙ୍ଗରୋଧ ଶିବିର

ବୌଦ୍ଧ: ହରଭଙ୍ଗା ବ୍ଲକ ପୀତାମ୍ବରପୁର ଗ୍ରାମ ପଞ୍ଚାୟତର ବଲଣ୍ଡା ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନଙ୍କୁ ଅବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଅଭିଯୋଗ ହୋଇଛି । ୬ଦିନ ହେଲା ବଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ବଲଣ୍ଡା ଓ ଫୁଲଝରୀ ଗ୍ରାମର ୪ଜଣ ବାହାର
Read More...

ବୌଦ୍ଧ ସମବାୟ ବ୍ୟାଙ୍କର ପ୍ରଶାସକ ଦାୟିତ୍ୱ ନେଲେ ଜିଲ୍ଲାପାଳ

ବୌଦ୍ଧ: ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ଭାରପ୍ରାପ୍ତ ପ୍ରଶାସକ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚିତ ପରିଚାଳନା କମିଟିର ୫ବର୍ଷିଆ କାର୍ଯ୍ୟକାଳ ମେ ମାସ ପ୍ରଥମ ସପ୍ତାହରେ ପୂରଣ
Read More...

ଅଫିସର ଅମାନିଆ ହେଲେ ଲୋକଙ୍କୁ ବୁଝାଇବ କିଏ ?

ବୌଦ୍ଧ: ବୌଦ୍ଧଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଯେତେ ତତ୍ପର ହେଲେ ମଧ୍ୟ ଅମାନିଆଙ୍କ ହରକତ ମୁଣ୍ଡବିନ୍ଧାର କାରଣ ହେଉଛି । ଲୋକଙ୍କ ହରକତ, କ୍ୱାରେଣ୍ଟାଇନ କେନ୍ଦ୍ର ଦାୟିତ୍ୱରେ ଥିବା ଲୋକ ଓ ସର୍ବୋପରି ବାହାରୁ ଆସୁଥିବା ଲୋକଙ୍କ ଦାୟିତ୍ୱହୀନତା ଓ ଅମାନିଆପଣ ପ୍ରଶାସନର
Read More...